ରାଜ୍ୟରେ ବଦଳିବ ପ୍ରାଥମିକ ଶ୍ରେଣୀ ଗୃହର ପରିବେଶ ।

ଭୁବନେଶ୍ବର: ରାଜ୍ୟରେ ବଦଳିବ ପ୍ରାଥମିକ ଶ୍ରେଣୀ ଗୃହର ପରିବେଶ । ଆଉ ତଳେବସି ପଢିବେନି ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀ । ଏଣିକି ପିଲାମାନେ ଦରିରେ ବସିବେ, ରଙ୍ଗୀନ ଡେସ୍କରେ ଲେଖିବେ । ଛାତ୍ରଛାତ୍ରୀଙ୍କୁ ଆକର୍ଷଣୀୟ ଶ୍ରେଣୀଗୃହ ସହିତ ଅତ୍ୟାଧୁନିକ ଶୈକ୍ଷିକ ଉପକରଣ ଯୋଗାଇଦିଆଯିବ ।…

ଉଦ୍ଧାର ହେଲା ଗର୍ଭବତୀ ନାବାଳିକା

କେନ୍ଦୁଝର: ଦୁଷ୍କର୍ମର ଶିକାର ହୋଇ ୭ ମାସର ଗର୍ଭବତୀ ହୋଇଥିବା ନାବାଳିକାଙ୍କୁ ତାଙ୍କ ବାପା ଦୁ‌ର୍ଷ୍କମକାରୀଙ୍କ ଘରେ ଛାଡ଼ି ଦେଇଥିଲେ। ଏ ସଂପର୍କରେ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଜି ସକାଳେ ଆଶାଦିଦି, ଅଙ୍ଗନବାଡ଼ି କର୍ମୀ ଓ…

ଛୁଆକୁ ମାରିବାକୁ ରାଜି ନହେବାରୁ ସ୍ବାମୀର ଆତ୍ମହତ୍ୟା ଅଭିଯୋଗ

ଶରଣକୁଳ: ଛୁଆକୁ ମାରିବାକୁ ସ୍ତ୍ରୀ ରାଜି ନହେବାରୁ ସ୍ବାମୀର ଆତ୍ମହତ୍ୟା ଅଭିଯୋଗ। ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ତୋଡିବାରୀ ଗାଁରେ ଘଟିଛି ଏଭଳି ଚାଞ୍ଚଲ୍ୟକରଣ ଘଟଣା। ୨୧ଦିନର ଶିଶୁକନ୍ୟାକୁ ମାରିବାକୁ ସ୍ତ୍ରୀ ରାଜି ନହେବାରୁ ସ୍ବାମୀ ଆତ୍ମହତ୍ୟା କରିଥିବାନେଇ ଥାନାରେ ଅଭିଯୋଗ କରିଛନ୍ତି…

ଅନୁବାଦ ଯୋଗୁଁ ଭାଷାଗତ ଦୂରତା ଦୂର ହେଇ ପାରିଛି :ଅନୁବାଦ ସାହିତ୍ୟ ଉତ୍ସବ

ଭାରତୀୟ ଅନୁବାଦ ସାହିତ୍ୟ ଆନୁକୂଲ୍ୟରେ ଆସାମର ଅନୁବାଦକମାନଙ୍କୁ ନେଇ ଅନୁବାଦ ସାହିତ୍ୟ ଉତ୍ସବ ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।ଆସାମର ସାହିତ୍ୟ ବେଶ୍ ସମୃଦ୍ଧ ଏବଂ ଆସାମର କଳା, ସାହିତ୍ୟ, ସଂସ୍କୃତି ଭାରତୀୟ ଜନଜୀବନକୁ ଯଥେଷ୍ଟ ପ୍ରଭାବିତ କରିପାରିଛି। ଭାଷାର ବିକାଶ ମାନବ ସଭ୍ୟତା…

