ଡବଲିନ୍‌ରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’

ଡବଲିନ/ଭୁବନେଶ୍ବର: ଯୁବ ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ମିତ ଓ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’ ବିଦେଶରେ ପ୍ରଦର୍ଶିତ ହୋଇଛି। ଜଗନ୍ନାଥଙ୍କ କୃପାରୁ ଏହି ଚଳଚ୍ଚିତ୍ରଟି ଗତ ୧୩ ତାରିଖରେ ଡବଲିନ୍‌ର ସାଇଣ୍ଟୋଲୋଜି କମ୍ୟୁନିଟି ସେଣ୍ଟରରେ ପ୍ରଦର୍ଶିତ…

ହନୁମାନ ପଇସା ବିକ୍ରି କରି ଧନୀ ହେବାର ସ୍ବପ୍ନ ଦେଖିଥିଲେ, ଧରାପଡ଼ିଗଲେ ୩ ଅଭିଯୁକ୍ତ

ରେଢାଖୋଲ: ଆଜିକାଲି ଅନେକ ଲୋକ ବିନା ପରିଶ୍ରମରେ ଲକ୍ଷପତି ବା କୋଟିପତି ହେବାକୁ ଚାହୁଁଛନ୍ତି। ସତ୍‌ ଉପାୟରେ କମ ପରିଶ୍ରମରେ ବହୁତ କମ ସମୟରେ ଧନୀ ହେବା ସହଜ ନୁହେଁ। ତେଣୁ ଅନେକ ଲୋକ ଅସାଧୁ ତଥା ବିକଳ୍ପ ଚିନ୍ତା କରନ୍ତି। ନିଶା ବେପାର ହେଉ କି ଅନ୍ୟ କିଛି ଅସାଧୁ କାମ କରି ଟଙ୍କା…

ଟିଟିଲାଗଡ଼କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବି: ୧୨ ଘଣ୍ଟିଆ ବନ୍ଦ ପାଳନ

ଟିଟିଲାଗଡ଼: ଟିଟିଲାଗଡ଼କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ପାଳନ ହେଉଛି। ଏହାଫଳରେ ଜନଜୀବନ ପ୍ରଭାବିତ। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳିତ ହେଉଛି। ଆଜି ଟିଟିଲାଗଡ଼ରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ,…

ଦୁଇ ରାଜ୍ୟରେ ପ୍ରକୃତିର ତାଣ୍ଡବ, ମୃତ୍ୟୁସଂଖ୍ୟା 81କୁ ବୃଦ୍ଧି

ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରାକୃତିକ ବିପର୍ଯ୍ୟୟ ତାଣ୍ଡବ ରଚିଛି। ମାତ୍ର 3 ଦିନ ମଧ୍ୟରେ 81 ଜଣଙ୍କ ଜୀବନ ଗଲାଣି। ଲଗାଣ ବର୍ଷା ସାଙ୍ଗକୁ ଭୂସ୍ଖଳନ ଆଖି ପିଛୁଳାକେ ଜୀବନ ନେଇଯାଉଛି ତ ପୁଣି ଜୀବିକା ଉଜାଡି ଦେଉଛି। ବର୍ତ୍ତମାନ ସୁଦ୍ଧା 10 ହଜାର କୋଟିର ସମ୍ପତ୍ତି ନଷ୍ଟ ହୋଇ…

ଜହ୍ନ ଅଭିମୁଖେ ଚନ୍ଦ୍ରଯାନ-3, ଆଜି ଅଲଗା ହେବ ଲ୍ୟାଣ୍ଡର୍ ବିକ୍ରମ

ନୂଆଦିଲ୍ଲୀ: ପାଖଉଛି ଚନ୍ଦ୍ର, ବଢୁଛି ଉତ୍କଣ୍ଠା। କଠିନ ପର୍ଯ୍ୟାୟରେ ପ୍ରବେଶ କରିଛି ଚନ୍ଦ୍ରଯାନ-୩। ଏବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ସୋପାନରେ ଚନ୍ଦ୍ରଯାନ-୩ ରହିଛି। ଆଜି ଅଲଗା ହେବେ ପ୍ରପଲସନ ଓ ଲ୍ୟାଣ୍ଡର ମୋଡ୍ୟୁଲ। ଅର୍ଥାତ ଲ୍ୟାଣ୍ଡର ବିକ୍ରମ ଆଜି ଚନ୍ଦ୍ରଯାନରୁ ଅଲଗା ହେବ। ଏହା ମଧ୍ୟରେ…

