ଜାଲ ନୋଟ୍ ଦେଇ ଜିନିଷ କିଣୁଥିଲେ ଯୁବକ, ଧରା ପଡ଼ିଲେ

ବଲାଙ୍ଗିର : ଦୋକାନୀକୁ ଜାଲ ନୋଟ୍ ଦେଇ ଜିନିଷ କିଣୁଥିଲେ ଯୁବକ। ଧରାପଡ଼ି ଥାନାକୁ ଗଲେ। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଅଞ୍ଚଳରେ। ସଂପୃକ୍ତ ଯୁବକ ଜଣଙ୍କ ହେଲେ ଲାଠୋର ଥାନା ପିପଲବାହାଲ ଗାଁର ବ୍ରହ୍ମା ମେହେର। ପୁଲିସ ବ୍ରହ୍ମାଙ୍କ ନିକଟରୁ ମୋଟ ୬୦୦୦ ଟଙ୍କା ଜାଲ…

କପି କର, ପାସ କର!

କପି କର, ପାସ କର। ଏହି ଢାଞ୍ଚାରେ ଚାଲିଛି କି ବିଜେଡି। କେନ୍ଦ୍ର ବଜେଟ ପରେ ସବୁଠି ଚର୍ଚ୍ଚା ଓ ଆଲୋଚନା କରୁଛନ୍ତି ବିଜେପି ନେତା। ଖୋଦ କେନ୍ଦ୍ର ଅର୍ଥମନ୍ତ୍ରୀ ଓଡ଼ିଶା ଆସି ବଜେଟ ଉପରେ ଆଲୋଚନା କରିଥିଲେ। ଏବେ ସମାନ ବାଟ ଆପଣାଇଛି ବିଜେଡି।

ନାରୀ ଶିକ୍ଷାର ଅବସାନ ପାଇଁ ଇରାନ୍‌ରେ ଶହ ଶହ ଝିଅଙ୍କୁ ବିଷ ଦିଆଯାଇଛି: ରିପୋର୍ଟ

ତେହ୍‌ରାନ୍‌: ନାରୀ ଶିକ୍ଷାର ଅବସାନ ଘଟାଇବା ଲାଗି ପବିତ୍ର ନଗରୀ କ୍ବୋମ୍‌ରେ କିଛି ଲୋକ ସ୍କୁଲ୍‌ ବାଳିକାମାନଙ୍କୁ ବିଷ ଦେଉଥିବା କଥା ରବିବାର ଦିନ ଇରାନ୍‌ର  ଉପ-ସ୍ବାସ୍ଥ୍ୟମନ୍ତ୍ରୀ କହିଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି। ତେହ୍‌ରାନ୍‌ର ଦକ୍ଷିଣାଞ୍ଚଳ, ମୁଖ୍ୟତଃ…

ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଗତ ପିଟିସନ୍‌ ସବୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଏଥିରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ ଦର୍ଶାଇ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ ଯୋଜନା’କୁ ଚାଲେଞ୍ଜ୍‌ କରି ଆଗତ ପିଟିସନ୍‌ଗୁଡ଼ିକୁ ଆଜି ଦିଲ୍ଲୀ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ‘ଅଗ୍ନିପଥ ଯୋଜନା’କୁ ଚାଲେଞ୍ଜ୍‌ କରି ଆଗତ ସମସ୍ତ ପିଟିସନ୍‌ ଖାରଜ କରାଗଲା ବୋଲି…

୧୧ ବର୍ଷୀୟ ଝିଅକୁ ବଞ୍ଚାଇବା ଲାଗି ବାର୍ହା ସହିତ ଲଢ଼ି ପ୍ରାଣ ହରାଇଲେ ମହିଳା

କୋର୍‌ବା: ୧୧ ବର୍ଷୀୟ ଝିଅକୁ ବଞ୍ଚାଇବା ଲାଗି ଛତିଶଗଡ଼ର କୋର୍‌ବା ଜିଲ୍ଲାର ଗୋଟାଏ ବିଲରେ ଜଣେ ସାହସିନୀ ମହିଳା ଗୋଟାଏ ଜଙ୍ଗଲୀ ବାର୍ହା ସହିତ ଲଢ଼େଇ କରି ପ୍ରାଣ ହରାଇଥିବା କଥା ଆଜି ବନ ବିଭାଗ ଅଧିକାରୀମାନେ କହିଛନ୍ତି। ବାର୍ହା ସହିତ ମୁକାବିଲା କରି ସାଙ୍ଘାତିକ ଆହତ ହୋଇଥିବା…

