ଶିମିଳିପାଳରେ ୦ ଡିଗ୍ରୀ ଛୁଇଁଲା ସର୍ବନିମ୍ନ ତାପମାତ୍ରା,

ବାରିପଦା : ଶୀତର ପ୍ରକୋପରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ବେଳେ ଶିମିଳିପାଳ ଅଭୟାରଣ୍ୟର ତାପମାତ୍ରା ହ୍ରାସ ପାଇଛି। ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ…

ଜଟଣୀରେ ହେବ ଓଡ଼ିଶାର ପ୍ରଥମ ପଶୁଯତ୍ନ କେନ୍ଦ୍ର, ଗୋଟିଏ ଛାତ ତଳେ ମିଳିବ ସମସ୍ତ ସୁବିଧା

ଭୁବନେଶ୍ୱର : ବିଡିଏ ପକ୍ଷରୁ ରାଜଧାନୀରେ ପ୍ରଥମକରି ଏକ ପଶୁ ଯତ୍ନ କେନ୍ଦ୍ର (ପେଟ୍‌ କେୟାର ସେଣ୍ଟର୍‌) କରିବା ପାଇଁ ଯୋଜନା କରାଯାଇଛି। ଏଠାରେ ଗୃହପାଳିତ ପଶୁମାନଙ୍କୁ ଚିକିତ୍ସାଠାରୁ ଆରମ୍ଭ କରି ପୋଷା କୁକୁରଙ୍କୁ ସ୍ୱତନ୍ତ୍ର ତାଲିମ, ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟର ସଠିକ ଯତ୍ନ…

ଗାଡି ଚାଳକଙ୍କୁ ମିଳିବ ମାଗଣା ଚା’ – ପରିବହନ ମନ୍ତ୍ରୀ

ଭୁବନେଶ୍ୱର : ଏଣିକି ଗାଡି ଚାଳକଙ୍କୁ ମିଳିବ ମାଗଣା ଚା’। ରାତି ଅନିଦ୍ରା ହେଉଥିବା ଟ୍ରକ ଚାଳକଙ୍କୁ ରାସ୍ତା କଡରେ ଥିବା ଦୋକାନ ଓ ଢାବାରେ ମିଳିବ ମାଗଣା ଚା’। ଏନେଇ ଗୁରୁବାର ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିବା ନେଇ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ପକ୍ଷରୁ ସୂଚନା…

କେନ୍ଦ୍ରାପଡ଼ାର ବିକାଶ ସମୀକ୍ଷା କରିଥିଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ଭୁବନେଶ୍ୱର: ଯେଉଁମାନେ ପ୍ରକୃତରେ ଶୋଇଛନ୍ତି, ତାଙ୍କୁ ନିଦରୁ ଉଠାଇହେବ । କିନ୍ତୁ ଯେଉଁମାନେ ଚେଇଁ ଶୋଇଛନ୍ତି ବା ଶୋଇବାର ଅଭିନୟ କରୁଛନ୍ତି ସେମାନଙ୍କ ପାଇଁ କିଛି କରିହେବ ନାହିଁ ।  କେନ୍ଦ୍ରାପଡ଼ାର ବିକାଶ ସମୀକ୍ଷା ସମୟରେ ବିକାଶ ବିରୋଧୀଙ୍କ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି ଏମିତି କିଛି…

ମହାପୁରାଣ ଲକ୍ଷ୍ମୀପୁରାଣ

ମହାପୁରାଣ ଲକ୍ଷ୍ମୀପୁରାଣ ============= ମୁନି ପରାଶର ଏବଂ ଦେବର୍ଷି ନାରଦ ଦିନେ ବୁଲି ଆସି ମର୍ତ୍ତ୍ୟରେ ପହଞ୍ଚିଛନ୍ତି ଉତ୍କଳର ଶ୍ରୀଜଗନ୍ନାଥ ଧାମରେ l ସେ ଦିନ ମାର୍ଗଶୀର ମାସର ଗୁରୁବାର ଶୁକ୍ଳ ଦଶମୀ l ଘରେ ଘରେ ଗୃହିଣୀ ମାନେ ସୁଦ୍ଧ ପୂତ ହୋଇ ସୁଦଶାବ୍ରତର ଆୟୋଜନ କରୁଛନ୍ତି l ନାରଦ…

