ଅକ୍ଷୟଙ୍କ ‘ସୂର୍ଯ୍ୟବଂଶୀ’ଠୁ ଆଗରେ ରହିଛି ରଣବୀରଙ୍କ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପରଦାକୁ ଅସିବାକୁ ଦୀର୍ଘ ବର୍ଷ ସମୟ ଲାଗିଗଲା। ସୋସିଆଲ ମିଡିଆ‌ରେ ବୟକଟ୍‌ ଟ୍ରେଣ୍ଡ୍‌ ଚାଲିଥିଲେ ବି ପରଦାରେ ଆସିବା ପରେ ଚଳଚ୍ଚିତ୍ରଟି ସଫଳ ପ୍ରମାଣିତ ହୋଇଛି। ଚଳଚ୍ଚିତ୍ରଟି ଆଶାଠାରୁ ଅଧିକ ପ୍ରଦର୍ଶନ କରିଛି ବୋଲି ଆପଣ…

କଟକ ପୌର ନିଗମର ଷଷ୍ଠ କାଉନସିଲ ବୈଠକରେ କଳା ପତାକା ପ୍ରଦର୍ଶନ

କଟକ: କଟକ ପୌର ନିଗମର ଷଷ୍ଠ କାଉନସିଲ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ବିରୋଧୀ ଓ ଶାସକ କର୍ପୋରେଟରଙ୍କ ମଧ୍ୟରେ ଜୋରଦାର ହୋହଲ୍ଲା, ଧାରଣା, କଥା କଟାକଟି ଦେଖିବାକୁ ମିଳିଥିଲା। ବିଜୁ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ ୪ଟି ପ୍ରସଙ୍ଗକୁ ନେଇ…

ବସ୍ତା ବିଧାୟକଙ୍କୁ ଧମକପୂର୍ଣ୍ଣ କଲ୍ ମାମଲା: ୨ ଯୁବକଙ୍କୁ ଉଠାଇନେଲା ପୁଲିସ

ବାଲେଶ୍ବର: ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ଧମକପୂର୍ଣ୍ଣ କଲ୍ ମାମଲାରେ ଯାଜପୁର ଦୁଇ ଜଣଙ୍କୁ ଉଠାଇନେଇଥିବାର ଖବର ମିଳିଛି। ଏସପିଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ବର ସାଇବର ଥାନା ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କୁ ସାଇବର ଥାନା ପୁଲିସ ଯାଜପୁର ମଙ୍ଗଳପୁର…

ନିର୍ବାଚନରେ ଲଢ଼ିବା ଏକ ମୌଳିକ ଅଧିକାର ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ ଲଢ଼ିବା ଏକ ମୌଳିକ ଅଧିକାର କି ସାଧାରଣ ଅଧିକାର ନୁହେଁ, କିନ୍ତୁ ଏକ ନିୟମ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ଅଧିକାର ଅଟେ । ଦେଶର ସର୍ବୋଚ୍ଚ ନ୍ୟାୟିକ ସଂସ୍ଥା ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏପରି କୁହାଯାଇଛି । ଜଷ୍ଟିସ ହେମନ୍ତ ଗୁପ୍ତା ଓ ସୁଧାଂଶୁ ଧୁଲିଆଙ୍କୁ ନେଇ…

ପରଲୋକରେ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଦେବେନ୍ଦ୍ର ବିଶ୍ବାଳ

ବରଗଡ଼: ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ହିର୍ଲ୍ଲିପାଲି ଗାଁର ବରିଷ୍ଠ କଳାକାର ଦେବେନ୍ଦ୍ର ବିଶ୍ବାଳ ଆଉ ନାହାନ୍ତି। ବୁଧବାର ଭୋର୍ସମୟରେ ୬୯ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି। ସ୍ବର୍ଗତ ବିଶ୍ବାଳ ସାରା ପଶ୍ଚିମ ଓଡ଼ିଶାରେ…

ପୁରୀ ଜିଲ୍ଲାର ଗୋପ ବ୍ଲକରେ ଶୌଚାଳୟ ନିର୍ମାଣ ଦୁର୍ନୀତି ମାମଲାର ଶୁଣାଣି କରିଛନ୍ତି ଓଡ଼ିଶା ଲୋକାୟୁକ୍ତ।

