ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ ହୋଇଥିଲା କ୍ୟାନସର

ଭୁବନେଶ୍ବର: ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ ହୋଇଥିଲା କ୍ୟାନସର । ଷ୍ଟେଜ ଓ୍ବାନ କ୍ୟାନସରରେ ଥିଲେ ପୀଡ଼ିତ । ତେବେ ପ୍ରାରମ୍ଭିକ ଅବସ୍ଥାରେ ଚାଲିଥିଲା ଚିକିତ୍ସା । ଚିକିତ୍ସା ସମୟରେ ଖେଳ ଛାଡ଼ିଦେବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ତେବେ ଔଷଧ ଖାଇବା ପରେ କମିଥିଲା ଯନ୍ତ୍ରଣା ।…

ହାଇଦ୍ରାବାଦରୁ ବିଜାପୁରକୁ ଚାଲାଣ ବେଳେ ୨୫ କିଲୋ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଦାନ୍ତେଓ୍ବାଡ଼ା ଜିଲ୍ଲାରେ ପୁଲିସ ଜଣେ ନାବାଳକ ସହ ୪ ମାଓବାଦୀଙ୍କୁ ଗିରଫ କରି ସେମାନଙ୍କଠାରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଛି। ସୂଚନା ଅନୁଯାୟୀ, ଗତ ଦୁଇ ଦିନ ତଳେ ଦାନ୍ତେୱାଡ଼ା ବସଷ୍ଟାଣ୍ଡ ନିକଟରେ ମାଓବାଦୀମାନେ ବିଜାପୁରକୁ ବସରେ ଯିବା…

ଗଞ୍ଜାମର ୫ ମତ୍ସ୍ୟଜୀବୀଙ୍କୁ ଅପହରଣ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍‌ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନଆର୍ଯ୍ୟପଲ୍ଲୀ ଗ୍ରାମର ୧୯ ଜଣ ମତ୍ସ୍ୟଜୀବୀ ଆଜି ସକାଳେ ମାଛ ମାରିବାକୁ ସମୁଦ୍ରକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ଜଣ ମତ୍ସ୍ୟଜୀବୀଙ୍କୁ ଟ୍ରଲର୍‌ରେ ମାଛ ମାରୁଥିବା ଆନ୍ଧ୍ରର ମତ୍ସ୍ୟଜୀବୀମାନେ ଅପହରଣ…

ପୁଅକୁ ଝୁରି ଝୁରି ଆଖିବୁଜିଲେ ସହିଦ ଯବାନ ମା’

ଆନନ୍ଦପୁର: ସହିଦ ପୁଅକୁ ଝୁରି ଝୁରି ଆଖିବୁଜିଲେ ମା’। ଆନନ୍ଦପୁର ନନ୍ଦିସାହିର ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମା’ ସୁନ୍ଦରୀଙ୍କ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ମୃତ୍ୟୁ ଘଟିଥିଲା । ଏସସିବିରେ ଚିକିତ୍ସିତ ହେଉଥିଲେ ସୁନ୍ଦରୀ ଖୁଣ୍ଟିଆ । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା ।…

ବଢ଼ୁଛି ବୈତରଣୀ : ବିପଦରେ ୯ ପଞ୍ଚାୟତ

ଦଶରଥପୁର: ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ବୈତରଣୀ ଫୁଲିବାରେ ଲାଗିଛି। ଆଖୁଆପଦାଠାରେ ବୈତରଣୀର ବିପଦସଂକେତ ୧୭.୮୩ ମିଟର ଥିବା ବେଳେ ରାତି ୮ଟା ସୁଦ୍ଧା ଏଠାରେ ଜଳସ୍ତର ୧୭.୭୯ ମିଟର ରହିଛି। ଉପରମୁଣ୍ଡ କେନ୍ଦୁଝର ଜିଲ୍ଲାରେ ବର୍ଷା ପରିମାଣ କିଛିଟା କମିଛି। ତଥାପି ରାତିରେ ବୈତରଣୀ…