ପୁରୀ ଜିଲ୍ଲାରେ ଖୋଲିବ ୧୬ ଉପସ୍ବାସ୍ଥ୍ୟକେନ୍ଦ୍ର

ପୁରୀ: ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ୍‌ର ପଞ୍ଚାୟତ ସ୍ତରରେ ଖୋଲିବ ଆଉ ୧୬ ଉପସ୍ବାସ୍ଥ୍ୟକେନ୍ଦ୍ର। ୫ରୁ ୭ ହଜାର ଜନସଂଖ୍ୟା ବିଶିଷ୍ଟ ଗ୍ରାମରେ ଏହି ସ୍ବାସ୍ଥ୍ୟଉପକେନ୍ଦ୍ର ଉପଲବ୍ଧ ହେବ। ଔଷଧ ସୁବିଧା ସହ ଯୋଗ, ନିଦାନ, ଓପିଡି, ମାଗଣା ଔଷଧ ସେବା, ଟେଲି ପରାମର୍ଶ ସୁଯୋଗ ଉପଲବ୍ଧ ହେବ। ତେବେ…

ପରୀକ୍ଷାର୍ଥିନୀଙ୍କ ଶିଶୁର ଯତ୍ନ ନେଇ ଚର୍ଚ୍ଚାରେ ମାଲକାନଗିରିର ମହିଳା କନେଷ୍ଟବଳ

ମାଲକାନଗିରି: ଚର୍ଚ୍ଚାରେ ମହିଳା କନେଷ୍ଟବଳ ବାସନ୍ତୀ ଚୌଧୁରୀ। ମାଲକାନଗିରିର ଏହି ମହିଳା କନେଷ୍ଟବଳ ମାନବିକତାର ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି। ପରୀକ୍ଷା ଦେଉଥିଲେ ମାଆ। ପରୀକ୍ଷା କେନ୍ଦ୍ରରେ ଛୁଆକୁ କାଖେଇ ତା’ର ଯତ୍ନ ନେଇଥିଲେ ମହିଳା କନଷ୍ଟେବଳ ବାସନ୍ତୀ ଚୌଧୁରୀ(୨୮)। ଏପରିକି ଶିଶୁକୁ…

ଆଗାମୀ ଦିନରେ ରାଜ୍ୟରେ ୫ହଜାର ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ: ମନ୍ତ୍ରୀ

ଭୁବନେଶ୍ବର: ଆଜି ପ୍ରଶ୍ନକାଳରେ ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ନେଇ ପ୍ରସଙ୍ଗରେ ସଦସ୍ୟମାନେ ଉଦବେଗ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଞ୍ଚଳ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଆବଶ୍ୟକସଂଖ୍ୟକ ଡାକ୍ତର ନଥିବା ହେତୁ ବିଧାନସଭାରେ ଅସନ୍ତୋଷ ପ୍ରକାଶ କରି ଛନ୍ତି…

୨୦୨୪ରେ କଂଗ୍ରେସ ନେତୃତ୍ବରେ ସରକାର: ଖଡ଼ଗେ

ନୂଆଦିଲ୍ଲୀ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବୁଧବାର ଦିନ ନାଗାଲାଣ୍ଡରେ ନିର୍ବାଚନ ପ୍ରଚାର କରି ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବର୍ଷିଛନ୍ତି। ଖଡ଼ଗେ କହିଛନ୍ତି, କଂଗ୍ରେସ ବିରୋଧୀ ମେଣ୍ଟର ନେତୃତ୍ବ ନେବ ଏବଂ ଏହି ମେଣ୍ଟ ୨୦୨୪ ଲୋକସଭା ନିର୍ବାଚନରେ…

ମେଘାଳୟ: ସବୁଠୁ ଧନୀ ପ୍ରାର୍ଥୀଙ୍କ ସମ୍ପତ୍ତି ୧୪୬ କୋଟି

ଶିଲଂ : ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିବା ମେଘାଳୟ ବିଧାନସଭା ବାଚସ୍ପତି ମେତବାହ ଲିଙ୍ଗଡ଼ୋ ହେଉଛନ୍ତି ସବୁଠୁ ଧନୀ ପ୍ରାର୍ଥୀ, ଯାହାଙ୍କ ସମ୍ପତ୍ତିର ପରିମାଣ ଗତ ୫ ବର୍ଷରେ ୬୮ ପ୍ରତିଶତ ବୃଦ୍ଧି ପାଇ ୧୪୬.୩୧ କୋଟିରେ ପହଞ୍ଚିଛି। ୟୁଡିପି ପାର୍ଟିର ମୁଖ୍ୟ ଲିଙ୍ଗଡ଼ୋ…