୨୧ରୁ ସର୍ବଭାରତୀୟ ଲାଲମନି କ୍ରିକେଟ ଫେଷ୍ଟ ଆରମ୍ଭ ା

ସୁବର୍ଣ୍ଣପୁର-ବହୁ ପ୍ରତିକ୍ଷିତ ସର୍ବ ଭାରତୀୟ ଲାଲମନି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏଥର ନୂଆ ରୂପରେ ଆୟୋଜିତ ହେବ। ଦୀର୍ଘ ଦିନ ପରେ ପ୍ରଥମ ଥର ପାଇଁ ଟର୍ଫ ପିଚ୍‌ରେ କ୍ରିକେଟ ମ୍ୟାଚ ଖେଳାଯିବ । ଆସନ୍ତା ୨୧ ରୁ ୨୮ ତାରଖ ଯାଏଁ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି ଏକ ସାମ୍ବାଦିକ…

ଜାନୁୟାରୀ ୧୯ରୁ ପୁରନ୍ଦର ନାଟକ ମହୋତ୍ସବ ଆରମ୍ଭ ା

ସୁବର୍ଣ୍ଣପୁର - ଜାନୁଆରୀ ୧୯ ରୁ ୨୧ ତାରିଖ ସୁବର୍ଣ୍ଣପୁରରେ ଆୟୋଜିତ ହେବ ପୁରନ୍ଦର ନାଟକ ମହୋତ୍ସବ । ସହରର ରୟାଲ ପଡିଆ ଠାରେ ତିନି ଦିନ ଧରି ଏହି ନାଟକ ମହୋତ୍ସବରେ ପଶ୍ଚିମ ଓଡିଶାର ସାତୋଟି ନାଟକ ଅନୁଷ୍ଠାନ ଦ୍ବାରା ନିଜ ନିଜର ନାଟକ ପରିବେଷଣ କରାଯିବ । ଲୋକ ସଂସ୍କୃତିକୁ ବଞ୍ଚାଇ ରଖିବା…

କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କଲେ ଗମାଙ୍ଗ ପରିବାର

ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ କୋରାପୁଟ ସାଂସଦ ହେମା ଗମାଙ୍ଗ ଏବଂ ପୂର୍ବତନ ବରଗଡ଼ ସାଂସଦ ସଞ୍ଜୟ ଭୋଇ ଆଜି ଏଆଇସିସି ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାରଙ୍କ ଉପସ୍ଥିତିରେ କଂଗ୍ରେସ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗମାଙ୍ଗ ପରିବାର ଜାନୁଆରି ୧୭…

କଳିଙ୍ଗ ନଗର ସ୍ପୋର୍ଟସ କମ୍ପ୍ଲେକ୍ସ ଏବଂ ଶିଶୁ ଯତ୍ନ ପ୍ରତିଷ୍ଠାନର ଶିଳାନ୍ୟାସ

ଯାଜପୁର: ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଯଖପୁରା ଠାରେ ଅତ୍ୟାଧୁନିକ କଳିଙ୍ଗ ନଗର ସ୍ପୋର୍ଟସ କମ୍ପ୍ଲେକ୍ସ ଓ ଶିଶୁ ଯତ୍ନ ପ୍ରତିଷ୍ଠାନର ଶିଳାନ୍ୟାସ କରିଛନ୍ତି ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ। ସେ କହିଛନ୍ତି ଏହି…

ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ

 କନ୍ଧମାଳ: କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏମ. ସି. ଏସ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଜାତୀୟ ଆଲୋଚନା ଚକ୍ର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଆଲୋଚନାର ବିଷୟ ଥିଲା ଭାରତୀୟ ଗଣତନ୍ତ୍ର.. ସମସ୍ୟା ଓ ଆହ୍ୱାନ। ମୁଖ୍ୟ ଅତିଥିଭାବେ…

ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ବରଗଡ଼ : ବରଗଡ଼ ଜିଲ୍ଲା ଅତାବିରା ଏନ୍ ଏସି ଅନ୍ତର୍ଗତ ବ୍ଲକ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ ଏହାକୁ ଉଦଘାଟନ କରିଥିଲେ। ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ଏଥିରେ ସାମିଲ ହୋଇ…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଇଭିଏମ୍ ଓ ଭିଭିପାଟ୍ ମେସିନ୍ ସଚେତନତା…

ସୁବର୍ଣ୍ଣପୁର -ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଓ ସୋନପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ଇଭିଏମ ଓ ଭିଭିପାଟ ପ୍ରଦର୍ଶନୀ କେନ୍ଦ୍ର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ବିମଳେନ୍ଦୁ ରାୟଙ୍କ ଦ୍ବାରା…

ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ; ଜାତୀୟ ଯୁବ ସପ୍ତାହ ପାଳିତ

ବୋଲଗଡ ବ୍ଲକ୍ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମରେ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ଜାତୀୟ ଯୁବ ସପ୍ତାହ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ସ୍ବାମୀ ଭାଗବତାନନ୍ଦ ମହାରାଜାଙ୍କ ମାର୍ଗଦର୍ଶନରେ ସଭାପତି ବିଜୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ; ଜାତୀୟ ଯୁବ ସପ୍ତାହ ପାଳିତ

ବୋଲଗଡ ବ୍ଲକ୍ ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମରେ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଉପଲକ୍ଷେ ଜାତୀୟ ଯୁବ ସପ୍ତାହ ପାଳିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ସ୍ବାମୀ ଭାଗବତାନନ୍ଦ ମହାରାଜାଙ୍କ ମାର୍ଗଦର୍ଶନରେ ସଭାପତି ବିଜୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…