ବରଷା ଆସିଲା

. ସନାତନ ମହାକୁଡ଼ ଗ୍ରୀଷମ ଗଲା ବରଷା ହେଲା ବହେ ଶୀତଳ ବାଆ ଧରଣୀ ରାଣୀ ହସି ଉଠିଲା ନଈରେ ଚାଲେ ନାଆ । କୋଇଲି ନାନୀ ତା’ ସ୍ଵର ଛାଡ଼ି କୁଆଡ଼େ ଲୁଚିଲାଣି ବଗବଗୁଲି ସାଗର ଛାଡ଼ି ଗହୀରେ ବସିଲେଣି । ବେଙ୍ଗ ବେଙ୍ଗୁଲୀ ଗାତରେ ଥାଇ ଡାକିଲେ କେଁ କଟର ଦି କୂଳ…

ଗୋଲ୍ଡେନ୍ ବାବାଙ୍କର ୧ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କଲା ଇଡି

ଭୁବନେଶ୍ବର: ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲ୍ଡେନ୍ ବାବାଙ୍କର ୧ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ କରିଛି ଇଡି। ଏଥିରେ ତାଙ୍କର ଘର, ଦାମୀ ଗାଡ଼ି ଓ ଫ୍ରିଜ ଆକାଉଣ୍ଟର ଟଙ୍କା ରହିଛି। ଜ୍ୟୋତିରଞ୍ଜନ ବେଉରା ୧୧୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ। ଚେକ ବାଉନ୍ସ ହେବାରୁ…

ଇସ୍ରୋରେ ପ୍ରଧାନମନ୍ତ୍ରୀ ମୋଦୀ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁର ପିନିଆ ଶିଳ୍ପାଞ୍ଚଳରେ ଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥାର ଟେଲିମେଟ୍ରି, ଟ୍ରାକିଂ ଓ କମାଣ୍ଡ ସେଣ୍ଟରରେ ଇସ୍ରୋ ବୈଜ୍ଞାନିକ ଓ ଅଧିକାରୀମାନଙ୍କୁ ଭେଟି ଚନ୍ଦ୍ରଯାନ-୩ର ସଫଳତା ପାଇଁ ପ୍ରଶଂସା କରିଛନ୍ତି। ଦୁଇ ଦେଶ ଗସ୍ତ ସାରି…

ଅଷ୍ଟ୍ରେଲିଆ ଉପକୂଳ ସମୁଦ୍ରରେ ଆମେରିକା ସେନା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ୨୦ଜଣ ନୌସେନା ଯବାନଙ୍କୁ ନେଇ ଯାଉଥିବା ଆମେରିକା ସେନାବାହିନୀର ଏକ ହେଲିକପ୍ଟର୍‌ ଆଜି ଉତ୍ତର ଅଷ୍ଟ୍ରେଲିଆର ଡାର୍‌ୱିନ୍‌ ଦ୍ବୀପ ଉପକୂଳ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ‘ସ୍କାଏ ନିଉଜ୍‌ ଅଷ୍ଟ୍ରେଲିଆ’ ରିପୋର୍ଟ କରିଛି। ଭି-୨୨ ଅସ୍‌ପ୍ରେ’ ନାମକ ଆମେରିକାର ଏହି…

କେନ୍ଦ୍ରୀୟ ସୁରକ୍ଷା ବାହିନୀଙ୍କୁ ପରାମର୍ଶ, ୟୁନିଫର୍ମରେ କରନ୍ତୁ ନାହିଁ କୌଣସି ରିଲ୍ସ କିମ୍ବା ଭିଡିଓ

ନୂଆଦିଲ୍ଲୀ,୨୬।୮: କେନ୍ଦ୍ରୀୟ ସୁରକ୍ଷା ବାହିନୀ ଯବାନଙ୍କୁ ସୋସିଆଲ ମିଡିଆ ବ୍ୟବହାରକୁ ନେଇ ଦିଆଯାଇଛି କଡା ପରାମର୍ଶ। ସିଆରପିଏଫ୍‌ ନିଜର ଯବାନଙ୍କୁ କହିଛି, କାହାକୁ ନଜାଣି ଅନଲାଇନ୍ ଫ୍ରେଣ୍ଡସିପ୍ କରନ୍ତୁ ନାହିଁ। ଏହାଛଡା ଫଟୋ ଅପଲୋଡ୍ କରିବାରେ ମଧ୍ୟ ସାବଧାନ ରୁହନ୍ତୁ, କାରଣ ଏଭଳି…

ଟ୍ରମ୍ପଙ୍କ ସହିତ ଆମେରିକାର ଆଗାମୀ ଉପରାଷ୍ଟ୍ରପତି ହୋଇପାରନ୍ତି ରାମାସ୍ବାମୀ, ଦେଲେ ଏହି ସଙ୍କେତ

