Browsing Category

ଦେଶବିଦେଶ

ନୂଆଦିଲ୍ଲୀ ସମ୍ୱଲପୁରୀ ଗାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ‘ଓଡ଼ିଶା ପର୍ବ-୨୦୨୬’ରେ ଯୋଗଦେବା ପାଇଁ ଯାଇଥିବା ସମ୍ୱଲପୁରୀ ଗାୟକ ଉମାକାନ୍ତ ବାରିକ ଏବଂ ତାଙ୍କ ଟିମକୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଶାର କଳା ଓ ସଂସ୍କୃତିକୁ ଜାତୀୟ ସ୍ତରରେ ପହଞ୍ଚାଇବା ଦିଗରେ ସମସ୍ତଙ୍କର…

‘ଓଡ଼ିଶା ପର୍ବ-୨୦୨୬’ ଉଦଘାଟିତ

ଓଡ଼ିଆ ସମାଜ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଆ ପରିଚୟର ମୂଳଦୁଆ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆଜି ବିଶ୍ୱ ଦରବାରରେ ଓଡ଼ିଆମାନେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ରାଷ୍ଟ୍ରୀୟ ରାଜଧାନୀରେ ଆୟୋଜିତ ଏହି…

ଭାରତୀୟ ଏଲପିଜି ଜାହାଜକୁ ଅନୁମତି ଦେଲା ଇରାନ

ନୂଆଦିଲ୍ଲୀ : ଇରାନ ଦୁଇଟି ଭାରତୀୟ ପତାକାଯୁକ୍ତ ଏଲପିଜି ଜାହାଜକୁ ହର୍ମୁଜ୍ ପ୍ରଣାଳୀ ଦେଇ ଯାତ୍ରା କରିବାକୁ ଅନୁମତି ଦେଇଛି। ଇରାନର ଏହି ପଦକ୍ଷେପ ଯୋଗୁଁ ଦେଶରେ ଦେଖା ଦେଇଥିବା ରନ୍ଧନ ଗ୍ୟାସ୍ ସଙ୍କଟ କିଛି ମାତ୍ରାରେ କମ କରିବାରେ ସାହାଯ୍ୟ ହେବ। ସୂଚନା ଅନୁସାରେ ମାର୍ଚ୍ଚ ୧…

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଉଚ୍ଚସ୍ତରୀୟ କମିଟି ୨୦୨୫ରେ ବନ୍ୟା, ଆକସ୍ମିକ ବନ୍ୟା, ବାଦଲଫାଟିବା, ଘୂର୍ଣ୍ଣିଝଡ଼ ‘ମୋଣ୍ଟା’ ଏବଂ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଗୁଜରାଟ, ହିମାଚଳ ପ୍ରଦେଶ, ନାଗାଲାଣ୍ଡ…

ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ୧୩/୦୩ -  ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଭିତରେ ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫୋନ୍ ଜରିଆରେ ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଇରାନ ସହ ଆମେରିକା ଏବଂ ଇସ୍ରାଏଲର…

ଓଡିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗକୁ ​​କରିବା ପାଇଁ ୨୨୨୯ କୋଟିର ଆବଣ୍ଟନ

ନୂଆଦିଲ୍ଲୀ : କେନ୍ଦ୍ର ସଞ୍ଚାର ଓ ଉତ୍ତର-ପୂର୍ବ କ୍ଷେତ୍ର ବିକାଶ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ ରାଜ୍ୟ ସଭାକୁ ଗ୍ରାମାଞ୍ଚଳ ଏବଂ ଦୁର୍ଗମ ଅଞ୍ଚଳରେ ମୋବାଇଲ୍ ସଂଯୋଗ ବିସ୍ତାର ପାଇଁ ଓଡିଶାର ଟେଲିକମ୍ ଅପରେଟରମାନଙ୍କୁ ପ୍ରଦାନ କରାଯାଇଥିବା ସହାୟତା ବିଷୟରେ ସୂଚନା ଦେଇଛନ୍ତି।…

ଷ୍ଟ୍ରେଟ୍ ଅଫ୍ ହର୍ମୁଜ ରୁଟରେ ଅଟକିବନି ଭାରତୀୟ ଜାହାଜ

ବି.ବି.ନିୟୁଜ :  ହର୍ମୁଜରେ ଭାରତକୁ ଇରାନ୍‌ର ଅନୁମତି। ଷ୍ଟ୍ରେଟ୍ ଅଫ୍ ହର୍ମୁଜ ରୁଟରେ ଅଟକିବନି ଭାରତୀୟ ଜାହାଜ। ଭାରତ ପତାକା ଥିବା ଜାହାଜକୁ ଅନୁମତି ଦେବ ଇରାନ୍। ହର୍ମୁଜ ଜଳପଥ ଦେଇ ଭାରତୀୟ ଟ୍ୟାଙ୍କର ଆସିପାରିବେ। ଏ ନେଇ ସୂଚନା ଦେଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଇରାନ୍…