Sign in
Sign in
Recover your password.
A password will be e-mailed to you.
Author
BB News Network 6410 posts 0 comments
ପୂଜାଷ୍ପଦ ହେଲା ଗୋଷ୍ପଦ ପୁଷ୍କର
ଭଗବାନ୍ ବିଷ୍ଣୁଙ୍କ ବରାହ ଅବତାର ବେଳର କଥା l ନିଜ ବଡ଼ପଣକୁ ନେଇ ଦିନେ ସୃଷ୍ଟିକର୍ତ୍ତା ବ୍ରହ୍ମା ଏବଂ ଭଗବାନ ବରାହଙ୍କ ମଧ୍ୟରେ କନ୍ଦଳ ଲାଗିଲା l ଏହି କଳହର ବିଚାରପାଇଁ ଉଭୟେ ଭଗବାନ୍ ଶଙ୍କରଙ୍କୁ ମଧ୍ୟସ୍ଥି ରଖିଲେ l ବିଚାରରେ ଶଙ୍କର ଗୋଟିଏ ସର୍ତ୍ତ ରଖି କହିଲେ,ମୋ ପାଦଠାରୁ ମସ୍ତକ…
ପୁରୁଷୋତ୍ତମ ଜଗନ୍ନାଥ
ପୁରୁଷୋତ୍ତମ ଜଗନ୍ନାଥ l
ସୃଷ୍ଟି ତୁ କରୁ ଆତଜାତ ll
ହେ ପ୍ରଭୁ ଜଗତର ପତି l
ଅଟୁ ତୁ ଜଗତର ଗତି ll
ତୁ ଅଟୁ ପ୍ରଭୁ ସର୍ବେଶ୍ୱର l
ଉତ୍ପତ୍ତି କାରଣ ବିଶ୍ୱର ll
ହେ ପ୍ରଭୁ ପରମ ପୁରୁଷ l
ପରମଧାମ ତୋର ବାସ ll
ଶାଶ୍ୱତ ଦିବ୍ୟ ରୂପ ତୋର l
ତୁ ଅଟୁ ଅଜନ୍ମା ଅମର ll
ତୁ ଅଟୁ ପ୍ରଭୁ…
Dr. Agarwal of Kolkata speaks on Lifestyle medicine at National Police Headquarter of Philippines.
Dr. Suresh Kumar Agarwal, President of International Institute of Lifestyle Medicine, Kolkata spoke on Lifestyle medicine for the senior officers of Philippines National Police at their Headquarter in Manila on 22nd November 2023, which was…
ବର୍ଷା,ବଜ୍ରପାତ ପାଇଁ ଏହି ଜିଲାକୁ ସତର୍କ ସୂଚନା ଜାରି
ଭୁବନେଶ୍ୱର : ଭୀଷଣ ବାତ୍ୟା ମିଗ୍ଜୋମ୍ ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ସହ ପାଗ କୋହଲା ରହିଛି। ମଙ୍ଗଳବାର ପାଇଁ ରାଜ୍ୟର କେତେକ ସ୍ଥାନରେ ବର୍ଷା,ବଜ୍ରପାତ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କୋରାପୁଟ, ମାଲକାନଗିରି ଏବଂ ରାୟଗଡାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ…
ମକା କ୍ଷେତ୍ର ପ୍ରଦର୍ଶନରେ ଉତ୍ସାହଜନକ ଅଗ୍ରଗତି, ଫସଲ ଉତ୍ପାଦନରେ ୫୧ ପ୍ରତିଶତ ବୃଦ୍ଧି
ଭୁବନେଶ୍ୱର: ୫ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷଙ୍କ ଭି.କେ. ପାଣ୍ଡିଆନ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ‘ମକା ମିସନ’ର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରିବା ସହିତ ଜନଅଭିଯୋଗ ଶୁଣାଣି ଭିତ୍ତିରେ ପାନ ଚାଷୀ, କିଆଫୁଲ ଚାଷୀ ଓ ଲେମନ୍ଗ୍ରାସ ଚାଷୀମାନଙ୍କର ବିଭିନ୍ନ…
ରାଜ୍ୟ ଜିଏସ୍ଟି ବିଭାଗ ପକ୍ଷରୁ ଧାମନଗରରେ ଚଢ଼ାଉ
ଭଦ୍ରକ: ଭଦ୍ରକ ଜିଲ୍ଲା ଧାମନଗର ହବିବନଗର ରେହମତ ଖାଁଙ୍କ ନାମରେ ବିଭିନ୍ନ ସମୟରେ ଜିଏସ୍ଟି ଫାଙ୍କିବା ଅଭିଯୋଗ ହୋଇଆସୁଥିଲା। ତେବେ ମଙ୍ଗଳବାର ରେହମତ୍ ଖାଁଙ୍କ ଘର ସମେତ ଦୋକାନ ଓ ମାଲ ଗୋଦାମ ଗୃହ ଉପରେ କମର୍ସିଆଲ ଆଣ୍ଡ ଜିଏସ୍ଟି ବିଭାଗ ପକ୍ଷରୁ ଚଢାଉ ଚାଲିଛି। ରାଜ୍ୟ କମର୍ସିଆଲ ଆଣ୍ଡ…
ରାଜ୍ୟ କ୍ୟାବିନେଟ୍ରେ ଅନୁମୋଦନ: ମୋଟର ଯାନ ବକେୟା ଟିକସ ଓ ଜରିମାନାର ହେବ ଏକକାଳୀନ ପରିଶୋଧ
ଭୁବନେଶ୍ୱର: ମଙ୍ଗଳବାରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଗୋପାଳପୁରରେ ଶିଳ୍ପ କରିଡର ପ୍ରତିଷ୍ଠା ପାଇଁ ଏଥିରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ସହ ଚୌଦ୍ୱାର ଓ ସମ୍ବଲପୁରରେ…
ରେବନ୍ତ ରେଡ୍ଡୀ ତେଲଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ
ହାଇଦ୍ରାବାଦ: ରେବନ୍ତ ରେଡ୍ଡୀ ତେଲଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ବିଧାୟକ ଦଳ ବୈଠକ ପରେ ସର୍ବସମ୍ମତିକ୍ରମେ କଂଗ୍ରେସ ହାଇକମାଣ୍ଡ ଏହି ନିଷ୍ପତ୍ତି ନେଇଛନ୍ତି। ଡିସେମ୍ବର ୭ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି।
ସୂଚନାଯୋଗ୍ୟ, ରେବନ୍ତ ୨୦୨୧ ଜୁଲାଇରେ ତେଲେଙ୍ଗାନା…
ପ୍ରଥମାଷ୍ଟମୀ
ଆମ ଓଡ଼ିଶା ଏକ ପର୍ବ ବହୁଳ ରାଜ୍ୟ l ଓଡ଼ିଆର ପରମଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଳି ତାର ମଧ୍ୟ ବାର ମାସରେ ତେର ପର୍ବ l ଏହି ପର୍ବମାନଙ୍କ ଭିତରୁ ଗୋଟିଏ ପ୍ରମୁଖପର୍ବ ହେଉଛି ପ୍ରଥମାଷ୍ଟମୀ l ମାର୍ଗଶୀର ମାସର, କୃଷ୍ଣ ପକ୍ଷର, ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଏ l ଆମର ପ୍ରଚଳିତ…