ଶ୍ରୀକୃଷ୍ଣାଷ୍ଟକମ୍
ସର୍ବ ଦୋଷହାରୀ ଭୁବନ ପାଳକ
ଗୋପୀଙ୍କ ହୃଦୟ ହାର l
ତୋ ପଦେ ଲାଳସା ଲାଗି ରହୁ ମୋର
କୃଷ୍ଣ ଘେନ ନମସ୍କାର ll
ଏ ଭଵ ତାରଣ ନଉକା ତୁ ସିନା
ଭବସିନ୍ଧୁ କର୍ଣ୍ଣଧାର l
ଯଶୋମତିଙ୍କର ନୟନ ପିତୁଳୀ
ନମସ୍ତେ ହେ ଦୁଗ୍ଧଚୌର ll
ସର୍ବ ପାପ ହର ଭକ୍ତ ଚିତ୍ତ ଚୋର
ବ୍ରଜେଶ ନନ୍ଦ ନନ୍ଦନ l
ଶିଖି…