ସ୍ବଦେଶୀ ହସ୍ତତନ୍ତ ବିଶ୍ବର ବ୍ରାଣ୍ଡ୍ ହୋଇପାରିବ: ରାଷ୍ଟ୍ରପତି
ନୂଆଦିଲ୍ଲୀ : ‘‘ଏବେ ଆସିଛି ନୂଆ ଯୁଗାନ୍ତର, ଗାନ୍ଧୀ କହିଛନ୍ତି ବୁଲି ବାରବାର, ଖାଅ ଭାତ ମୁଠେ ଘର ଢିଙ୍କି କୁଟା, ପିନ୍ଧ ଲୁଗା ଖଣ୍ଡେ ହାତେ କାଟି ସୂତା।’’ ଆଜି ଜାତୀୟ ହସ୍ତତନ୍ତ ଦିବସ ଅବସରରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ…