କାଇ ଚଟଣୀ ସମେତ ରାଜ୍ୟର ୮ ଉତ୍ପାଦକୁ ମିଳିଲା ଭୌଗଳିକ ସଂକେତ ଟ୍ୟାଗ
ଭୁବନେଶ୍ୱର : ରାଜ୍ୟର ୮ଟି ଉତ୍ପାଦକୁ ଭୌଗଳିକ ସଂକେତ ବା ଜିଆଇ ଟ୍ୟାଗ୍ ମିଳିଛି। ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ସାମାଜିକ ଗଣମାଧ୍ୟମ ଟ୍ୱିଟରରେ ଏହି ସୂଚନା ଦେଇଛି। ଏଥିରେ ଖଜୁରୀ ଗୁଡ଼, ମଗଜି , କାଇ ଚଟଣୀ, କଣ୍ଟେଇମୁଣ୍ଡି ବାଇଗଣ, ଏମ୍ବ୍ରୋଡରୀ ସାଲ୍, ରସାବଳି, କଳାଜିରା ଧାନ ଓ…