ଆଜି ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ ନୀତୀଶ କୁମାର
ବିବି ନିୟୁଜ ବ୍ୟୁରୋ : ବିହାର ବିଧାନସଭାରେ ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ ମହାମେଣ୍ଟ ସରକାର । ଏଥିପାଇଁ ବିଧାନସଭାରେ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଛି । ଆଜି ଗୃହରେ ବହୁମତ ସାବ୍ୟସ୍ତ କରିବେ ନୀତିଶ ସରକାର । ଏହା ମହାମେଣ୍ଟ ତଥା ନୀତୀଶ- ତେଜସ୍ୱୀ ସରକାରଙ୍କ ଅସଲ ପରୀକ୍ଷା…