୨୪ ଘଣ୍ଟା ମଧ୍ୟରେ ୧୬ ଜିଲ୍ଲାରେ କାଳବୈଶାଖୀ

ଭୁବନେଶ୍ୱର: ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଅନ୍ୟପକ୍ଷରେ ମୌସୁମୀ ନିମ୍ନ ଚାପ-ରେଖା ଆଜି (ସୋମବାର) ତାର ସାଧାରଣ ଅବସ୍ଥାନ ଠାରୁ ଉତ୍ତରରେ ଅବସ୍ଥାନ କରୁଥିବାରୁ ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିଛି, ଏବଂ ଏହା ଆଜି ଉତ୍ତରପ୍ରଦେଶର…

ଟ୍ରକ ଧକ୍କାରେ ଦୁଇ କଲେଜ ଛାତ୍ରୀଙ୍କର ମୃତ୍ୟୁ

ବରଗଡ଼: ବରଗଡ଼ ଲରମ୍ଭା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାଦୋବାହାଲ କଲେଜରୁ ଫେରୁଥିବା ସମୟରେ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ଦୁର୍ଘଟଣାରେ ୨ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ମୃତଛାତ୍ରୀ ହେଲେ ଅନୁପମା ମଲ୍ଲିକ ଓ ଜୟଶ୍ରୀ…

ଓଡ଼ିଶାରେ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର: ଖୁବ୍ ଶୀଘ୍ର ଓଡ଼ିଶାକୁ ମିଳିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ। ଏହା ରାଉରକେଲାରୁ ଭୁବନେଶ୍ୱର ଯାଏଁ ଯାତ୍ରା କରିବ। ଏଥିଲାଗି ରୋଡଚାର୍ଟ ପ୍ରସ୍ତୁତ ହୋଇସାରିଛି। ଏନେଇ ଆଜି ଭୁବନେଶ୍ୱରରେ ଆଜି ରାଜଧାନୀ ଏକ୍ସପ୍ରେସରେ ତେଜସ୍ କୋଚର ଶୁଭାରମ୍ଭ କରିବା ଅବସରରେ ଏହି ଘୋଷଣା…

ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୧୬ରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି |୧୬ ତାରିଖରେ ବିଜେପିର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ୧୭ ତାରିଖରେ ଚାଟାର୍ଡ ଆକାଉଣ୍ଟାଣ୍ଟ ସମ୍ମିଳନୀରେ ମଧ୍ୟ ଯୋଗ ଦେବେ |ଏହି ଦୁଇ ଦିନିଆ ଗସ୍ତ ସମୟରେ ପୁରୀ ଯାଇ…

ସ୍ୱାଧୀନତା ଦିବସ ଅବସରରେ ୯୫୪ ପୁଲିସ କର୍ମୀଙ୍କୁ ମିଳିବ ପୁଲିସ ପଦକ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶର ମୋଟ୍‌ ୯୫୪ ଜଣ ପୁଲିସ କର୍ମୀଙ୍କୁ ପୁଲିସ ପଦକ ପ୍ରଦାନ କରାଯିବ। ବୀରତା ପାଇଁ ସିଆରପିଏଫ୍ କର୍ମୀ ଅତିରିକ୍ତ କମାଣ୍ଡାଣ୍ଟ ଲୌକ୍ରକପାମ୍‌ ଇବୋମଚା ସିଂ ରାଷ୍ଟ୍ରପତି ପଦକ ପାଇବା ଲାଗି ମନୋନୀତ ହୋଇଛନ୍ତି । ୨୨୯ ପୁଲିସ କର୍ମୀଙ୍କୁ ସାହସିକତା…

ଶିଶୁକନ୍ୟାକୁ ଧରି ନଦୀକୁ ଡେଇଁଲେ ବାପା

କଟକ: ଛୁଆକୁ ଧରି ନଦୀକୁ ଡେଇଁଲା ବାପା । ପାରିବାରିକ କଳହରୁ ୯ମାସର ଛୁଆକୁ ଧରି ବାପା ପାଣିକୁ ଡେଇଁଲାଥିବା କୁହାଯାଉଛି । ସ୍ଥାନୀୟଲେକେ ଛୁଆକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ବାପାର ମିଳୁନି ପତ୍ତା । ବାପା ନିଖୋଜ, ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେସନ । ସଇଁଦା ନିକଟ…

ବୋଟରୁ ଖସି ଧୀବର ନିଖୋଜ

ଭଦ୍ରକ/ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଧାମରା ମାଛଧରା ବନ୍ଦରରେ ରବିବାର ଅପରାହ୍ନରେ ଜଣେ ଧୀବର ବୋଟରୁ ଖସି ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ହେଲେ ବିଜୟ ନାୟକ (୨୪)। ନିଖୋଜ ବ୍ୟକ୍ତିଙ୍କ ଘର କରଣପଲ୍ଲୀ ପଂଚାୟତ କୁଆମରା ଗ୍ରାମର ବୋଲି ସୂଚନା ମିଳିଛି। ଧାମରା ମେରାଇନ ଥାନାଧିକାରୀଙ୍କ…

ଗନ୍ଧର୍ବ ଅଙ୍ଗାରପର୍ଣ୍ଣ କଥା

ମହାଭାରତରୁ ଏକ ସୁନ୍ଦର କଥା l ପାଣ୍ଡବମାନେ ଜତୁ ଗୃହରୁ ରକ୍ଷା ପାଇଯାଇ ଏକଚକ୍ର ନଗରରେ ଗୁପ୍ତ ଭାବେ ମାତା କୁନ୍ତୀଙ୍କ ସହ ଜଣେ ବ୍ରାହ୍ମଣଙ୍କ ଗୃହରେ ବାସକରୁଥାନ୍ତି l ଏହି ସମୟରେ ପାଞ୍ଚାଳ ଦେଶରୁ ଜଣେ ବ୍ରାହ୍ମଣ ଆସି ପହଞ୍ଚିଲେ l ବ୍ରାହ୍ମଣ ବେଶି ପାଣ୍ତବମାନଙ୍କୁ ସେ କହିଲେ,…

ଓଡ଼ିଶା ସୀମାରେ ହାଇଆଲର୍ଟ

ଝାରଖଣ୍ଡ: ଝାରଖଣ୍ଡ ଚାଇବାସା ଜଙ୍ଗଲରୁ ଠାବ ହେଲା ମିଶିର ବିଶ୍ରାର ବଙ୍କର । ହାଡକୋର ମାଓବାଦୀ ମିଶିର ବିଶ୍ରାର ବଙ୍କର ଠାବ କରିଛି ମିଳିତ ସେନା ବାହିନୀ । ମିଶିର ସିପିଆଇ ମାଓବାଦୀ ସଙ୍ଗଠନର ସେଣ୍ଟ୍ରାଲ କମିଟି ସଦସ୍ୟ ତଥା ପୂର୍ବାଞ୍ଚଳ ଜୋନ ପ୍ରମୁଖ । ଠାବ ହୋଇଥିବା ବଙ୍କର ମଧ୍ୟରୁ ଜବତ…

୧୧ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା । ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଥିବା ବେଳେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି ।…