Browsing Category

ଦେଶବିଦେଶ

ଲୋକାର୍ପିତ ହେଲା ବହୁଚର୍ଚ୍ଚିତ ପତ୍ରିକା “ଉତ୍କଳ ବିଳାସ”

ବିଳାସପୁର (୨୩/୭): ଶ୍ରୀ ଶ୍ରୀ ଜଗନ୍ନାଥ ସେବା ସମାଜ ବିଳାସପୁର ଦ୍ୱାରା ପ୍ରକାଶିତ ସାହିତ୍ୟ ଏବଂ ସଂସ୍କୃତିର ପତ୍ରିକା "ଉତ୍କଳ ବିଳାସ"ର ଦଶମ ଅଙ୍କ ଶ୍ରୀଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ବିଗତ ୨୧ ତାରିଖ ର ପାବନ ସନ୍ଧ୍ୟାରେ ସମ୍ପନ୍ନ ହେଲା । କରୁଣାକର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ…

ହେରିଟେଜ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଓ ଦ ହେରିଟେଜ୍ ଆକାଡେମୀର ନବାଗତ ଛାତ୍ରଛାତ୍ରୀଙ୍କ ପାଇଁ ସମନ୍ୱିତ ବିକାଶକୁ…

କୋଲକାତା (୨୦/୭): ହେରିଟେଜ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି (HIT) ଏବଂ ଦ ହେରିଟେଜ୍ ଆକାଡେମୀ (THA)ର ମିଳିତ ଉଦ୍ୟମରେ ବିବିଏ, ବିସିଏ, ମିଡିଆ ସାଇନ୍ସ ଓ ସାଇବର ସିକ୍ୟୁରିଟି ବିଭାଗର ନବଭର୍ତ୍ତି ଛାତ୍ରଛାତ୍ରୀଙ୍କ ପାଇଁ ଏକ ସମୃଦ୍ଧ ଚାରିଦିନିଆ ଇଣ୍ଡକ୍ସନ୍ କାର୍ଯ୍ୟକ୍ରମ ସଫଳତାର ସହ…

ସରକାରଙ୍କ ସହ ସିଜେପି ର ଆରମ୍ଭ ହେବ ଆଲୋଚନା?: ଏହି ସର୍ତ୍ତ ରଖିଲା କକ୍ରୋଚ୍ ଜନତା ପାର୍ଟି

ନୂଆଦିଲ୍ଲୀ: ସରକାରଙ୍କ ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି କକ୍ରୋଚ୍ ଜନତା ପାର୍ଟି ମୁଖପାତ୍ର ସୌରଭ ଦାସ କହିଛନ୍ତି। ସେ କହିଛନ୍ତି ଯେ, ସରକାର ପୂର୍ବରୁ CJPଙ୍କ ଆଲୋଚନା ପାଇଁ ଇଚ୍ଛୁକତା ବିଷୟରେ ମିଛ କହିଥିଲେ। କିନ୍ତୁ ଏବେ ସରକାର ନିଜେ କହିଛନ୍ତି ଯେ, ସେମାନେ ଆଲୋଚନା…

ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ସହିଦ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଅନନ୍ତନାଗ ସହରର ଲାଲ ଚୌକ ଅଞ୍ଚଳରେ ଏକ ସନ୍ଦିଗ୍ଧ ଆତଙ୍କବାଦୀ ଆକ୍ରମଣରେ ଜଣେ ପୋଲିସକର୍ମୀ ସହିଦ ହୋଇଛନ୍ତି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ପୋଲିସକର୍ମୀ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ଗୁରୁତର ଅବସ୍ଥାରେ GMC ଅନନ୍ତନାଗକୁ…

ଲାଠିଚାର୍ଜ ସହ ଜଡିତ ମାମଲାର ଶୁଣାଣି ଉପରେ CJP କ୍ଷୁବ୍ଧ: CJI ଙ୍କୁ ଟାର୍ଗେଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଛାତ୍ର ପ୍ରତିବାଦ ସମୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ସହ ଜଡିତ ଏକ ଆବେଦନର ତୁରନ୍ତ ଶୁଣାଣି ପାଇଁ ସୁପ୍ରିମକୋର୍ଟ ମନା କରିବା ପରେ ଏହି ନିଷ୍ପତ୍ତିକୁ ନେଇ ସୋସିଆଲ ମିଡିଆରେ ଏକ ବିତର୍କ ଆରମ୍ଭ ହୋଇଛି। ଏହି ସମୟରେ ସୌରଭ ଦାସ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ…

ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜକୁ ବିରୋଧ କଲେ ଆନ୍ନା ହଜାରେ: ଆସନ୍ତାକାଲି କରିବେ ପ୍ରତିବାଦ

ନୂଆଦିଲ୍ଲୀ: NEET ପେପର ଲିକ୍ ନେଇ ଛାତ୍ରଛାତ୍ରୀ ଏବଂ ବିରୋଧୀ ଦଳ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ପାଇଁ ଜିଦ୍ ଧରିଛନ୍ତି। ଜୁଲାଇ ୨୦ ତାରିଖରେ ଦିଲ୍ଲୀରେ କକ୍ରୋଚ ଜନତା ପାର୍ଟି (CJP)ର “ସଂସଦ ଚଲୋ” ମାର୍ଚ୍ଚ ସମୟରେ ହୋଇଥିବା ଲାଠିଚାର୍ଜ ସମ୍ପର୍କରେ ଆନ୍ନା ହଜାରେ ପ୍ରଧାନମନ୍ତ୍ରୀ…

ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡରେ ରଥଯାତ୍ରାର ଭବ୍ୟ ଆୟୋଜନ

ରୋଡ଼ସ ଆଇଲ୍ୟାଣ୍ଡ ତା ୨୦.୦୭.ରିଖ ; ଯୁକ୍ତରାଷ୍ଟ୍ର ଆମେରିକାର ରୋଡ଼ସ ଆଇଲ୍ୟାଣ୍ଡ ରାଜ୍ଯରେ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି।ଏହି ଉପଲକ୍ଷେ ଚାରି ଠାକୁର ବିରାଜମାନ କରୁଥିବା ୱାରୱିକ ସ୍ଥିତ ଶ୍ରୀ ସିଦ୍ଧି ବିନାୟକ ମନ୍ଦିରକୁ ଖୁବ ସୁନ୍ଦର ଭାବରେ ସଜା ଯାଇଥିବା ଦେଖା…

ମମତାଙ୍କ ଟିଏମସି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍, ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟରେ ବୁଲିଲା ବୁଲଡୋଜର

କଲକାତା : ପଶ୍ଚିମବଙ୍ଗର ପ୍ରମୁଖ ରାଜନୈତିକ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ବର୍ତ୍ତମାନ ଆଇନଗତ ଏବଂ ପ୍ରଶାସନିକ ସଙ୍କଟରେ ଫସି ରହିଛି। ଦଳର ଶୀର୍ଷ ନେତା ଏବଂ ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ ଉପରେ ବୁଲଡୋଜର ଚଢାଯାଇଥିବା ସହ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା, ପ୍ରବର୍ତ୍ତନ…

ଇତିହାସ ରଚିଲା ଭାରତ: ଶ୍ରୀହରିକୋଟାରୁ ଉତକ୍ଷେପଣ କଳା ପ୍ରଥମ ଘରୋଇ ରକେଟ୍

ନୂଆଦିଲ୍ଲୀ: ମହାକାଶ ଯାତ୍ରା କ୍ଷେତ୍ରରେ ଭାରତ ଇତିହାସ ରଚିଛି। ହାଇଦ୍ରାବାଦସ୍ଥିତ ଘରୋଇ ମହାକାଶ କମ୍ପାନୀ ସ୍କାଏରୁଟ୍ ଏରୋସ୍ପେସର ବିକ୍ରମ-୧ ରକେଟ୍ ଏହାର ପ୍ରଥମ କକ୍ଷପଥ ମିଶନ ପାଇଁ ଉତକ୍ଷେପଣ କରିଛି। ଏହି ମିଶନ କେବଳ ସ୍କାଏରୁଟ୍ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଅତ୍ୟନ୍ତ…