ଝିଅ ସମ୍ଭାଳିବାକୁ ମନା କରିବାରୁ ବିସଲେରୀ କମ୍ପାନି ବିକିଦେବେ ରମେଶ ଚୌହାନ
ନୂଆଦିଲ୍ଲୀ: ଭାରତର ବୃହତ୍ତମ ପ୍ୟାକେଜ୍ ୱାଟର କମ୍ପାନି ବିସଲେରୀକୁ ମିଳିବ ନୂଆ ମାଲିକ। ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ନେତୃତ୍ୱ ନେଉଥିବା ରମେଶ ଚୌହାନ ଏହାକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ରମେଶ ଚୌହାନ ଟାଟା ଗ୍ରୁପ୍ ସହିତ କମ୍ପାନି ବିକ୍ରି ପାଇଁ ଚୁକ୍ତି କରିଥିବା ଚର୍ଚ୍ଚା…