ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିନନ୍ଦନ
ନୂଆଦିଲ୍ଲୀ : ଭାରତ ବିରୁଦ୍ଧରେ ବିଷ ଓଗାଳୁଥିବା ମୌଲାନା ମମୁନାଲ୍ ହକ୍ଙ୍କ ଏକ ବଡ଼ ପରାଜୟ ଘଟିଛି। ବାଂଲାଦେଶ ଖିଲାଫତ୍ ମଜଲିସ୍ ପ୍ରାର୍ଥୀ ମମୁନାଲ୍ ହକ୍ ଢାକାର ୧୩ ଆସନରୁ ନିର୍ବାଚନ ହାରିଛନ୍ତି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ର ବବି ହଜାଜ୍ ନିର୍ବାଚନରେ ବିଜୟୀ…