Browsing Category

ଅପରାଧ

କନ୍ଧମାଳରୁ ଗଞ୍ଜେଇ ଚାଲାଣ ବେଳେ ୪ ଜଣଙ୍କୁ ଧରିଲା ପୁଲିସ

ଭୁବନେଶ୍ୱର: କନ୍ଧମାଳରୁ ଗଞ୍ଜେଇ ଚାଲାଣ ବେଳେ ୪ଜଣଙ୍କୁ ଧରିଛି  ପୁଲିସ। ଦୁଇ ମହିଳା ଓ ଦୁଇ ପୁରୁଷଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରିଛି।  ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ପୁଲିସ ଚଢ଼ାଉ କରିଥିଲା। ତେବେ ଅଭିଯୁକ୍ତମାନେ ପୁଲିସକୁ ଚକମା ଦେଇ ଯାଉଥିବା ବେଳେ କାରକୁ ଧରିଥିଲା…

ସ୍ତ୍ରୀ’ର ମୃତ୍ୟୁ ପ‌ରେ ଗାତ ଖୋଳି ପୋତି ଦେଇଥି‌ଲା ସ୍ବାମୀ; ମାଟି ତଳୁ ମୃତଶରୀର କାଢ଼ି ତଦନ୍ତ ଆରମ୍ଭ କଲା ପୁଲିସ୍‌

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଭାଗଲପୁର ମୁଣ୍ଡାସାହିରେ ସ୍ତ୍ରୀର ମୃତଦେହ ପୋତି ଦେବା ପରେ ଘଟଣା ଭିନ୍ନ ମୋଡ଼ ନେଇଛି । ସ୍ତ୍ରୀ କୁ ହତ୍ୟା କରାଯାଇଥିବ ପୁଲିସ ଅଭିଯୋଗ ପାଇବା ପରେ ଆଜି ମୃତ ଦେହକୁ ଖୋଳି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ମାସ ୧୫ ତାରିଖରେ ରାମ…

କୁଡ଼ିଆ ଭିତରେ ଶୋଇଥିଲେ ଦମ୍ପତି, ନିଆଁ ଲଗାଇ ଫେରାର୍‌ ହେଲା ଦୁର୍ବୃତ୍ତ; ସ୍ବାମୀ, ସ୍ତ୍ରୀ ଗୁରୁତର

ବେଲପଡ଼‌ା: ଦମ୍ପତିଙ୍କୁ ଜିଅନ୍ତା ପୋଡି ଦେବାକୁ ଉଦ୍ୟମ । ଉଭୟ ସ୍ୱାମୀ, ସ୍ତ୍ରୀ ଗୁରୁତର। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଭରୁଆମୁଣ୍ଡା ଗାଁରେ। ଗୁରୁତର ସ୍ୱାମୀ, ସ୍ତ୍ରୀ ହେଉଛନ୍ତି ଭରତ ଭଇଁଷାଲ ଓ କଳ୍ପନା । ଗତକାଲି ରାତିରେ ସ୍ୱାମୀ, ସ୍ତ୍ରୀ କପାଚାଷ ଜଗିବା ପାଇଁ…

ପୁଲିସ୍‌କୁ ଭୁଆଁ ବୁଲାଇବାକୁ ଆକ୍ରମଣ ପରେ ଅନ୍ୟ ଜାଗାକୁ ବନ୍ଧୁ ନେଇ ଯାଇଥିଲେ ଏସିଡ୍‌ ଆକ୍ରମଣକାରୀଙ୍କ ଗାଡ଼ି ଓ…

ନୂଆଦିଲ୍ଲୀ: ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଦ୍ବାରକାରେ ଜଣେ ସ୍କୁଲ୍ ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ଼ ଘଟଣା ଏବେ ଦେଶ‌‌ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ଗୋଟାଏ ପରେ ଗୋଟାଏ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଜାଣିବାକୁ ମିଳିଛି ଯେ ପୀଡ଼ିତା ଛାତ୍ରୀଙ୍କ ଉପରେ ଏସିଡି ପକାଇବା ପରେ…

ଜନ୍ମ ଦେବା ପରେ କୋଠା ଉପରୁ ନବଜାତକୁ ପିଙ୍ଗି ଦେଲା ନାବାଳିକା

ନୂଆଦିଲ୍ଲୀ: ଗୁଜୁରାଟର ସୁରଟ ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସୁରଟ ପୁଲିସ ମଙ୍ଗଳବାର ସୂଚନା ଦେଇ କହିଛି କି, ୧୫ବର୍ଷୀୟ ଜଣେ ନାବାଳିକା ନିକଟରେ ଏକ ଶିଶୁକୁ ଜନ୍ମ ଦେଇଥିଲା। ଏହାପରେ ତାକୁ  ସେ କୋଠା ଉପରୁ ଫିଙ୍ଗି ଦେଇଥିଲା। ଏହି ଘଟଣାରେ ନୀରିହ ନବଜାତର ଘଟଣାସ୍ଥଳରେ ମୃତ୍ୟୁ…