ସାପ କାମୁଡ଼ା: ୭ବର୍ଷରେ ମଲେଣି ୬୩୫୧

ଭୁବନେଶ୍ବର: ରାଜ୍ୟରେ ଯେତିକି ଲୋକଙ୍କର ବିପର୍ଯ୍ୟୟ ଜନିତ ମୃତ୍ୟୁ ହେଉଛି ସେଥିରୁ ୪୦% ଲୋକଙ୍କର କେବଳ ସାପ କାମୁଡ଼ାରେ ମୃତ୍ୟୁ ହେଉଛି। ଦିନକୁ ଦିନ ସାପ କାମୁଡ଼ା ଏବଂ ସାପ କାମୁଡ଼ା ଜନିତ ମୃତ୍ୟୁ ବଢ଼ି ଚାଲିଥିବାବେଳେ ଗତ ୭ବର୍ଷରେ ୬୩୫୧ଜଣଙ୍କର ମୃତ୍ୟୁ ହେଲାଣି। ଏପରିକି ସାପ କାମୁଡ଼ିଲେ…

ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ମହିଳା କମିଶନଙ୍କ ଉଦବେଗ

ଭୁବନେଶ୍ବର: ଦୀପାଲି ବାରରେ ବାର ଡ୍ୟାନ୍ସର ଭାବେ କାମ କରୁଥିବା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ। ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କମିଶନରେଟ ପୁଲିସକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ନିର୍ଦ୍ଦେଶ ଦେଇଛନ୍ତି। ସେପଟେ…

ଭୁବନେଶ୍ବର ନନ୍ଦନବିହାରରେ ଭୟାବହ ଅଗ୍ନିକାଣ୍ଡ

ଭୁବନେଶ୍ବର: ଭୁବନେଶ୍ବର ଚନ୍ଦ୍ରଶେଖରପୁର ନନ୍ଦନବିହାରରେ ଭୟାବହ ଅଗ୍ନିକାଣ୍ଡ। ଭୋରରୁ ୩ ମହଲା କୋଠାରେ ଲାଗିଲା ନିଆଁ। ଏମ୍ବାସୀ ବାର ମାଲିକଙ୍କ ଘରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଛି। ହଠାତ ନିଆଁ ଦେଖି ଘର ମାଲିକଙ୍କ ସ୍ତ୍ରୀ ଓ ପିଲା ବାଥରୁମରେ ପଶିଯାଇଥିଲେ। ସାଓ୍ବାର ଖୋଲି ଦୀର୍ଘ ସମୟ…

ନିଖୋଜ କଲେଜ ଛାତ୍ରୀ ଉଦ୍ଧାର

କଣାସ: ରାଜୁଆ ନଦୀ ବ୍ରିଜ୍ ଉପରୁ ଡେଇଁ ନିଖୋଜ କଲେଜ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଗତକାଲି କଣାସ ଥାନା ଅନ୍ତର୍ଗତ ଗଡବଡପୁଟ ଗ୍ରାମର ଜଣେ ୧୮ ବର୍ଷୀୟା +୩ ଦ୍ୱିତୀୟ ବର୍ଷ କଳାରେ ପାଠ ପଢୁଥିବା ଛାତ୍ରୀ ଗାଁ ନିକଟରେ ଥିବା ମନ୍ଦାରବସ୍ଥ ବିଦ୍ୟୁତ୍ ମହାବିଦ୍ୟାଳୟକୁ ଯିବା ସମୟରେ ରାଜୁଆ ନଦୀ…

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସେଁପୁରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା

 ଭବାନୀପାଟଣା : ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସେଁପୁର ସରସ୍ବତୀଶିଶୁ ବିଦ୍ୟାମନ୍ଦିର ପରିସରରେ ବୁଧବାର ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି । ଏଥିରେ ବିଜ୍ଞାନରେ ୬୨ ଓ ଗଣିତରେ ୪୭ ଟି ପ୍ରକଳ୍ପ ଆସିଥିଲା । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଟିକଦେବ ସାହୁଙ୍କ…

କୁଆଖାଇ ନଦୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ: କଟକ ତ୍ରିଶୁଳିଆ ବେଲଗଛିଆ ନିକଟ କୁଆଖାଇ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳ ସମୟରେ ମୃତଦେହଟି ନଦୀ ମଝିରେ ଥିବା ପଠାରେ ଲାଗିଥିବାର ଦେଖି ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଏହାପରେ ଅଗ୍ନିଶମ ବାହିନୀ ପକ୍ଷରୁ ମୃତଦେହଟିକୁ ଉଦ୍ଧାର…