Sign in
Sign in
Recover your password.
A password will be e-mailed to you.
Browsing Category
ଦେଶବିଦେଶ
ରାଜ୍ୟସଭାରେ ବନ୍ଦେ ମାତରମ୍ ବିଲ୍ ଆଗତ: ଅପମାନ ପାଇଁ ଦଣ୍ଡ ବ୍ୟବସ୍ଥା
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ସମୟରେ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆଜି ରାଜ୍ୟସଭାରେ ହଟ୍ଟଗୋଳ ମଧ୍ୟରେ ବନ୍ଦେ ମାତରମ୍ ବିଲ୍ ଆଗତ କରିଛନ୍ତି। ଏହି ବିଲ୍ ଜାତୀୟ ସମ୍ମାନ ସହିତ ଜଡିତ ପ୍ରଚଳିତ ଆଇନରେ ସଂଶୋଧନ ଆଣିବା ପାଇଁ ଲକ୍ଷ୍ୟ ରଖିଛି। ଏହି ସଂଶୋଧନ ବିଲ୍ ଜାତୀୟ…
ଚୀନ୍ ସହିତ ଲଢ଼ିବାକୁ ଧମକ ଦେଲେ ଟ୍ରମ୍ପ !
ନୂଆଦିଲ୍ଲୀ : ଇରାନ ସହିତ ବଢ଼ୁଥିବା ଉତ୍ତ୍ୟଜନା ମଧ୍ୟରେ ଆମେରିକାର ଉନ୍ନତ ଅସ୍ତ୍ରଶସ୍ତ୍ର ଭଣ୍ଡାର ଉପରେ ଚାପ ବୃଦ୍ଧି କରିଛି। ଏହି ସମୟରେ ୩୦ ବର୍ଷରୁ ଅଧିକ ସମୟ ମଧ୍ୟରେ ପ୍ରଥମ ଥର ପାଇଁ ଆମେରିକା ସେନା ପାଟ୍ରିଅଟ୍ PAC-2 GEM-T ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପାଇଁ ଏକ ନୂତନ ଅର୍ଡର…
କୋର୍ଟ କାର୍ଯ୍ୟର ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍ କରିବା ପୂର୍ବରୁ ଅନୁମତି ଆବଶ୍ୟକ- ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଏଣିକି ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନୁମତି ବିନା ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ଡିଜିଟାଲ ପ୍ଲାଟଫର୍ମରେ କୋର୍ଟ କାର୍ଯ୍ୟର ଅଡିଓ-ଭିଡିଓ ରେକର୍ଡିଂ ଶେୟାର କରାଯାଇ ପାରିବ ନାହିଁ।
ସୁପ୍ରିମକୋର୍ଟ ଅନୁମତି ବିନା ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ଡିଜିଟାଲ୍ ପ୍ଲାଟଫର୍ମରେ କୋର୍ଟ…
ନୋଏଡା ସେକ୍ଟର ୬୧ର ସ୍ବର୍ଣ୍ଣ କ୍ଷେତ୍ରରେ ବାହୁଡା଼ଯାତ୍ରା ଆୟୋଜନ
ନୋଏଡା ତା୨୪.୦୭ରିଖ ; ନୋଏଡାର ସେକ୍ଟର ୬୧ ସ୍ଥିତ ରୟାଲ ଗାର୍ଡେନ ଇଷ୍ଟେଟ ପରିସରରେ ଅବସ୍ଥିତ ଶ୍ରୀ ସ୍ବର୍ଣ୍ଣ କ୍ଷେତ୍ର ଠାରେ ମହାସମାରୋହରେ ବାହୁଡା଼ଯାତ୍ରା ଉତ୍ସବ ପାଳନ କରାଯାଇଥିବା ଜଣାଯାଇଛି । ଏହି ପବିତ୍ର ପାର୍ବଣ ଉପଲକ୍ଷେ ବଢ଼ି ଭୋରରୁ କମ୍ୟୁନିଟି ସେଣ୍ଟର ସ୍ଥିତ ଆଡ଼ପ ମଣ୍ଡପରେ…
ଜୈବ ବିବିଧତା ସଂରକ୍ଷଣ ପାଇଁ ଏନ୍ବିଏର ବଡ଼ ପଦକ୍ଷେପ: ଓଡ଼ିଶା ସମେତ ୧୧ ରାଜ୍ୟକୁ ୬.୬୭ କୋଟି ମଞ୍ଜୁର
