Sign in
Sign in
Recover your password.
A password will be e-mailed to you.
Browsing Category
ସ୍ୱତନ୍ତ୍ର
ଛାତ୍ରଛାତ୍ରୀଙ୍କ ମେଳରେ ଗୀତ ଗାଇ ନାଚି ନାଚି ପାଠ ପଢ଼ାଉଥିଲେ ଶିକ୍ଷୟିତ୍ରୀ, ଭିଡିଓ ସେୟାର୍ କଲେ ଆଇଏଏସ୍
ପାଟ୍ନା: ବିହାରର ଜଣେ ଶିକ୍ଷୟିତ୍ରୀଙ୍କ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଶିକ୍ଷୟିତ୍ରୀ ଜଣକ ଯେଉଁ ଶୈଳୀରେ ତାଙ୍କ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାଉଛନ୍ତି ତାହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି। ସେ ଏକ ଗୀତରେ ନାଚି ନାଚି ପିଲାମାନଙ୍କୁ…
ମଡେଲିଂ କରି ସପ୍ତାହକୁ ୮ ଲକ୍ଷ ରୋଜଗାର କରୁଛନ୍ତି କୃଷକଙ୍କ ପତ୍ନୀ
ନୂଆଦିଲ୍ଳୀ: ଆପଣ କେବେ କୌଣସି କୃଷକଙ୍କ ପତ୍ନୀଙ୍କୁ ମଡେଲିଂ କରୁଥିବାର ଦେଖିଛନ୍ତି? କୃଷକ କହିଲେ ଆମ ଆଖି ସାମ୍ନାକୁ ଜଣେ ଗରିବ ଲୋକର ପ୍ରତିଛବି ଆସି ଯାଇଥାଏ। କୃଷକଙ୍କ ପତ୍ନୀ କହିଲେ ଆମେ ଜାଣନ୍ତି ଘରେ ରହି ନିଜ ସ୍ବାମୀଙ୍କୁ ମାନିସିକ ଭାବେ ସହଯୋଗ କରୁଥିବା ଜଣେ ପତ୍ନୀ। ମାତ୍ର ଆମେ…
ଝିଅ ସମ୍ଭାଳିବାକୁ ମନା କରିବାରୁ ବିସଲେରୀ କମ୍ପାନି ବିକିଦେବେ ରମେଶ ଚୌହାନ
ନୂଆଦିଲ୍ଲୀ: ଭାରତର ବୃହତ୍ତମ ପ୍ୟାକେଜ୍ ୱାଟର କମ୍ପାନି ବିସଲେରୀକୁ ମିଳିବ ନୂଆ ମାଲିକ। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ନେତୃତ୍ୱ ନେଉଥିବା ରମେଶ ଚୌହାନ ଏହାକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ରମେଶ ଚୌହାନ ଟାଟା ଗ୍ରୁପ୍ ସହିତ କମ୍ପାନି ବିକ୍ରି ପାଇଁ ଚୁକ୍ତି କରିଥିବା ଚର୍ଚ୍ଚା…
ପ୍ରେମିକ ପାଇଁ ‘ଜିତା ଥା ଜିସ୍କେ ଲିୟେ’ ଗୀତ ଗାଇଲେ ନବବିବାହିତା ପତ୍ନୀ, ଭକୁଆ ପରି ଚାହିଁ ରହିଥିଲେ ସ୍ବାମୀ
ନୂଆଦିଲ୍ଳୀ: ବିବାହ କେଉଁ ବି ଯୁବକ ବା ଯୁବତୀଙ୍କ ପାଇଁ ବେଶ୍ ଖାସ୍ ହୋଇଥାଏ। ଏହି ଦିନକୁ ସଭିଏଁ ଅପେକ୍ଷା କରି ରହିଥାନ୍ତି। ମାତ୍ର ଥରେ ଭାବନ୍ତୁ ବିବାହ ଦିନ ଯଦି କାହାକୁ ନିଜର ପୂର୍ବ ପ୍ରେମିକ ବା ପ୍ରେମିକାଙ୍କ କଥା ମନେପଡ଼େ ତ?