ବଜ୍ରପାତରେ ଜଣେ ମହିଳା ସମେତ ୭ ମୃତ; ୧୦ ଆହତ

ବାଲେଶ୍ୱର/ଭଦ୍ରକ|: ବଜ୍ରପାତରେ ଦୁଇଟି ଜିଲ୍ଲାରେ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ଜଣ ଆହତ ହୋଇଛନ୍ତି। ଘଟଣା ଘଟିଛି ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ। ଗତକାଲି ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବସ୍ତା ଓ ବାଲେଶ୍ୱର…

ପୁରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ, ଶ୍ରୀଜୀଉଙ୍କୁ କଲେ ଦର୍ଶନ

ପୁରୀ: ପୁରୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କଲେ। ବେଢା ପରିକ୍ରମା, ପାର୍ଶ୍ଵ ଦେବାଦେବୀ ଓ ବିମଳା ମନ୍ଦିରରେ କଲେ ଦର୍ଶନ। ଭିତର କାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିଥିବା ବେଳେ କିଛି ଦାନ ମଧ୍ୟ ପ୍ରଦାନ କରିଛନ୍ତି। ପ୍ରଶାସନ…

ଘାଟିରେ ମୁହାଁମୁହିଁ ହେଲେ ଯାତ୍ରୀବାହୀ ବସ୍‌ ଓ ଟ୍ରକ୍‌

ମୟୂରଭଞ୍ଜ: ଘାଟିରେ ମୁହାଁମୁହିଁ ହେଲେ ଲୁହା ପଥର ବୋଝେଇ ଟ୍ରକ୍‌ ଓ ଯାତ୍ରୀବାହୀ ବସ୍‌। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ବସ୍‌ ଯାତ୍ରୀ। ଆଜି ପୂର୍ବାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି।‘ବାସୁଦେବ’…

ଟିଟିଲାଗଡ଼ ନିକଟରେ ୮ଟି ବଗିକୁ ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍‌ର ଇଞ୍ଜିନ୍‌

ବଲାଙ୍ଗୀର: କୋଇଲା ବୋଝେଇ ୮ଟି ବଗିକୁ ଛାଡ଼ି ମାଲବାହୀ ଟ୍ରେନ୍‌ର ଇଞ୍ଜିନ ଆଗକୁ ପଳାଇଛି। ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନ୍‌ରେ ବୁଧବାର ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଛି। ଟିଟିଲାଗଡ଼-ସମ୍ବଲପୁର ରେଳଲାଇନ୍‌ର ଗୁଂଜିତରା ନିକଟରେ ଆଜି ଅପରାହ୍‌ଣ ସାଢ଼େ ୪ଟାରେ ଏଭଳି ପରିସ୍ଥିତି…

ବିମାନବନ୍ଦରରୁ ତ୍ରିଶୁଳିଆ ମଧ୍ୟରେ ରହିବ ୧୮ଟି ରେଳ ଷ୍ଟେସନ୍‌

ଭୁବନେଶ୍ବର: ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପକୁ ନେଇ ଏହାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର) ଚୂଡ଼ାନ୍ତ ହୋଇଥିବା ନେଇ ବୁଧବାର ଜଣାପଡ଼ିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରାୟ ୨୬କିଲୋମିଟର ମଧ୍ୟରେ ୧୮ଟି ଷ୍ଟେସନ ରହିବ ବୋଲି ଡିପିଆରରୁ…