ନୂଆଦିଲ୍ଲୀ: ଜାତୀୟ ଜୈବ ବିବିଧତା ପ୍ରାଧିକରଣ (ଏନବିଏ) ପକ୍ଷରୁ ଓଡ଼ିଶା ସମେତ ଦେଶର ୧୧ଟି କପା ଚାଷ ହେଉଥିବା ରାଜ୍ୟକୁ ଜୈବ ବିବିଧତା ସଂରକ୍ଷଣ, ଜୈବିକ ସମ୍ପଦର ସ୍ଥାୟୀ ବିନିଯୋଗ ଏବଂ ଜୀବିକାର ବିକାଶ ପାଇଁ ‘ଆକ୍ସେସ୍ ଏବଂ ବେନିଫିଟ୍ ସେୟାରିଂ’ (ଏବିଏସ୍) ବ୍ୟବସ୍ଥା ଅଧୀନରେ ୬.୬୭ କୋଟି…
NEET ପେପର ଲିକ୍ ମାମଲା: ଫାଷ୍ଟ-ଟ୍ରାକ୍ କୋର୍ଟ ପ୍ରତିଷ୍ଠା ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଆଦିଲ୍ଲୀ: ଦେଶସାରା CJP ର ବିରୋଧ ପ୍ରଦର୍ଶନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ଵାରା ବଡ଼ ଘୋଷଣା କରାଯାଇଛି। ସେ କହିଛନ୍ତି ଯେ, ଦେଶର ଯୁବପିଢ଼ିଙ୍କ କଲ୍ୟାଣ ଏବଂ ଭବିଷ୍ୟତ ଆମର ସର୍ବୋଚ୍ଚ ପ୍ରାଥମିକତା। ଆମ ଯୁବପିଢ଼ିଙ୍କ କଲ୍ୟାଣ ଏବଂ ଭବିଷ୍ୟତ ଅପେକ୍ଷା ଆଉ କିଛି ଗୁରୁତ୍ୱପୂର୍ଣ୍ଣ…
ଦିଲ୍ଲୀ ମେଟ୍ରୋ ଷ୍ଟେସନ ବନ୍ଦ କରିବା ଉପରେ ସୁପ୍ରିମକୋର୍ଟଙ୍କ ଦୃଢ଼ ଆଭିମୁଖ୍ୟ
ନୂଆଦିଲ୍ଲୀ: ଜନ୍ତର ମନ୍ତରରେ କକ୍ରୋଚ ଜନତା ଦଳର ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି ଦିଲ୍ଲୀ ମେଟ୍ରୋ ରେଳ ନିଗମ (DMRC) ୧୬ଟି ଷ୍ଟେସନ ବନ୍ଦ କରିବା ଘୋଷଣା କରିଥିଲା। ଗତକାଲି, ଜୁଲାଇ ୨୨ ତାରିଖରେ ଦିଲ୍ଲୀ ମେଟ୍ରୋ ମଧ୍ୟ ଏହି ଷ୍ଟେସନଗୁଡ଼ିକୁ ବନ୍ଦ ରଖିଥିଲା। ଏବେ, ସୁପ୍ରିମକୋର୍ଟ ଏହି…
CJP ପ୍ରତିବାଦ ମଧ୍ୟରେ ଅଖିଳେଶ ଏବଂ ରାହୁଲଙ୍କୁ କଡ଼ା ବାର୍ତ୍ତା ଦେଲେ ମାୟାବତୀ
ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଦିଲ୍ଲୀରେ ଚାଲିଥିବା ପ୍ରତିବାଦକୁ ନେଇ ଭାରତୀୟ ଜନତା ପାର୍ଟି (BJP) ଉପରେ କଡ଼ା ଆକ୍ରମଣ କରିଛନ୍ତି। ସେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ପରୋକ୍ଷରେ…
୧୬ ବର୍ଷ ପରେ ଭାରତ ଫେରିବେ ଲଳିତ ମୋଦୀ
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପ୍ରତିଷ୍ଠାତା ଏବଂ ଏହାର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦୀ ଚଳିତବର୍ଷ ଶେଷରେ କିମ୍ବା ୨୦୨୭ ଆରମ୍ଭରେ ସ୍ବଦେଶ ଭାରତ ଫେରିବେ। ୨୦୦୯ରେ ଆଇପିଏଲ୍ ଦକ୍ଷିଣ ଆଫ୍ରିକାରେ ଆୟୋଜନ ହୋଇଥିଲା। ଉକ୍ତ ଆଇପିଏଲ୍ ସମୟରେ ମୋଦୀଙ୍କ ସହ ତତ୍କାଳୀନ…
ପ୍ରବାସୀ ମୁମ୍ବାଈରୁ ରଥଯାତ୍ରା ଉପଲକ୍ଷେ ଇ ପତ୍ରିକା ଉନ୍ମୋଚିତ
ମୁମ୍ବାଇ (୨୩/୪):ପ୍ରବାସୀ ଉତ୍କଳ ସାହିତ୍ୟ ସଂସ୍ଥା ମୁମ୍ବାଇ ତରଫରୁ ବୁଧବାର ୨୨ଜୁଲାଇ ୨୦୨୬ ସଂନ୍ଧ୍ୟା ୭ଟାରେ ମହାପ୍ରଭୁଙ୍କ ଘୋଷ ଯାତ୍ରା ଉପଲକ୍ଷେ ଭାବ ଭକ୍ତିମୟ ପରିବେଶରେ ଗୁଗଲ ମିଟ ମାଧ୍ୟମରେ ଉତ୍କଳ ସୁରଭି ଇ ପତ୍ରିକା ଉନ୍ମୋଚନ ହୋଇଯାଇଛି। ସର୍ବ ପ୍ରଥମେ ଜଗନ୍ନାଥ ଅଷ୍ଟକମ ପାଠ ରୁ…