ଜାତୀୟ ରାଜପଥ ନକ୍ସା ପରିବର୍ତ୍ତନକୁ ନେଇ ଅସନ୍ତୋଷ: ସରକାରଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର

ଅସ୍ତରଙ୍ଗ: ଅସ୍ତରଙ୍ଗ ଉପକୂଳ ଦେଇ ଯିବାକୁ ଥିବା ଜାତୀୟ ରାଜପଥର ନକ୍ସା ପରିବର୍ତ୍ତନକୁ ନେଇ ଅସନ୍ତୋଷ ଘନେଇବାରେ ଲାଗିଛି। ଉପକୂଳ କ୍ରିୟାନୁଷ୍ଠାନ କମିଟି ସଭାପତି ଓ ଆବାହକ ଅଶୋକ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଅସ୍ତରଙ୍ଗରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଥିଲା। ବ୍ଲକର ୧୫ଟି ପଞ୍ଚାୟତରୁ…

କେଜ୍ରିୱାଲ୍‌ଙ୍କ ବ୍ୟକ୍ତିଗତ ସହକାରୀଙ୍କୁ ଜେରା କଲା ‘ଇଡି’

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ଅଭିଯୋଗକୁ ଭିତ୍ତିକରି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ବ୍ୟକ୍ତିଗତ ସହକାରୀ ବିଭବ କୁମାରଙ୍କୁ ଆଜି ହାଜର ହେବା ପାଇଁ ସମନ୍‌ ଜାରି କରିଥିଲା। ସେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ…

ପୁରୁବାଈ କନ୍ୟାଶ୍ରମର ଅନ୍ତେବାସିନୀ ଅସୁସ୍ଥ ଘଟଣା: ପ୍ରତିକ୍ରିୟା ରଖିଲେ ଜନସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: ବାଲେଶ୍ୱର ଜିଲ୍ଲା ସୋର ପୂରୁବାଈ କନ୍ୟାଶ୍ରମ ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱରେ ସ୍ୱାସ୍ଥ୍ୟ ବିଭାଗ। ଲକ୍ଷଣ ଥିବା ରୋଗୀଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ, ଲକ୍ଷଣ ନଥିବା ରୋଗୀଙ୍କ ଟେଷ୍ଟ…

ଓଡ଼ିଆ ଜାତି ସର୍ବଦା ଗୋପବନ୍ଧୁଙ୍କ ନିକଟରେ ଋଣୀ: ମୁଖ୍ୟମନ୍ତ୍ରୀ

ପୁରୀ: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ଏକ ଐତିହାସିକ ଗ୍ରାମରେ ରୂପାନ୍ତରିତ ହୋଇଛି। ସୁଆଣ୍ଡୋକୁ ଯାଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି, ଉତ୍କଳମଣି…

ଦୁଇ ଦିନ ପରେ ସ୍ୱାଭାବିକ ହେଲା ପ୍ରଶ୍ନକାଳ: ଗୃହରେ ଜଳ ସମ୍ପଦ ବିଭାଗ ଉପରେ ଆଲୋଚନା ଜାରି

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନରେ ସ୍ବାଭାବିକ ଚାଲିଛି ଗୃହ କାର୍ଯ୍ୟ। ଚାଲିଛି ପ୍ରଶ୍ନକାଳ। ପାନୀୟ ଜଳ ଯୋଗାଣ, ଜଳ ସେଚନ ଓ ଜଳ ସଂରକ୍ଷଣ ନେଇ ଗୃହରେ ସରଗରମ ଆଲୋଚନା  ଜାରି ରହିଛି। ପଦ୍ମନାଭ ବେହେରାଙ୍କ ଏକ ପ୍ରଶ୍ନରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି,…

ବିଧାନସଭାରେ ବାଚସ୍ପତି ପକ୍ଷପାତିତା କରୁଥିବା ଅଭିଯୋଗ: କକ୍ଷତ୍ୟାଗ କଲେ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର: ବାଚସ୍ପତି ପକ୍ଷପାତିତା କରୁଥିବା ଅଭିଯୋଗ କରି ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀ କକ୍ଷତ୍ୟାଗ କରିଛନ୍ତି। ଗୃହରେ କହିବା ପାଇଁ ସୁଯୋଗ ଦିଆଯାଉନି ବୋଲି ପ୍ରଦୀପ କହିଛନ୍ତି। ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନ‌ାୟକ ଏବଂ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନିର୍ଦେଶରେ,…

