ଜାତୀୟ ପଲ୍ଲିଶ୍ରୀ ମେଳା ଉଦ୍‍ଯାପିତ,

କେନ୍ଦୁଝର: କାଳିପଡିଆ ଠାରେ ଚଳିତମାସ ୨୨ ତାରିଖ ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ‘ଗୋନାସିକା-କେନ୍ଦୁଝର ମହୋତ୍ସବ’ ପରିପ୍ରେକ୍ଷୀରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୩ ସୋମବାର ରାତିରେ ଉଦ୍‍ଯାପିତ ହୋଇଯାଇଛି। ଏହି ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳାର ଉଦଯାପନ ଉତ୍ସବରେ ମହିଳା ଓ ଶିଶୁ ବିକାଶ,…

ବଡଦିନରେ ବଣଭୋଜି ପାଇଁ କେନ୍ଦୁଝରକୁ ପର୍ଯ୍ୟଟକଙ୍କ ବେଶ୍‍ ଭିଡ ଲାଗିଛି।

କେନ୍ଦୁଝର: ବଣପାହାଡ଼ ଘେରା କେନ୍ଦୁଝର ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସୁଉଚ୍ଚ ଜଳପ୍ରପାତ ଏବଂ ପାହାଡ଼ିଆ ଶୀତକୁ ମନଭରି ଉପଭୋଗ ପାଇଁ ବଡଦିନ ଓ ନୂଆବର୍ଷ ପାଳନ ଅବସରରେ ବଣଭୋଜିର ମଜା ଉଠାଇବାକୁ କେନ୍ଦୁଝର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳି ମାନଙ୍କରେ ପର୍ଯ୍ୟଟକଙ୍କ ବେଶ୍‍ ଭିଡ ଲାଗିଛି।…

କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ୧୭ ଜଣଙ୍କୁ ମିଳିଲା ନୂତନ ନିଯୁକ୍ତି

ଯାଜପୁର: ଯାଜପୁର ଜିଲା କଳିଙ୍ଗ ନଗର ଶିଳ୍ପାଞ୍ଚଳରେ ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ନେଇ ବିଭିନ୍ନ ସମୟରେ ଦାବି ହୋଇଥିଲା।  କଳିଙ୍ଗନଗର ସ୍ଥିତ ଘରୋଇ କମ୍ପାନୀ ଜିନ୍ଦଲରେ ଦାନଗଦୀ-ସୁକିନ୍ଦାର ୧୭ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିଛି। ଏହାକୁ ଗୁରୁତ୍ୱ ଦେଇ ସ୍ଥାନୀୟ ବିଧାୟକ ତଥା…

ଭାରତ ରତ୍ନ ମହାନ ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ

ମାହାଙ୍ଗା: କଟକ ଜିଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ କୋଠପଦା ଠାରେ ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀ ଓ ସୁଶାସନ ଦିବସ ଅନୁଷ୍ଠିତ ହିଇଯାଇଛି। ବରିଷ୍ଠ ବିଜେପି ନେତା ଚୌଧୁରୀ ପ୍ରଭାତ କେଶରୀ ମିଶ୍ର ଏହି ଉତ୍ସବକୁ…

ବେଥେଲହାମ ତାରା

ବେଥେଲହାମ ତାରା =========== ଯୁଗ ଯୁଗାନ୍ତେ ଅଜ୍ଞାନ ଅନ୍ତେ ତୁମେ ହେ ଅବତର l ତୁମେ ତ ଯୀଶୁ ତୁମେ ତ ଆଲ୍ଲା ତୁମେ ତ ଯୋରାଷ୍ଟର ll ତୁମେ ତ ବୁଦ୍ଧ, ତୁମେ ତ ଜୈନ ତୁମେ ହେ କୃଷ୍ଣ ରାମ l ଅନେକ ମତ, ଅନେକ ପଥ ଏକା ହିଁ ତୁମ ଧାମ ll ଦୁଷ୍ଟ ଦଳନେ, ଶିଷ୍ଟ ପାଳନେ ଯୁଗ ଯୁଗର ଲୀଳା…