ଭୁବନେଶ୍ୱର: ସ୍ବଚ୍ଛ ଭାରତ ମିଶନ ଅଧୀନରେ ପୁରୀ ଜିଲ୍ଲାର ଗୋପ ବ୍ଲକରେ ଶୌଚାଳୟ ନିର୍ମାଣ ହୋଇଥିଲା। ହେଲେ ଏହି ଶୌଚାଳୟ ନିର୍ମାଣ କେବଳ କାଗଜ କଲମରେ ହୋଇଥିବା ବେଳେ ବାସ୍ତବ ସ୍ଥିତି ଓଲଟା ବୋଲି ଅଭିେଯୋଗ ହୋଇଥିଲା। ଏହି ଦୁର୍ନୀତି ମାମଲାର ଶୁଣାଣି କରିଛନ୍ତି ଓଡ଼ିଶା ଲୋକାୟୁକ୍ତ।…

ଜମ୍ମୁ-କଶ୍ମୀରରେ ଖାତକୁ ବସ୍‌ ଖସି ୧୧ ମୃତ, ୮ ଗୁରୁତର

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ଠରେ ଏକ ବସ୍‌ ଖ‌ାତକୁ ଖସିପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ପୁଞ୍ଚ୍‌ ଜିଲ୍ଲାର ବରେରି ନାଲ୍ଲହାଠାରେ ଏପରି ଘଟିଥିବା ସୂଚନା ରହିଛି। ସୂଚନାରୁ ଜାଣିବାକୁ ମିଳିଛି ଯେ ବସ୍‌ଟି ସୁଜିୟାନ୍‌ରୁ…

ଜୀବନ ଯନ୍ତ୍ରଣା

ଅସହାୟ ଅସମର୍ଥ ବୋଲିତ ସାମ୍ନା କରୁଛି ପ୍ରତିଟି ମୁହୂର୍ତ୍ତରେ ଅସୁମାରୀ କଷ୍ଟକୁ l ବଞ୍ଚିବାର ମୋହ ଛାଡ଼ିନି ପେଟ ଚାଖଣ୍ଡେ ପାଇଁ ଅଭିନୟ କରିବାକୁ ହେବ ଖଣ୍ଡିଏ ରୋଟି, ମୁଠାଏ ଭାତ ଆଉ କିଛି ଲୋଡା ନାହିଁ l ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଲେଖା ଅଛି କପାଳରେ ସୁଖ ଶାନ୍ତିର…

ଆଶ୍ରମ ନାମେ ବଦରିକା

ସତ୍ୟ ଯୁଗେ ପ୍ରଭୁ ନରନାରାୟଣ ବଦରି ବନେ ବିହାର l ଧ୍ରୁବ,ପ୍ରହଲ୍ଲାଦ ତରିଗଲେ ଜପି ବଦ୍ରିକା ଆଶ୍ରମ ସାର ll ହିମାଳୟ କ୍ରୋଡ଼େ ବଦରିକା ନୀଡ଼େ ବାସ କଲେ ଦୟାମୟ l ବେଦବ୍ୟାସ ମୁନି ବେଦ ଭାଗ କଲେ ରଚିଲେ ପୁରାଣ ଚୟ ll କଳିର ପ୍ରବେଶେ କୃଷ୍ଣଙ୍କ ନିର୍ଦ୍ଦେଶେ ଉଦ୍ଧଵ ଚଳିଲେ ଚାଣ୍ଡେ l…

ଭୁବନେଶ୍ୱରରେ ପହଞ୍ଚିଲା ଏୟାରଫୋର୍ସର ଏଏନ୍‌୩୨ ବିମାନ ।

ଭୁବନେଶ୍ୱର : ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ବାୟୁସେନାର ସୂର୍ଯ୍ୟକିରଣ ଏୟାର ସୋ ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିଲା ଏୟାରଫୋର୍ସର ଏଏନ୍‌୩୨ ବିମାନ। ଆସିଛନ୍ତି ଇଣ୍ଡକ୍ସନ ଟିମ ସୋ’ରେ ଭାଗ ନେବାକୁ ଥିବା ୧୧ଟି ହକ ବିମାନ। ସୋ’ରେ ୯ଟି ହକ ବିମାନ ଅଂଶଗ୍ରହଣ କରିବ ଓ ୨ଟି ଷ୍ଟାଣ୍ଡ ବାଏରେ…