ଛତିଶଗଡ଼ର ନବମ ରାଜ୍ୟପାଳ ଭାବେ ବିଶ୍ବଭୂଷଣଙ୍କର ଶପଥ ଗ୍ରହଣ

ରାୟପୁର, ୨୩.୦୨ ଛତିଶଗଡ଼ର ନୂଆ ରାଜ୍ୟପାଳ ଭାବେ ବିଶ୍ବଭୂଷଣ ହରିଚନ୍ଦନ ଆଜି ଶପଥ ଗ୍ରହଣ କରିଛନ୍ତି। ରାୟପୁରସ୍ଥିତ ରାଜଭବନର ଦରବାର ହଲଠାରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଛତିଶଗଡ଼ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଅରୂପ କୁମାର ଗୋସ୍ୱାମୀ ଶ୍ରୀ ହରଚନ୍ଦନଙ୍କୁ ରାଜ୍ୟର ନବମ ରାଜ୍ୟପାଳ ଭାବେ…

କୋର୍ଟରେ ହାଜର ହେବେ ସିସୋଦିଆ, ଗିରଫଦାରୀକୁ ଆପ୍‌ର ବିରୋଧ

ନୂଆଦିଲ୍ଲୀ :: ଗତକାଲି ଗିରଫ ପରେ ଆଜି କୋର୍ଟରେ ହାଜର ହେବେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଆଜି ତାଙ୍କୁ ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ହାଜର କରାଯିବ। ଏହି ସମୟରେ ସିବିଆଇ ସିସୋଦିଆଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବ। ତାଙ୍କୁ ପଚରାଉଚରା କରିବା ପାଇଁ…

ମେଘାଳୟ ଓ ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ମତଦାନ

ମେଘାଳୟ ଓ ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ହେଉଛି ମତଦାନ। ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ। ମେଘାଳୟ ଓ ନାଗାଲ୍ୟାଣ୍ଡ ବିଧାନସଭାରେ ୬୦ଟି ଲେଖାଏ ଆସନ ରହିଥିବା ବେଳେ ଉଭୟ ରାଜ୍ୟରେ ୫୯ଟି ଲେଖାଏ ଆସନରେ ଆଜି ଭୋଟ୍…

ରାଜ୍ୟରେ ବ୍ରିଟିଶ ଅମଳର ୧୭ଟି ବ୍ରିଜ ରହିଛି: ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

ଭୁବନେଶ୍ବର: ଆଜି ବିଧାନସଭାରେ ଗୃହର ପୂର୍ବତନ ସଦସ୍ୟ ରାସମଞ୍ଜରୀ ଦେବୀଙ୍କ ଦେହାନ୍ତରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାକୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସମର୍ଥନ କରିଥିଲେ। ଆଜି ପ୍ରଶ୍ନକାଳରେ ଏକ…

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଯୋଜନାବଦ୍ଧ: ତାରା ପ୍ରସାଦ ବାହିନୀପତି

ଭୁବନେଶ୍ବର: ଆଜି ଶୂନ୍ୟକାଳରେ ପୁଣି ଥରେ ବିଧାନସଭାରେ ଉଠିଛି ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ସେ କହିଛନ୍ତି, ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ହେଉଛି ଯୋଜନାବଦ୍ଧ। ବିଜେପି କହୁଛି ସିବିଆଇ, ଆମେ…

ରାଜ୍ୟର ତିନିଟି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୁନାଖଣିର ସନ୍ଧାନ ମିଳିଛି: ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶାର ତିନିଟି ଜିଲ୍ଲାରେ ସୁନା ଖଣି ରହିଛି। ଏଭଳି କହିଛନ୍ତି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ବିଧାୟକ ସୁଧୀର ସାମଲଙ୍କ ଏକ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି। ରାଜ୍ୟର କୌଣସି ସ୍ଥାନରେ ସୁନାଖଣିର ସନ୍ଧାନ ମିଳିଛି କି? ଯଦି ମିଳିଛି, ତାର ସବିଶେଷ ବିବରଣୀ ଦେବାକୁ…

ନବ ଦାସ ହତ୍ୟା ଘଟଣା: ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସାଲୁଜାଙ୍କ ଦାବି

ନବ ଦାସ ହତ୍ୟା ମାମଲାରେ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା। ଆଜି ବିଧାନସଭାରେ ଶୂନ୍ୟକାଳରେ ନବ ଦାସ ହତ୍ୟା ପ୍ରସଙ୍ଗ ଉଠିଥିବା ବେଳେ ବିଧାୟକ ଶ୍ରୀ ସାଲୁଜା ଏହି ଦାବି କରିଥିଲେ। ସେ କହିଥିଲେ ଯେ…

ପ୍ରଥମ ପାଞ୍ଚ-ପ୍ରଥମ ଥର ମତଦାନ କରୁଥିବା ଭୋଟର ସମ୍ମାନିତ

ଶିଲଂ,୨୭।୨ : ସୋମବାର ପୂର୍ବାହ୍ନରୁ ଦୁଇ ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡ ଏବଂ ମେଘାଳୟରେ ମତଦାନ ଚାଲିଛି। ମେଘାଳୟର ପାଞ୍ଚ ଜଣ ପ୍ରଥମ ଭୋଟରଙ୍କୁ ସମ୍ମାନିତ କରାଯାଇଥିଲା। ସେମାନଙ୍କୁ ମତଦାନ ବୁଥରେ ସମ୍ମାନିତ କରାଯାଇଥିଲା। ଏହା ସହିତ ପ୍ରଥମ ଥର ମତଦାନ କରୁଥିବା ଭୋଟରଙ୍କୁ ମଧ୍ୟ ମତଦାନ…

ସିସୋଡିଆଙ୍କ ପରେ ଗୋପାଲ ରାୟଙ୍କ ସହ ୧୨ ଏଏପି ବିଧାୟକ ଗିରଫ

ନୁଆଦିଲ୍ଲୀ,୨୭।୨ : ସିବିଆଇ ସୋମବାର ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ରାଉସ ଆଭେନ୍ୟୁ କୋର୍ଟରେ ହାଜର କରିବ। ଦିଲ୍ଲୀ ଏକ୍ସାଇଜ ପଲିସି ସ୍କାମ ମାମଲାରେ ସିସୋଡିଆଙ୍କୁ ରବିବାର ସିବିଆଇ ଗିରଫ କରିଥିଲା। ଏହାପୂର୍ବରୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଦିଲ୍ଲୀର ସିସୋଡିଆଙ୍କୁ…

ଏଚଏଏଲର ବିମାନ ‘ହିନ୍ଦୁସ୍ଥାନ ୨୨୮-୨୦୧ ଏଲଡବ୍ଲୁ’କୁ ମଞ୍ଜୁରୀ

ନୂଆଦିଲ୍ଲୀ,୨୭।୨ : ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ସୋମବାର ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡର (ଏଚଏଏଲ)ର ବିମାନ 'ହିନ୍ଦୁସ୍ଥାନ ୨୨୮-୨୦୧ ଏଲଡବ୍ଲୁ' ର ଏକ ନୂତନ ସଂସ୍କରଣକୁ ଅନୁମୋଦନ କରିଛି। ଏହି ସଂସ୍କରଣର ବିମାନରେ ସର୍ବାଧିକ ଯାତ୍ରୀଙ୍କ ସହିତ ସର୍ବାଧିକ ୫୬୯୫…