୨୫ ତାରିଖ ବେଳକୁ ସୃଷ୍ଟି ହୋଇପାରେ ଆଉ ଏକ ଘୁର୍ଣ୍ଣିବଳୟ

ଭୁବନେଶ୍ୱର: ଗତକାଲି ସୃଷ୍ଟି ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର-ଓଡିଶା ତତ-ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି | ଏହା ଆଗାମୀ ୨ ରୁ ୩ ଦିନ ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡିଶା -ଉତ୍ତର ଛତିଶଗଡ ମୁହାଁ…

ଟ୍ରଲିରେ ବୁହା ହେଲେ ୯୫ ବର୍ଷର ବୃଦ୍ଧା

ପାରଳାଖେମୁଣ୍ଡି: ଡିବିଟି ବ୍ୟବସ୍ଥା ବନ୍ଦ କରି ପୁଣି ହିତାଧିକାରୀଙ୍କ ହାତରେ ବାର୍ଦ୍ଧକ୍ୟ ଭତ୍ତା ଦେବା ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଯେଉଁ ହିତାଧିକାରୀ ଚାଲି ପାରୁନାହାନ୍ତି ସେମାନଙ୍କୁ ଘରେ ଭତ୍ତା ଟଙ୍କା ଦିଆଯିବା ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି। ହେଲେ ଆଜି ଜଣେ ୯୫ ବର୍ଷର…

ମଇଁଷି ଗୁହାଳରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର

ବାଲିପାଟଣା: ମଇଁଷି ଗୁହାଳରେ ପଡ଼ି ରହିଛି ଦୁଇ ଯୁବକଙ୍କ ମୃତଦେହ । ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଥାନା କାଜ ନିକଟରେ ଘଟିଛି ଅଭାବନୀୟ ଘଟଣା । ମୃତକ ହେଲେ ସୁଶାନ୍ତ ଦାଶ ଓ ଜଗବନ୍ଧୁ ବେହେରା । ଉଭୟ ମଇଁଷି ଫାର୍ମ କର୍ମଚାରୀ ବୋଲି ସୂଚନା ମିଳିଛି । ତେବେ କେମିତି ଉଭୟଙ୍କର ମୃତ୍ୟୁ ହେଲା…

ଡୋପ୍ ଟେଷ୍ଟରେ ଦୂତି ଚାନ୍ଦ ଫେଲ: ୪ ବର୍ଷ ବାସନ୍ଦ

ଭୁବନେଶ୍ବର: ଭାରତର ଦ୍ରୁତତମ ଧାବିକା ଦୂତି ଚାନ୍ଦ ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି ଦୂତି ଚାନ୍ଦ । ଫଳରେ ୪ ବର୍ଷ ପାଇଁ ସେ ବାସନ୍ଦ ହୋଇଛନ୍ତି । ଗତ ଜାନୁଆରୀ ୩ ତାରିଖରୁ ପିଛିଲା ଭାବେ ଏହି ବାସନ୍ଦ ଅବଧି ଲାଗୁ ହେବ । ଏହି ତାରିଖଠୁ ବର୍ତ୍ତମାନ ମଧ୍ୟରେ ଦୂତି ଯେଉଁ ଇଭେଣ୍ଟ ଗୁଡ଼ିକରେ…

ରେଳଧାରଣା ନିକଟରୁ ୧୦କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍ ଜବତ

ସୁନ୍ଦରଗଡ଼: ପଣ୍ଡ ହେଲା ମାଓ ଷଡ଼ଯନ୍ତ୍ର । ଟଳିଗଲା ବଡ଼ ଧରଣର ବିପଦ । ରେଳଧାରଣା ନିକଟରୁ ଜବତ ହୋଇଛି ୧୦କେଜିରୁ ଅଧିକ ଓଜନର ଲ୍ୟାଣ୍ଡମାଇନ୍ । ସୁନ୍ଦରଗଡ଼ ଜିଲ୍ଲା ତଥା କୋଇଡା ଥାନା ଟୋପାଡିହି ରେଳଧାରଣା ନିକଟରୁ ଲ୍ୟାଣ୍ଡମାଇନ ଜବତ କରିଛନ୍ତି ଡିଭିଏଫ ଯବାନ । ସ୍ଥାନୀୟ ପୋଲିସ ଓ ଡିଭିଏଫ୍…