ଝିଅ ବିବାହ ପାଇଁ ରଖାଯାଇଥିବା ଗହଣା ଧରି ମା’ ପ୍ରେମିକ ସହ ଚମ୍ପଟ

ନୂଆଦିଲ୍ଲୀ: ଝିଅ ବିବାହକୁ କିଛି ଦିନ ବାକି ଥିବା ବେଳେ ମା’ ତାର ପ୍ରେମିକ ସହ ଚମ୍ପଟ ମାରିଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଝିଅ ବିବାହର ୧୦ଦିନ ପୂର୍ବରୁ ମା’ ତାର ପ୍ରେମିକ ସହ ଫେରାର ହୋଇଯାଇଛି। କେବଳ ଏତିକି ନୁହେଁ, ଫେରାର ହେବା ପୂର୍ବରୁ ସେ ଝିଅ ବିବାହ ପାଇଁ ଯୋଗାଡ଼ି…

ଆଇଟି ଇଞ୍ଜିନିୟର ଯାଆଁଳା ଭଉଣୀଙ୍କୁ ବିବାହ କରିବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ମହାରାଷ୍ଟ୍ରର ସୋଲାପୁରରୁ ଏକ ବିବାହର ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଦୁଇ ଯାଆଁଳା ଭଉଣୀ ଜଣେ ଯୁବକଙ୍କୁ ପସନ୍ଦ କରି ଜୀବନସାଥୀ ଭାବେ ବାଛି ବିବାହ କରିଥିବା ଦେଖିବାକୁ ମିଳିଥିଲା। ଯାଆଁଳା ଭଉଣୀ ଦୁହେଁ ଆଇଟି ଇଞ୍ଜିନିୟର ଭାବେ କାମ କରନ୍ତି। ତେବେ ଏହି ବିବାହକୁ ନେଇ…

ଟଙ୍କା ସରି ଯିବାରୁ ଘରମାଲିକଙ୍କ ପାଖରେ ନିଜକୁ ବାଜି ଲଗାଇ ଲୁଡୁ ଖେଳରେ ହାରିଲେ ମହିଳା

ପ୍ରତାପଗଡ଼: ଘରମାଲିକଙ୍କ ସହିତ ଲୁଡୁ ଖେଳରେ ବାଜି ଲଗାଇବାକୁ ଟଙ୍କା ନ ଥିବାରୁ ଉତ୍ତର ପ୍ରଦେଶର ପ୍ରତାପଗଡ଼ର ଜଣେ ମହିଳା ନିଜକୁ ବାଜି ଲଗାଇ ଖେଳରେ ହାରିଯାଇଛନ୍ତି। ସଦ୍ୟତମ ସୂଚନା ଅନୁସାରେ, ଘଟଣାଟି ନଗର କୋଟୱାଲି ଅନ୍ତର୍ଗତ ଦେବକାଲି ଅଞ୍ଚଳରେ ଘଟିଛି। ରାଜସ୍ଥାନର ‌ଜୟପୁରରେ କାମ କରି…

ସ୍ବାମୀଙ୍କୁ ମାରି ଜୀବନ ହରାଇଛନ୍ତି ବୋଲି ଦର୍ଶାଇବାକୁ ଯୋଜନା କରିଥିବା ନର୍ସଙ୍କୁ ଧରାପକାଇ ଦେଲା ଝିଅ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଗାଜିଆବାଦରେ ସ୍ବାମୀଙ୍କୁ ହତ୍ୟା କରି ସେ ଆତ୍ମହତ୍ୟା କରିଛନ୍ତି ବୋଲି ଦର୍ଶାଇବାକୁ ଯୋଜନା କରିଥିବା ଜଣେ ନର୍ସଙ୍କୁ ତାଙ୍କ ୧୩ ବର୍ଷୀୟ ଝିଅର ବୟାନ ଧରାପକାଇ ଦେଇଥିବା କଥା ପୁଲିସ କହିଛି। ଏହାଛଡ଼ା, ଉକ୍ତ ନର୍ସଙ୍କ ସହିତ ସମ୍ପର୍କ ରଖିଛନ୍ତି ବୋଲି…

ବିଦେଶୀ ଛାତ୍ରୀଙ୍କୁ ଅସଦାଚରଣ ମହଙ୍ଗା ପଡ଼ିଲା; ଗିରଫ ହେଲେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ପ୍ରଫେସର

ହାଇଦ୍ରାବାଦ: ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କୁ ଜଣେ ବିଦେଶୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ହାଇଦ୍ରାବାଦର ଗାଚିବୋଲି ପୁଲିସ ଶନିବାର ଦିନ ଗିରଫ କରିଛି। ଶୁକ୍ରବାର ରାତିରେ କ୍ୟାମ୍ପସ ଭିତରେ ଏହି ଘଟଣା ଘଟିଥିଲା ଯେଉଁଥିରେ ଜଣେ ଥାଇ ଛାତ୍ରୀଙ୍କୁ…