ମୁମ୍ବାଇରେ ରାଜ୍ୟ ସ୍ତରୀୟ ଲୋକ ସାହିତ୍ୟିକ ମହୋତ୍ସବ ଅନୁଷ୍ଠିତ ।

ମୁମ୍ବାଇ : ରବିବାର ୨୮/୮ ତାରିଖ ଦିନ ମହାରାଷ୍ଟ୍ରର ରାଜଧାନୀ ଓ ଭାରତର ପ୍ରମୁଖ ସହର ମୁମ୍ବାଇ ଉଲ୍ଲାସ ନଗରରେ ଲୋକସାହିର ଆନ୍ନାଭାଉ ସାଠେ ଲୋକ ସାହିତ୍ୟିକ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଏହି ଉତ୍ସବ ସମାରହରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ଅନୁଷ୍ଠାନ ଓ ବ୍ୟକ୍ତି…

ଦେବାଶିଷ ମହାନ୍ତିଙ୍କୁ ଜୀବନ ବ୍ୟାପୀ ସାଧନ କ୍ରୀଡ଼ା ପୁରସ୍କାର ପ୍ରଦାନ ।

ଭୁବନେଶ୍ୱର : (ବିବି ନିୟୁଜ ବ୍ୟୁରୋ) ଜାତୀୟ କ୍ରୀଡା ଦିବସ ଅବସରରେ ଆଜି ଲୋକ ସେବା ଭବନର କନଭେନସନ୍ ହଲରେ ୨୦୨୧ବର୍ଷ ପାଇଁ ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଉଛି। ଚଳିତ ବର୍ଷ ଓଡ଼ିଆ କିମ୍ବଦନ୍ତୀ କ୍ରିକେଟର ତଥା BCCI ଚୟନ କର୍ତ୍ତା ଦେବାଶିଷ ମହାନ୍ତିଙ୍କୁ ଜୀବନ…

ହକି ତାରକା ଅମିତ ରୋହିଦାସଙ୍କ ହକି-ଜୀବନ-କାହାଣୀ।

ହକି ଅଲିମ୍ପିଆନ ଅମିତ ରୋହିଦାସଙ୍କ ସହିତ ସାକ୍ଷାତକାର । ନିଜ ସଂଘର୍ଷ ଓ ସଫଳତାର ଲମ୍ବା କାହାଣୀ କହିଲେ ଅମିତ ଦେଶକୁ ଗର୍ବିତ କରିବା ପାଇଁ ଆଗକୁ ବି ପରିଶ୍ରମ ଜାରି ରହିବ : ଅମିତ (ସୁନ୍ଦରଗଡ଼, ସଉନାମୁରାରୁ ପ୍ରୀତିବର୍ଦ୍ଧନ ନାୟକ ଓ ଭୁବନେଶ୍ୱରରୁ ଶୁଭଶ୍ରୀ ନାୟକ): ଜାତୀୟ ଓ…

ବଦଳିଲେ ଜି . ଉଦୟଗିରି ଥାନା ଅଧିକାରୀ ।

କନ୍ଧମାଳ : ଜି. ଉଦୟଗିରି: ଜି ଉଦୟଗିରୀ ଥାନା ଅଧିକାରୀ ରେବତୀ ଶବରଙ୍କୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯିବା ପରେ ଜି ଉଦୟଗିରିରେ ନୂତନ ଥାନା ଅଧିକାରୀ ଭାବେ ଅଜୟ କୁମାର ସ୍ବାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ଶ୍ରୀ ସ୍ବାଇଁ ଟିକାବାଲି ଥାନାର ଅଧିକାରୀ ଭାବେ ଦାୟିତ୍ଵ…

ଅଗ୍ନିଶମବାହିନୀରେ ଗଢାହେବ ଷ୍ଟ୍ରାଇକିଂ ଫାୟାର ଫୋର୍ସ ।

ଭୁବନେଶ୍ୱର :୨୯/୦୮ ବିପର୍ଯ୍ୟୟ ସମୟରେ ତ୍ବରିତ ଉଦ୍ଧାର କାର୍ଯ୍ୟ ପାଇଁ ନିୟୋଜିତ ହେବେ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ରହିବ ଏହାର ୩ଟି ୟୁନିଟ୍ ସୃଷ୍ଟି ହେବ ୧୪୪ଟି ପଦବୀ । ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଯିବା…

କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଦୁର୍ଗାପୂଜା ଓ ଭସାଣି ଉତ୍ସବ ନିମନ୍ତେ ପ୍ରସ୍ତୁତି, ଆଲୋଚନା ସଭା

କଟକ : ୨୮/୮ ଆଜି କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ଦୁର୍ଗାପୂଜା ଓ ଭସାଣି ଉତ୍ସବ ନିମନ୍ତେ ପ୍ରସ୍ତୁତି ସଭା ବିଡାନାସୀ ଦୁର୍ଗାପୂଜା କମିଟିର ସହଯୋଗରେ ସ୍ଥାନୀୟ ବିଡାନାସୀସ୍ଥିତ ଶ୍ରୀ ଶ୍ରୀ ଚହଟେଶ୍ବର ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାକୁ କଟକ ମହାନଗର ଶାନ୍ତି କମିଟି…

ବିଧାନସଭାରେ ଶକ୍ତି ପ୍ରଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ନୂଆଦିଲ୍ଲୀ : ଆମ୍‌ ଆଦମୀ ପାର୍ଟି ବନାମ ବିଜେପି। ଦିଲ୍ଲୀରେ ଚାଲିଛି ଅପରେସନ୍‌ ଲୋଟସ୍‌ ଭର୍ସେସ୍‌ ଦୁର୍ନୀତି। ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଆପ୍‌। ଦିଲ୍ଲୀରେ ଆପ୍‌ ସରକାରଙ୍କୁ ଭାଙ୍ଗିବା ପାଇଁ ବିଜେପି ଚେଷ୍ଟା କରୁଥିବା ଦାବି ଭିତରେ ଆଜି ବିଧାନସଭାରେ ଶକ୍ତି ପ୍ରଦର୍ଶନ କରିଛନ୍ତି…

ବିନା ଅନୁମତିରେ ଯାଞ୍ଚ କରିପାରିବନି ସିବିଆଇ :

ଭୁବନେଶ୍ୱର : ବିହାରରେ ସରକାର ପରିବର୍ତନ ହେବାପରେ ସିବିଆଇ ଲଗାତର ଭାବରେ ରାଜ୍ୟରେ ଚଢ଼ାଉ କରିଚାଲିଛି । ଅନେକ ଆରଜେଡି ନେତାଙ୍କ ଘର ଏବଂ ଅନ୍ୟାନ୍ୟ ସ୍ଥାନରେ ଏହି ଚଢ଼ାଉ କରାଯାଉଛି। ତେବେ ଏହାରି ଭିତରେ ବିହାର ସରକାର ସିବିଆଇକୁ ଯାଞ୍ଚର ଅନୁମତି ଦେବା ବନ୍ଦ କରିପାରନ୍ତି ବୋଲି ଖବର…

ମହାଭାରତ ଲେଖିଲେ ଶ୍ରୀଗଣେଶ

ମହର୍ଷି ବ୍ୟାସଦେବ ସୁଦୀର୍ଘ ସାଧନା କରି ବିଶାଳ ମହାଭାରତ ଗ୍ରନ୍ଥର ପରିକଳ୍ପନା କରିଥାନ୍ତି l ତାଙ୍କ ପରିକଳ୍ପିତ ଗ୍ରନ୍ଥ ଏତେ ବିଶାଳ ଥାଏ ଯେ,ଏହାକୁ ଲିପିବଦ୍ଧ କରିବା ବହୁ କଷ୍ଟସାଧ୍ୟ ଥାଏ l ସେ ଚିନ୍ତା କରୁଥାନ୍ତି, କେହି ଜଣେ ବିଚକ୍ଷଣ ତଥା ବୁଦ୍ଧିମାନ ପଣ୍ଡିତ ମିଳନ୍ତେ କି,ଯାହାଙ୍କୁ…

କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ସମ୍ବର୍ଦ୍ଧନା ମହୋତ୍ସବ।

କେନ୍ଦୁଝର : ୨୮/୮  ଜିଲ୍ଲା ସଂସ୍କୃତି ଭବନରେ କେନ୍ଦୁଝର ଜିଲ୍ଲା ଯାଦବ ମହାସଭା ସଭାପତି ପ୍ରଦୀପ କୁମାର ବାରିକ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି ।ଉତ୍କଳ ଯାଦବ ମହାସଭା ସଭାପତି ଆଶୀର୍ବାