ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ
==================
ମହର୍ଷି ବାଲ୍ମୀକି ବ୍ରହ୍ମଜ୍ଞାନ ଲାଭକରି ତମସାନଦୀ ତଟରେ ଆଶ୍ରମ ଗୋଟିଏ ସ୍ଥାପନକରି ରହୁଥାନ୍ତି l ତମସା ତୀରରେ ସେ ବିଚରଣ କରୁଥିଲା ବେଳେ ଦିନେ ଦେବର୍ଷି ନାରଦଙ୍କ ସହିତ ତାଙ୍କର ସାକ୍ଷାତ ହେଲା l ବାଲ୍ମୀକି ମୁନିଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି…