କୃଷିଭିତ୍ତିକ ଗଣପର୍ବ ନୁଆଁଖାଇ ଉପଲକ୍ଷେ ସ୍ୱତନ୍ତ୍ର ରେଳଗାଡି ଚଳାଇବାକୁ ‘ଜାଗରଣ’ ତରଫରୁ ଦାବି।
ସମ୍ବଲପୁର : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୁଆଁଖାଇ ଉପଲକ୍ଷେ ସ୍ୱତନ୍ତ୍ର ରେଳଗାଡି ଚଳାଚଳ କରିବାକୁ ରେଳବାଇ ନିକଟରେ ଦାବି କରାଯାଇଛି। ସାମାଜିକ ଅନୁଷ୍ଠାନ ‘ଜାଗରଣ’ ତରଫରୁ ଏକ ପ୍ରତିନିଧି ମଣ୍ଡଳ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ଙ୍କୁ ସାକ୍ଷାତକାର କରି ମଙ୍ଗଳବାର…