ଆସନ୍ତାକାଲିଠୁ ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚକ ଓ ବଡ଼ଓଷା ଯାତ୍ରା; ବ୍ୟାପକ ପୁଲିସ ଫୋର୍ସ ମୁତୟନ

ଗୁରୁଡ଼ିଝାଟିଆ: ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚକ ଓ ବଡଓଷା ଯାତ୍ରା ଗୁରୁବାରଠାରୁ ଅନୁଷ୍ଠିତ ହେବ। ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ସହଯୋଗ ମନୋଭାବ ନେଇ କର୍ତ୍ତବ୍ୟକୁ ସେବା ମଣି ଦର୍ଶନ କରାଇ ଫେରାଇଦେବା ପୁଲିସର ପ୍ରଥମ କର୍ତ୍ତବ୍ୟ ବୋଲି ବୁଧବାର ସମବେତ ପୁଲିସ ଫୋର୍ସମାନଙ୍କୁ…

ଡିସେମ୍ବର ୧୦ରୁ ଆରମ୍ଭ ହେବାକୁ ଯାଉଛି ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ

ଭୁବନେଶ୍ୱର: ଭାରତ ସରକାରଙ୍କ ନିତି ଆୟୋଗର ଅଟଳ ଇନୋଭେସନ ମିସନ ସମର୍ଥିତ ଏଆଇସି-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନ ପକ୍ଷରୁ ସେବିରେ ପଞ୍ଜୀକୃତ ଭେଂଚର କ୍ୟାପିଟାଲ୍ ଫଣ୍ଡ୍ ଫ୍ଲୁଇଡ୍ ଭେଂଚର୍ସ ସହିତ ମିଶି ଓଡ଼ିଶା ଷ୍ଟାର୍ଟଅପ୍ କାର୍ନିଭାଲ ୨୦୨୩ ଆୟୋଜନ କରାଯିବ ବୋଲି ଘୋଷଣା…

କଟକ ଜିଲା ମହାନଦୀରେ ବୈଦେଶ୍ବର ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୩୫୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ  ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପଟି ହେଉଛି – ମହାନଦୀରେ ବୈଦେଶ୍ବର ନଦୀଗର୍ଭ ଜଳାଶୟ ପ୍ରକଳ୍ପ ।…

ବିଧାନସଭା ପରିସରରେ ଡ.ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ବିଶିଷ୍ଟସ୍ୱାଧୀନତାସଂଗ୍ରାମୀ, ଓଡ଼ିଶାରେ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ଏବଂ ଏକତ୍ରୀକରଣର ମୁଖ୍ୟ କର୍ଣ୍ଣଧାର ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ବିଧାନସଭା ପରିସରରେ ଥିବା ଉତ୍କଳ କେଶରୀ ଡ. ମହତାବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ…

ଅଖିଳ ଭାରତ ସାନ୍ତାଳୀ ଲେଖକ ମହାସଂଘର ସମ୍ମେଳନ ଓ ସାହିତ୍ୟ ଉତ୍ସବ ଉଦ୍‌ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ବାରିପଦା :  ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ ଆଜି ଓଡିଶାର ବାରିପଦାଠାରେ ଅଖିଳ ଭାରତ  ସାନ୍ତାଳୀ ଲେଖକ ମହାସଂଘର ୩୬ତମ ବାର୍ଷିକ ସମ୍ମେଳନ ଓ ସାହିତ୍ୟ ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସାନ୍ତାଳୀ ଭାଷା ଏବଂ ସାହିତ୍ୟକୁ ସମୃଦ୍ଧ…