କାଲିର ପ୍ରତିଶ୍ରୁତି ଆଜି ଭୁଲିଗଲେ ରେଳ ଅଧିକାରୀ, ମନେ ପକାଇଦେଲେ ଆନ୍ଦୋଳନକାରୀ

ବାମରା : କାଲି ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ଆଜି ତାହାକୁ ଭୁଲିଗଲେ। ଭାବିଥିଲେ ଲୋକେ ବି ଭୁଲିଯିବେ। ମାତ୍ର ଆନ୍ଦୋଳନକାରୀ ନଛୋଡ଼ବନ୍ଧା । ଗତକାଲି ୧୦ ଘଣ୍ଟା ରେଳ ଲାଇନ୍‌ରେ ବସି ନିଜ ଦାବି ହାସଲ କରିଥିବା ଆନ୍ଦୋଳନକାରୀ ଆଜି ବି ଏଥିପାଇଁ ପାଗ ଭିଡ଼ିଲେ। ଶହ ଶହ ଲୋକ  ଷ୍ଟେଶନରେ ରୁଣ୍ଡ…

ରିସେପ୍ସନର ଠିକ୍‌ ପୂର୍ବରୁ ପତ୍ନୀଙ୍କୁ ମାରି ନିଜେ ଆତ୍ମହତ୍ୟା କଲେ ସ୍ୱାମୀ!

ରାୟପୁର: ବେଶ ଧୁମଧାମରେ ବାହାଘର ହୋଇଥିଲା। ରିସେପ୍ସନ ପାଇଁ ମଧ୍ୟ ସବୁ ପ୍ରସ୍ତୁତି ସରିଥିଲା। ହେଲେ ଭୋଜିର ମାତ୍ର କିଛି ଘଣ୍ଟା ପୂର୍ବରୁ ଗୋଟିଏ ରୁମ ଭିତରୁ ମିଳିଛି ନବଦମ୍ପତିଙ୍କ କ୍ଷତାକ୍ତ ମୃତଦେହ। ଦୁଇ ଜଣଙ୍କ ଶରୀରରେ ଏକାଧିକ ଛୁରୀ ମାଡ଼ର ଦାଗ ରହିଛି। ଛତିଶଗଡ଼ର ରାଜଧାନୀ ରାୟପୁରରୁ…

‘ମୋତେ ୮୦ ଛୁଇଁଲାଣି, ଏଥର ମୋ’ ସାନ ପୁଅ ମଇଦାନକୁ ଓହ୍ଲାଇବ’

ଭୁବନେଶ୍ବର: ‘ଏଥର ମୁଁ ନୁହେଁ, ମୋ ସାନ ପୁଅ ନିର୍ବାଚନ ଲଢ଼ିବ । ମୋତେ ୮୦ ଛୁଇଁଲାଣି, ତେଣୁ ୨୦୨୪ ନିର୍ବାଚନରେ ଆଉ ମୁଁ ଲଢ଼ି ପାରିବିନି । ଏଥର ମୋ’ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ମଇଦାନକୁ ଓହ୍ଲାଇବ ।’ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ସୂଚନା ଦେଇଛନ୍ତି ବରିଷ୍ଠ…

ଦୁର୍ଘଟଣାରେ ୯ ମୃତ

ରାୟଗଡା/ବଲାଣି : ଆନ୍ଧ୍ର-ଓଡିଶା ସୀମା ପାର୍ବତୀପୁରମ୍ ଓ କେନ୍ଦୁଝର ଜିଲା ବଲାଣିର ବାରବାଙ୍କଠାରେ ଦୁଇଟି ଦୁର୍ଘଟଣାରେ ବୁଧବାର ୯ଜଣଙ୍କ ମୃତ୍ୟୁ ଘଟିଛି। ୧୧ଜଣ ଆହତ ହୋଇଛନ୍ତି । ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍‍ ଜିଲାର ଚୋଲାପଦମ ନିକଟରେ ଏକ ଅଟୋ-ଟ୍ରକ୍‍ ମଧ୍ୟରେ ମୁହାଁମୁହିଁ ଧକ୍କା…