Browsing Category

ସ୍ୱତନ୍ତ୍ର

୫ କେଜି ସିଲିଣ୍ଡର ବିକ୍ରିକୁ ନେଇ ବଡ଼ ଖବର, ‌ଏହିମାନେ କିଣିପାରିବେ ଗ୍ୟାସ୍

ଭୁବନେଶ୍ୱର : ୫ କେଜି ଗ୍ୟାସ୍ ବିକ୍ରିକୁ ନେଇ ସ୍ପଷ୍ଟୀକରଣ ରଖିଲା ଖାଦ୍ୟ ଯୋଗାଣ ବିଭାଗ। ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀ କିଣିପାରିବେ ୫ କେଜି ସିଲିଣ୍ଡର। ତୈଳ ମାର୍କେଟିଂ କଂପାନୀ ଦ୍ବାରା ବିକ୍ରି ୫ କେଜି ଗ୍ୟାସ୍ ସେମାନେ କିଣିପାରିବେ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।…

ଜନଗଣନା ନ ସରିବା ଯାଏ ନିୟୋଜିତ ସରକାରୀ କର୍ମଚାରୀଙ୍କ ବଦଳି ବନ୍ଦ

ଭୁବନେଶ୍ବର : ରାଜ୍ୟରେ ଆରମ୍ଭ ହୋଇଥିବା ଜନଗଣନା ବର୍ଷେ ପର୍ଯ୍ୟନ୍ତ ଜାରି ରହିବ। ସେ ପର୍ଯ୍ୟନ୍ତ ଏଥିରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ଅନ୍ୟତ୍ର ବଦଳି ଉପରେ କଟକଣା ଲଗାଯାଇଛି। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ ପାଢ଼ୀ ବିଭିନ୍ନ ବିଭାଗର…

ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ନୂଆଦିଲ୍ଲୀ : ଆଜି ୯୦ତମ ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏକ୍ସରେ ଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ  କହିଛନ୍ତି ଯେ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରଗତି ପାଇଁ ଏକାଠି କାମ କରୁଛନ୍ତି। ଉତ୍କଳ ଦିବସରେ ହାର୍ଦ୍ଦିକ ଶୁଭେଚ୍ଛା!…

ପିଏମ୍ ମୋଦିଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ସଫଳତା ଗାଥା ପୁଣିଥରେ ସ୍ଥାନ ପାଇଛି।

ଭୁବନେଶ୍ବର : ପିଏମ୍ ମୋଦିଙ୍କ ସାପ୍ତାହିକୀ ରେଡ଼ିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ’ରେ ପୁଣି ଓଡ଼ିଆଙ୍କ ଗାଥା। ସମ୍ବଲପୁର ମୋଦିପଡ଼ାର ମହିଳା ସଫଳ ମାଛ ଚାଷୀ ସୁଜା ଭୂୟାଁ ଏବଂ ମହିଳାଙ୍କୁ ସଶକ୍ତ କ୍ଷେତ୍ରରେ ନିବନ୍ଧ ପ୍ରସ୍ତୁତ କରିଥିବା କେନ୍ଦ୍ରାପଡ଼ା ଚାନ୍ଦୋଳର ଛାତ୍ର ଓମ୍ ପ୍ରକାଶ ରଥଙ୍କୁ…

ବଢ଼ିବ ଲୋକସଭା ସିଟ୍

ନୂଆଦିଲ୍ଲୀ : ବଢ଼ିବ ଲୋକସଭାର କଳେବର। ସିଟ୍ ସଂଖ୍ୟା ବୃଦ୍ଧି ହୋଇପାରେ। ୫୪୩ରୁ ୮୧୬କୁ ବୃଦ୍ଧି ପାଇପାରେ ଲୋକସଭା ଆସନ। ଏଥିରୁ ମହିଳାଙ୍କ ପାଇଁ ୨୭୩ଟି ସ୍ଥାନ ସଂରକ୍ଷିତ ରହିବ। ମହିଳାମାନଙ୍କ ପାଇଁ ଲୋକସଭାରେ ଏକ-ତୃତୀୟାଂଶ ସଂରକ୍ଷଣ ଲାଗୁ କରିବାକୁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେବାକୁ…

