ନୁଆଁଖାଇରେ ୨ ଦିନ ଛୁଟି ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧି ଦଳନେତା ।

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୁଆଁଖାଇ ଅବସରରେ ୨ ଦିନ ସରକାରୀ ଛୁଟି ଘୋଷଣା କରାଯିବାକୁ ବିଧାନସଭାରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ର ଦାବି କରିଛନ୍ତି। ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧି ଦଳ ନେତା ଶ୍ରୀ ମିଶ୍ର ଶୁକ୍ରବାର ଚିଠି ଲେଖି ଜଣାଇଛନ୍ତି ଯେ…

ଡିଜିଟାଲ ଫାଇଭର ତରଫରୁ ଚୌଦ୍ୱାରର ୪ଟି ୱାର୍ଡ଼ରେ ୮୮ଟି ଖୁଣ୍ଟ ଲଗାଯିବ ।

କଟକ  :  ଇଣ୍ଟରନେଟ ସେବା ପ୍ରଦାନକାରୀ ସଂସ୍ଥା ଡିଜିଟାଲ ଫାଇଭର ତରଫରୁ ପୌରପାଳିକାକୁ ହାତକରି ଚୌଦ୍ୱାର ସହରାଞ୍ଚଳରେ ବାର୍ଷିକ ମାତ୍ର ୫ଶହ ଟଙ୍କା ଭଡ଼ାରେ କେବୁଲ ଓ ଖୁଣ୍ଟ ପକାଇବା ପାଇଁ ପୌରପାଳିକା ଠାରୁ ଏନ୍ଓସି ସାର୍ଟିଫିକେଟ ହାସଲ କରିଥିବା ନେଇ ଚାଲିଥିବା ଅପପ୍ରଚାରକୁ ଚୌଦ୍ୱାର…

ନୀରଜ ଚୋପ୍ରାଙ୍କ ଧମାକାଦାର କମ୍‌ବ୍ୟାକ୍‌: ଲୌସେନ୍ ଡାଇମଣ୍ଡ ଲିଗ୍ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ: ଭାରତର ତାରକା ଜାବେଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା ଆହତ ସମସ୍ୟାରୁ ଧମାକାଦାର କମ୍‌ବ୍ୟାକ୍ କରିଛନ୍ତି। ନୀରଜ ଚୋପ୍ରା ଶୁକ୍ରବାର ନିଜର ଶ୍ରେଷ୍ଠ ୮୯.୦୮ ମିଟର ଥ୍ରୋ ସହିତ ଡାଇମଣ୍ଡ ଲିଗ୍ ଟାଇଟଲ ଜିତିଥିଲେ। ନୀରଜ ପ୍ରଥମ ଭାରତୀୟ ଭାବରେ ଏହି ସଫଳତା ପାଇଛନ୍ତି। ଏହି ବିଜୟ ସହିତ…

ଶିଖରଚଣ୍ଡୀ ଲୋ ଶିଖରଚଣ୍ଡୀ

ଶିଖରଚଣ୍ଡୀ ଲୋ ଶିଖରଚଣ୍ଡୀ l ବସିଲୁ ପର୍ବତ ଶିଖର ମଣ୍ଡି ll ସିନ୍ଦୁର ମୁଣ୍ଡି ତୁ ହଳଦୀ ମୁଖୀ l ସବୁରି ବିପଦୁ ପାରୁ ତୁ ରଖି ll କୋଣାର୍କରେ ରାମଚଣ୍ଡୀକା ତୁହି l କଳାପାହାଡ଼କୁ ଥିଲୁ ଭଣ୍ଡାଇ ll କଟକେ ବୋଲାଉ କଟକଚଣ୍ଡୀ l ଭଉଣୀ ତୋହର ଶ୍ରୀଗଡ଼ଚଣ୍ଡୀ ll ବରୁଣାଇ ନାମେ ଖୁରୁଧା…

ସେବାମୂର୍ତ୍ତୀ ମଦର ଟେରେସା

ମମତାମୟୀ ମାଆ ସେ ବିଶାଳ ହୃଦୟ l ଆଜି ତାଙ୍କ ଜନ୍ମତିଥି ବିଶ୍ୱେ ଶୁଭେ ଜୟ ll କେଉଁ ପୁଣ୍ୟ ଲଗନରେ ମାଆ ଜନ୍ମ ଲଭି l ମରତକୁ ଆସିଥିଲ ସ୍ୱୟଂ ସେବା ଦେବୀ ll ମରଣଶୀଳ ମାନବେ କରି ତୁମ୍ଭେ ସେବା l ସେବାକୁ ତୁମ୍ଭର ଆଉ ଉପମା କି ଦେବା ll ମାନବ ସେବା ମାଧବ ସେବାବ୍ରତ କରି l ବିଶ୍ୱରେ…