ଆମେ ଆଜି ଆପଣଙ୍କୁ ଦେଖାଇବୁ ସେପରି ଏକ ଭିଡିଓ।…
SAIL ପକ୍ଷରୁ ବାହାରିଲା ୨୫୯ଟି ପଦବୀ
ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ (ସେଲ) ପକ୍ଷରୁ ଅନେକ ପଦବୀ ପାଇଁ ଚାକିରି ବାହାରିଛି । ପ୍ରାର୍ଥୀମାନେ କନସଲଟାଣ୍ଟ, ଏମଓ ଏବଂ ଅନ୍ୟ ପଦବୀରେ ନିଯୁକ୍ତି ପାଇବେ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ…
ଧାମନଗର ଉପନିର୍ବାଚନ
ଭଦ୍ରକ: ଧାମନଗର ଉପନିର୍ବାଚନର ଦ୍ବିତୀୟ ରାଉଣ୍ଡର ଗଣତିରେ ବି ବିଜେପି ପ୍ରାର୍ଥୀ ଆଗୁଆ ଥିବାର ସୂଚନା ରହିଛି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୬୧୦ରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ବିଜେପିର ସୂର୍ଯ୍ୟବଂଶୀ ସୂରଜ ଦ୍ଵିତୀୟ ରାଉଣ୍ଡ ସୁଦ୍ଧା ୧୩୭୯ ଖଣ୍ଡ ଭୋଟରେ ଆଗୁଆ ଥିବା ଜଣାଯାଇଛି।…
ମନ୍ଦିରକୁ ଆସୁଥିବା ସାପକୁ ‘ଅଜଗର ବାବା’ କହି ଲୋକେ ପୂଜାର୍ଚ୍ଚନ କରୁଛନ୍ତି
ଭୋପାଳ: ଦୁଇ ତିନି ବର୍ଷରେ ଥରେ ମଧ୍ୟପ୍ରଦେଶର ସାଗର ନଗରୀସ୍ଥିତ ଗୋଟାଏ ମନ୍ଦିରକୁ ଆସୁଥିବା ଏକ ଅଜଗର ସାପକୁ ଲୋକେ ‘ଅଜଗର ବାବା’ କହି ଦର୍ଶନ କରିବାକୁ ଆସୁଛନ୍ତି।ସଂଗୃହୀତ ସୂଚନା ଅନୁସାରେ, ‘ବାଘରାଜ ହରସିଦ୍ଧି ମଠ ମନ୍ଦିର’କୁ ଆସୁଥିବା ସେ ସାପକୁ ପୂଜା କରିବା ଲାଗି ଲୋକେ ଧାଡ଼ି…
ପ୍ରେମିକା ବନାଇବାକୁ ରାସ୍ତା କଡ଼ରେ ବଡ଼ ଫଟୋ ଲଗାଇ ‘ଡେଟ୍ ମି’ ବୋଲି ଲେଖି ଚର୍ଚ୍ଚାରେ ଯୁବକ
ମୁମ୍ବାଇ: ଆଜିକାଲି ପିଲା ସ୍କୁଲ୍ ସମୟରୁ ହିଁ ଡେଟିଂ ଆରମ୍ଭ କରି ଦେଉଛନ୍ତି। ମାତ୍ର ଯେତେବେଳେ ୨୩ ବର୍ଷ ହେବା ପରେ ବି ଜଣେ ଯୁବକ ଡେଟିଂରେ ଯାଇପାରିନାହାନ୍ତି ତ ସେ ଏକ ନିଆରା ଉପାୟ ଆପଣେଛନ୍ତି। ସେ ତାଙ୍କ ସହ ଡେଟ୍ରେ ଯିବାକୁ ଏକ ବିଜ୍ଞାପନ ଦେଇଛନ୍ତି। ଯୁବକ ଜଣକ ଏକ ବିଲ୍ ବୋର୍ଡ…
ଟିନା ଡାବିଙ୍କ ପରେ ଆଇଏଏସ୍ ସୃଷ୍ଟି ଦେଶମୁଖଙ୍କ ମାର୍କସିଟ୍ ଭାଇରାଲ୍
ମୁମ୍ବାଇ: ସୋସିଆଲ୍ ମିଡିଆରେ କିଛି ଆଇଏଏସ୍ ଅଧିକାରୀ ସଦା ଚର୍ଚ୍ଚାରେ ରହିଥାନ୍ତି। ତାହା ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ହେଉ କିମ୍ବା ବୃତ୍ତିଗତ ଜୀବନକୁ ନେଇ ହେଉ। ସେମାନଙ୍କ ସହ ଜଡ଼ିତ କିଛି ନା କିଛି ସବୁବେଳେ ଭାଇରାଲ୍ ହେଉଥାଏ। କିଛି ଦିନ ତଳେ ଆପଣ ଆଇଏଏସ୍ ଟିନା ଡାବିଙ୍କ…
DRDOରେ ୧୯୦୧ ପଦ ପାଇଁ କାଲି ଆବେଦନର ଶେଷ ତାରିଖ:
ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ପକ୍ଷରୁ ସିନିୟର ବୈଷୟିକ ସହାୟକ ସମେତ ଅନେକ ପଦବୀକୁ ନେଇ ଜାରି ହୋଇଥିବା ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା କାଲି ଅର୍ଥାତ୍ ୨୩ ସେପ୍ଟେମ୍ବର ୨୦୨୨ରେ ବନ୍ଦ ହୋଇଯିବ । ଏହି ଖାଲି ପଦବୀ ମାଧ୍ୟମରେ ମୋଟ ୧୯୦୯ଟି ପଦବୀ ପାଇଁ…