ନ୍ୟୁୟର୍କ,୨୬।୮:  ଆମେରିକାରେ ଆସନ୍ତା ବର୍ଷ ହେବାକୁ ଯାଉଛି  ରାଷ୍ଟ୍ରପତି ନିର୍ବାଚନ। ରିପବ୍ଲିକାନ୍‌ ପାର୍ଟି ପକ୍ଷରୁ ଭାରତୀୟ ବଂଶୋଦ୍ଭବ ବିବେକ ରାମସ୍ବାମୀ(୩୮)ଙ୍କ ନାଁ ନେଇ ବଢିଲା ଚର୍ଚ୍ଚା। ସବୁଠାରୁ ଖାସ୍ କଥା ଏହା ଯେ, ରାମସ୍ବାମୀଙ୍କ ଲୋକପ୍ରିୟତା ଖୁବ୍ ବଢିବାରେ ଲାଗିଛି। ଏବେ…

୨୮ରେ ଆଇଜଲ୍‌ ଚିଡ଼ିଆଖାନା ଯିବେ ନନ୍ଦନକାନନ ଟିମ୍‌: ଆସିବେ ହୁଲୁକ ଗିବନ, ଭାଲୁ ଓ ମାଙ୍କଡ଼

ବାରଙ୍ଗ,୨୬/୦୮: ନନ୍ଦନକାନନ ପ୍ରାଣୀ  ଉଦ୍ୟାନକୁ ଆସିବେ ନୂଆ ଅତିଥି । ଜନ୍ତୁ ଅଦଳବଦଳ  ପ୍ରକ୍ରିୟାରେ ଏଠାକୁ ଆଉ ଦୁଇଟି ହୁଲକ ଗିବନ୍‌  ଆସୁଛନ୍ତି । ଏଥିସହ ହିମାଳୟ ଭାଲୁ ଓ ଘୁଷୁରୀ ଲାଞ୍ଜି  ମାଙ୍କଡ଼ ମଧ୍ୟ ଆସିବେ । ଏଥିପାଇଁ ପ୍ରାଣୀ ଉଦ୍ୟାନ  ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…

ଆସିଲା ଆୟକର ବିଭାଗର ନୂଆ ତଥା ସଂଶୋଧିତ ଓ୍ବେବସାଇଟ୍, ଅଧିକ ସୁବିଧାରେ ଟିକସ ଫାଇଲ୍ କରିପାରିବେ ଟିକସଦାତା

ନୂଆଦିଲ୍ଲୀ : କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଆୟକର ବିଭାଗର ନୂଆ ତଥା ଅପଗ୍ରେଡେଡ୍ ଓ୍ବେବସାଇଟ୍ (www.incometaxindia.gov.in) ଲଞ୍ଚ୍ କରାଯାଇଛି । ନୂତନ ଜ୍ଞାନକୌଶଳ ସହିତ ତାଳମେଳ ରଖିବା ସହିତ ଟିକସଦାତାଙ୍କୁ ଉତ୍ତମ ଅଭିଜ୍ଞତା ଦେବାରେ ଏହି ଓ୍ବେବସାଇଟ୍…

ଓଡ଼ିଶାରେ ବିଜେଡ଼ି ଗଣତନ୍ତ୍ରକୁ ଗୁରୁତ୍ଵ ଦେଉନାହିଁ, ଜନପ୍ରତିନିଧିଙ୍କର କୌଣସି ଗୁରୁତ୍ଵ ରହୁ ନାହିଁ : ଲେଖାଶ୍ରୀ

ଭୁବନେଶ୍ବର: ଓଡ଼ିଶାରେ ଗଣତନ୍ତ୍ରର ହତ୍ୟା ହୋଇଛି। ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୋଟ ଦେଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଆଉଟ୍ ସୋର୍ସିଂ କରି ନିଜ ବ୍ୟକ୍ତିଗତ ସଚିବଙ୍କୁ ଚାରିଆଡ଼େ ବୁଲାଇବାର ପ୍ରହସନ ଚଳାଇଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଓଡ଼ିଶାରେ ବିଜେଡ଼ି…

ପ୍ରଦୀପ ପାଣିଗ୍ରାହୀ : ଓଡ଼ିଶାରେ ରାଜନୈତିକ ମାନସିକତାରେ ପରିବର୍ତ୍ତନ ଆସିଛି

ଭୁବନେଶ୍ବର: ୫-ଟି ସଚିବଙ୍କ ରାଜନୈତିକ ଆରୋପକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି, ଓଡ଼ିଶାରେ ରାଜନୈତିକ ମାନସିକତାରେ ପରିବର୍ତ୍ତନ ଆସିଛି। କ୍ରୀତଦାସ ପ୍ରଥା ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି। ବିଜୁ ପଟ୍ଟନାୟକଙ୍କ ପୁଅଙ୍କ ନେତୃତ୍ୱରେ…