ନମିତା ଟପ୍ପୋଙ୍କ ଅବସର: ଅତୁଳନୀୟ ଅବଦାନ ଲାଗି କୃତଜ୍ଞତା ଜଣାଇଲା ହକି ଇଣ୍ଡିଆ
ଭୁବନେଶ୍ବର/ରାଉରକେଲା: ଓଡ଼ିଆ ତାରକା ନମିତା ଟପ୍ପୋ ଗୁରୁବାର ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ଲିଲିମା ମିଞ୍ଜ ଓ ଦୀପଗ୍ରେସ୍ ଏକ୍କାଙ୍କ ସହ ମିଶି ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ପର୍ଯ୍ୟନ୍ତ ଭାରତୀୟ ହକି ଦଳର ମଧ୍ୟ ଓ ରକ୍ଷଣ ଭାଗକୁ ଦୃଢ଼ତାର ସହ ସମ୍ଭାଳିଥିବା ନମିତାଙ୍କ ଅବସର…