ବଡ଼ଦିନ ଓ ନୂଆବର୍ଷ ସୋମବାର ହେଲେ ବି ‌ଦର୍ଶକଙ୍କ ପାଇଁ ଖୋଲା ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ବାରଙ୍ଗ: ରାତି ପାହିଲେ ବଡ଼ଦିନ ଓ ସ‌ପ୍ତାହେ ପରେ ନୂଆବର୍ଷ-୨୦୨୪। କ୍ୟାଲେଣ୍ଡର ବର୍ଷ ୨୦୨୩ ଶେଷ ହେବାକୁ ଯାଉଥିବାରୁ ପର୍ଯ୍ୟଟନ ସ୍ଥଳୀଗୁଡିକରେ ଏବେ ପର୍ଯ୍ୟଟକମାନଙ୍କର ପ୍ରବଳ ଭିଡ଼ ରହୁଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଉଦ୍ଭିଦ ଉଦ୍ୟାନରେ ଦୂରଦୂରାନ୍ତରୁ ବହୁ ପର୍ଯ୍ୟଟକଙ୍କ ଗହଳି ଦେଖିବାକୁ…

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ପାଳିତ

ଭୁବନେଶ୍ୱର: ଆଜି ଜାତୀୟ ଉପଭୋକ୍ତା ଦିବସ ଅବସରରେ ରାଜ୍ୟ ସରକାରଙ୍କର ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଜାତୀୟ ଉପଭୋକ୍ତା ଦିବସର ରାଜ୍ୟସ୍ତରୀୟ ଉତ୍ସବ, ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ (ଏସ୍‌ଆଇସିଏ) ପକ୍ଷରୁ…

କନ୍ଧମାଳ: ବଡ଼ଦିନ ପାଇଁ ବଡ଼ ବ୍ୟବସ୍ଥା, ସମଗ୍ର ଜିଲା ଉତ୍ସବ ମୁଖର

ଫୁଲବାଣୀ: ରାତି ପାହିଲେ ବଡ଼ଦିନ। ଏହି ଦିନ ପାଇଁ କନ୍ଧମାଳ ଜିଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନ ପକ୍ଷରୁ କରାଯାଇଛି ବଡ଼ ବ୍ୟବସ୍ଥା। ସମଗ୍ର ଜିଲାରେ ଯେଭଳି ଭାବେ ଶାନ୍ତି ଶୃଙ୍ଖଳାର ସହିତ ବଡ଼ଦିନ ପାଳନ ହୋଇ ପାରିବ ସେଥି ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଛି। ବଡ଼ଦିନ ପାଇଁ ସମଗ୍ର ଜିଲା…

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲ୍ଲିକଙ୍କ ବିୟୋଗ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର : ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ମାନଗୋବିନ୍ଦ ମଲ୍ଲିକଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଅଞ୍ଚଳ ର ସ୍ବର୍ଗତ ମଲ୍ଲିକ ଦେଶ ର ସ୍ଵାଧୀନତା…

କାଉ ରାବିଲେଣି କାଆ

କାଉ ରାବିଲେଣି କାଆ ============== ଉଠ ଦୁଃଖିଧନ ମୋ ନୀଳରତନ କାଉ ରାବିଲେଣି କାଆ l ଉଠ ନୀଳମଣି ନେତ୍ରପ୍ରତିମା ମୋ ଡାକନ୍ତି ଯଶୋଦା ମାଆ ll ଘଣ୍ଟ, ଘଣ୍ଟା, ଝାଞ୍ଜ ବାଜଇ ମୃଦଙ୍ଗ ଉଠ ଉଠ ତେଜ ଶେଯ l ଉଦେହେଲେ ଭାନୁ ଶୁଭେ ସିଙ୍ଗାବେଣୁ ଉଠ ମୋ ନେତ୍ରପଙ୍କଜ ll ଆରେ ବଂଶୀଧର ନ କର…