ସିନ୍ଧୁ ରାଜଜେମା

ସିନ୍ଧୁ ରାଜଜେମା =========== ନମସ୍ତେ ନମସ୍ତେ ମାତା ସିନ୍ଧୁ ରାଜଜେମା l ବର ବରିଥିଲୁ ମାଲୋ ନିଳାଦ୍ରୀ ଚନ୍ଦ୍ରମା ll କେତେ ଦଉଲତ ଦେଲେ ପିତା ରତ୍ନାକର l ଧନ ଆଣି ତୋଳାଇଲୁ ଦିବ୍ୟ ଶ୍ରୀମନ୍ଦିର ll ଶ୍ରୀକ୍ଷେତ୍ରର ତୁହି ସିନା ଅଟୁ ମାଆ ଶିରି l ତୋ ନାମେ ମନ୍ଦିର ବାସକରୁଛନ୍ତି ହରି…

ମହାବିନାୟକ

ମହାବିନାୟକ =========== ମାନ୍ଦ୍ରାଜ କଲିକତା ପାଞ୍ଚନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ଠାରୁ ୪କିଲୋମିଟର ଦୂରତାରେ ଯାଜପୁର ଜିଲ୍ଲାର ମହାବିନାୟକ ପାହାଡ଼ ଉପରେ ରହିଛି ପୁରାତନ ମହାବିନାୟକ ମନ୍ଦିର l ଓଡ଼ିଶାର କ୍ଷେତ୍ର ମାନଙ୍କ ମଧ୍ୟରେ ଏହା ଅନ୍ୟତମ କ୍ଷେତ୍ର l ଯାଜପୁରକୁ ବିରଜା…

ଉତ୍କର୍ଷ ଦିଗରେ ସ୍କିଲ୍‌ ଇନ ଓଡିଶା-ଟାଟା ପାୱାର ଓ ଦକ୍ଷତା ବିକାଶ ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଟାଟା ପାୱାର ସହ ମିଳିତ ଭାବେ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ କରାଯାଇଛି । ଏହି ଉପଲକ୍ଷେ ଆଜି ଖାରବେଳ ଭବନର ଦ୍ୱିତୀୟ ମହଲାସ୍ଥିତ ସମ୍ମିଳନୀ କକ୍ଷରେ ବିଭାଗର ପ୍ରମୁଖ…

୧ କେଜି ୮୦ ଗ୍ରାମ ବ୍ରାଉନସୁଗାର ଜବତ: ଜଣେ ଅଭିଯୁକ୍ତ ଗିରଫ,

କେନ୍ଦୁଝର: କେନ୍ଦୁଝର ଏନ୍‌ଏଚ୍-୨୦ର କୋଭିଡ ନିକଟରୁ ଏସ୍‌ଟିଏଫ୍ ୧ କେଜି ୮୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣକୁ ଗିରଫ କରିଛି। ଅଭିଯୁକ୍ତ ହେଲା କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ପୁରୁଣାବଜାର ଅଞ୍ଚଳର ପ୍ରଶାନ୍ତ ମାଝୀ। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଅଭିଯୁକ୍ତ ଶଙ୍କରପୁରର ମୁନା…

କଳିଙ୍ଗ ଷ୍ଟାଡିୟମ ସମ୍ମୁଖ ଭେଣ୍ଡିଙ୍ଗ୍‌ ଜୋନ୍‌ରେ ଅଗ୍ନିକାଣ୍ଡ; ୭ରୁ ଅଧିକ ଦୋକାନ ଭସ୍ମୀଭୁତ

ଭୁବନେଶ୍ବର: ଆଜି ପ୍ରତ୍ୟୁଷରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ର ଅପରପାର୍ଶ୍ବରେ ଥିବା ଭେଣ୍ଡିଙ୍ଗ୍‌ ଜୋନ୍‌ରେ ଅଗ୍ନିକାଣ୍ଡ ଯୋଗୁଁ ଅନ୍ୟୂନ ୭ଟି ଦୋକାନ ପୋଡ଼ି ଭସ୍ମୀଭୁତ ହୋଇଯାଇଛି।ପ୍ରାପ୍ତ ସୂଚନା ଅନୁସାରେ, ଭୋର୍‌ ପ୍ରାୟ ୫ଟା ବେଳେ ଭେଣ୍ଡିଙ୍ଗ୍‌ ଜୋନ୍‌ରେ ଅଗ୍ନିକାଣ୍ଡ ଘଟିଥିଲା।…