ଓଡ଼ିଶାର କେଉଁଝର ଆଦିବାସୀମାନେ ପାଙ୍ଗୋଲିନ୍ ପାଇଁ ଲାଲ ବୁଣାକାର ପିମ୍ପୁଡ଼ି ଯୋଗାଇ ୧୨ ଲକ୍ଷ ଟଙ୍କା ରୋଜଗାର କରନ୍ତି।

ଭୁବନେଶ୍ୱର : ରାଜ୍ୟରେ ଜଙ୍ଗଲ କୂଳ ସମ୍ପ୍ରଦାୟର ଜୀବନ ସହିତ ସଂରକ୍ଷଣକୁ ଯୋଡ଼ିବା ପାଇଁ ବଢ଼ୁଥିବା ପ୍ରୟାସ ମଧ୍ୟରେ, ଜୀବିକାର ଏକ ଅଭିନବ ଏବଂ ପୁରସ୍କାରପ୍ରାପ୍ତ ମଡେଲ୍ କେନ୍ଦୁଝରର ପ୍ରାୟ 50 ଟି ବିଶେଷ ଭାବରେ ଦୁର୍ବଳ ଆଦିବାସୀ ଗୋଷ୍ଠୀ (PVTG) ପରିବାରଙ୍କୁ ଏକ ଦୁର୍ବଳ ବନ୍ୟପ୍ରାଣୀ…

ଏସସିବି ଘଟଣା ପରେ ଅଗ୍ନି ନିରାପତ୍ତା ସର୍ବାଧିକ ପ୍ରାଥମିକତା ପାଇଲା : ଓଡ଼ିଶା ସରକାରଙ୍କ ନୂତନ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ବର : ଏଣିକି ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନାଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଥା ସ୍ବାସ୍ଥ୍ୟ ବିଭାଗର ଜଣେ ସ୍ବତନ୍ତ୍ର ଶାସନ ସଚିବ ବୁଝିବେ। ସେହିପରି ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ସରକାରୀ କୋଠା ନିର୍ମାଣ ସମୟରେ ବିଲ୍ଡିଂ ପ୍ଲାନ ଅନୁମୋଦନ କରାଯିବା…

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ଭୁବନେଶ୍ୱର : ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସମାରୋହ ସ୍ଥାନୀୟ କୃଷି ଶିକ୍ଷା ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତି ସଭା କାର୍ଯ୍ୟକ୍ରମରେ କେନ୍ଦ୍ର ରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ସହିତ…

ସର୍ବସାଧାରଣ ସ୍ଥାନରେ ଶିଶୁ ଭିକ୍ଷାବୃତ୍ତି ବନ୍ଦ : ଗଠନ ହେବ ‘ଜିଲ୍ଲା ଟାସ୍କ ଫୋର୍ସ’

ଭୁବନେଶ୍ୱର : ରାସ୍ତାକଡ଼ରେ ଭିକ୍ଷାବୃତ୍ତି କରିବେ ନାହିଁ ଶିଶୁ। ଟ୍ରାଫିକ୍ ଛକ ହେଉ ଅବା ରାସ୍ତାକଡ଼ ଶିଶିମାନଙ୍କୁ ଭିକ୍ଷା ବୃତ୍ତି କରିବାକୁ ଦିଆଯିବନାହିଁ। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ OSCPCR ଜାରିକଲା ନିର୍ଦ୍ଦେଶନାମା। ରାଜ୍ୟର ବିଭିନ୍ନ ସହରର ଟ୍ରାଫିକ ଛକ, ବସଷ୍ଟାଣ୍ଡ…

କ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ସତର୍କକଲା ପାଣି ପାଗ ବିଭାଗ

ଭୁବନେଶ୍ବର : ପଶ୍ଚିମ ଓଡ଼ିଶାର ଜିଲାଗୁଡିକରେ ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିବାବେଳେ ଆସନ୍ତା ୨୪ ଘଣ୍ଟା ପରେ କିଛି ଅଞ୍ଚଳରେ ଦିନ ତାପମାତ୍ରା ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ କମିପାରେ। କାରଣ ଉତ୍ତର-ପୂର୍ବ ଉତ୍ତର ପ୍ରଦେଶ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସହିତ ଛତିଶଗଡ ଉପରେ…