ବକାସୁର ଓ ମହାବଳି ଭୀମ

ମନ୍ଦମତି ମହାମାନୀ ଦୁର୍ଯ୍ୟୋଧନ ପାଣ୍ଡଵମାନଙ୍କୁ ବାଟରୁ ସଫା କରି ଦେବା ପାଇଁ ଜତୁଗୃହ ନିର୍ମାଣ କରି ତାଙ୍କୁ ବରୁଣାବନ୍ତକୁ ପଠାଇ ଦେଲା l ଶକୁନି ମାମାଙ୍କ କୁଟିଳବୁଦ୍ଧିରେ ସ୍ଥିର ହୋଇଥାଏ ଗଭୀର ରାତ୍ରିରେ ସେମାନେ ନିଦ୍ରିତ ଥିବା ଅବସ୍ଥାରେ ଜତୁ ଗୃହରେ ଅଗ୍ନି ଲଗାଇ ଦିଆଯିବ l ସମସ୍ତେ…

ବିନା ଟିକଟରେ ରେଳଯାତ୍ରା ବହୁ ଯାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି ।

କଟକ: (ବିବି ନିୟୁଜ ବ୍ୟୁରୋ)  ବିନା ଟିକଟରେ ରେଳଯାତ୍ରା ବୃଦ୍ଧି ପାଇଉଥିବାବେଳେ ଏବେ ବହୁ ଯାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ଆଜି କଟକ ଆରପିଏଫ(ରେଳବାଇ ସୁରକ୍ଷା ବଳ) ପକ୍ଷରୁ ଜୋରଦାର ଯାଞ୍ଚ କରାଯାଇଥିଲା । କଟକ ରେଳଷ୍ଟେସନ ଦେଇ ଚଳାଚଳ କରୁଥିବା ବିଭିନ୍ନ ଟ୍ରେନ ଓ…

ଭିନ୍ନକ୍ଷମ ସ୍କୁଲରେ ଜିଲ୍ଲା ସ୍ତରୀୟ ମହିଳା ଦୃଷ୍ଟିହୀନ କ୍ରିକେଟ ପ୍ରଶିକ୍ଷଣ ଶିବିର ଉଦଯାପିତ ।

ବଲାଙ୍ଗୀର :(ବିବି ନିୟୁଜ ବ୍ୟୁରୋ)  :  ସ୍ଥାନୀୟ ରେଡ଼କ୍ରସ୍‌ ଭିନ୍ନକ୍ଷମ ବିଦ୍ୟାଳୟ ପ୍ରାଙ୍ଗଣରେ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ ସଂଘ (କାଭି) ଓ ଜିଲ୍ଲା ପ୍ରଶାସନ ବଲାଙ୍ଗିର ମିଳିତ ସହଯୋଗରେ ଦୃଷ୍ଟିହୀନ ମହିଳାଙ୍କ ପାଇଁ ଦୀର୍ଘ ୫ ଦିନ ଧରି କ୍ରିକେଟ ପ୍ରଶିକ୍ଷଣ ଓ ଆତ୍ମରକ୍ଷା କୌଶଳ…

ଦର ବୃଦ୍ଧିକୁ ନେଇ ବର୍ଷିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ।

ବଲାଙ୍ଗୀର :(ବିବି ନିୟୁଜ ବ୍ୟୁରୋ)  ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ଦିନକୁଦିନ ଅହେତୁକ ଦର ବୃଦ୍ଧି ଯୋଗୁ ସାଧାରଣ ଖଟିଖିଆ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ସ୍ଥିତିରେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଭନ୍ଦ୍ରା ସାପ୍ତାହିକ ବଜାର ପ୍ରାଙ୍ଗଣରେ ବ୍ଲକ କଂଗ୍ରେସ…

୧୦ ନୂଆ ଇକୋ ରିଟ୍ରିଟ୍‌ ସହ ୩ଟି ନେଚର୍‌ କ୍ୟାମ୍ପକୁ ମିଳିଛି ମଞ୍ଜୁରୀ ।

ଭୁବନେଶ୍ୱର : (ବିବି ନିୟୁଜ ବ୍ୟୁରୋ) କୋଟିଆ ସମେତ ରାଜ୍ୟର ୧୦ଟି ସ୍ଥାନରେ ହେବ ଇକୋ ରିଟ୍ରିଟ୍‌ । ୧୦ ନୂଆ ଇକୋ ରିଟ୍ରିଟ୍‌ ସହ ୩ଟି ନେଚର୍‌ କ୍ୟାମ୍ପକୁ ମିଳିଛି ମଞ୍ଜୁରୀ । ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି । କୋରାପୁଟର…