ଓଡ଼ିଶାକୁ ମିଳିଲାଜାତୀୟ ସ୍ତରର ୨ଟି ପୁରସ୍କାର

ଭୁବନେଶ୍ୱର : ସଫେଇ କର୍ମଚାରୀଙ୍କ ସୁରକ୍ଷା, ମର୍ଯ୍ୟାଦା ଓ କଲ୍ୟାଣ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ‘ଗରିମା’ କାର୍ଯ୍ୟକ୍ରମ ‘ସ୍ୱଚ୍ଛତାରେ ଶ୍ରେଷ୍ଠ ଦକ୍ଷତା ପଦକ୍ଷେପ’ ବର୍ଗରେ ଏବଂ ଭୁବନେଶ୍ୱରର ବାସୁଆଘାଇ ସ୍ଥିତ ଫିକାଲ୍ ସ୍ଲଜ୍ ସେପ୍ଟେଜ୍ ପ୍ଲାଣ୍ଟ୍ ର ପରିଚାଳନା କରୁଥିବା…

‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ବିଶ୍ବ ମତ୍ସ୍ୟ ଦିବସ I ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ ଆରମ୍ଭ କରିଛନ୍ତି। ଏହି ଯୋଜନାରେ ମତ୍ସ୍ୟଜୀବୀ ମାନଙ୍କ ପାଇଁ ୧୬ଟି କାର୍ଯ୍ୟକ୍ରମ ରହିଛି ଏବଂ ଏବର୍ଷ ଏଥିପାଇଁ ୪୪୮ କୋଟି ଟଙ୍କା ଖର୍ଚ୍ଚ…

ସେ ବ୍ରଜ ନାରୀଙ୍କ ପୟରେ

ଦ୍ଵାପର ଯୁଗର କଥା l ଏକଦା ଦ୍ୱାରାବତୀ ପୁରରେ ଗୋଟିଏ ଅନ୍ତରଙ୍ଗ ଆଳାପରେ ପ୍ରଭୁ ଦ୍ୱାରକାଧୀଶଙ୍କୁ ଅଷ୍ଟପାଟବଂଶୀ ପଚାରିଲେ,'ପ୍ରଭୁ ଆପଣ ତ ଗୋପ ପୁର ଛାଡ଼ି ମଥୁରା ଆସିଲେ,ପୁଣି କଂସନିଧନ ପରେ ସେଠାରୁ ଆସି ଏଠାରେ ମନୋରମ ଦ୍ୱାରିକା ନଗର ନିର୍ମାଣ କଲେ l ଆମ୍ଭମାନଙ୍କୁ ବିବାହ କରି ଆପଣଙ୍କ…

ନବୀନଙ୍କ ପୂଜା ଭେଟି ; ମହଙ୍ଗା ଭତ୍ତା ୪% ବୃଦ୍ଧି

ଭୁବନେଶ୍ୱର : ସରକାରୀ କର୍ମଚାରୀଙ୍କୁ ନବୀନଙ୍କ ପୂଜା ଭେଟି। ମହଙ୍ଗା ଭତ୍ତା ୪% ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ପହିିଲାରୁ ପିଛଲା ଭାବେ ଲାଗୁ ହେବ। ୪% ମହଙ୍ଗା ଭତ୍ତା ବୃଦ୍ଧି ପରେ ଏହା…

ଯୁଗେ ଯୁଗେ ମାଆ କାତ୍ୟାୟନୀ

ତ୍ରେତୟା ଯୁଗର କଥା l ପ୍ରଭୁ ଶ୍ରୀରାମ ଚଉଦବର୍ଷ ବନବାସରେ ଯାଇ ଦଣ୍ଡକବନରେ ବାସ କରୁଥାନ୍ତି l ସେହି ବନ୍ୟ ପ୍ରଦେଶରେ ପ୍ରଭୁ ଦିନେ ବାସ କରିବେ ଜାଣି ବହୁ ମୁନି ଋଷି ଆସି ପୁର୍ବରୁ ସେଠାରେ ବାସ କରୁଥାନ୍ତି l ଋଷିମାନେ କୋଟି କନ୍ଦର୍ପ ଶୋଭା ଜିଣା ଲାବଣ୍ୟ ମୁର୍ତ୍ତି କୋଦଣ୍ଡ ଧାରୀ ପ୍ରଭୁ…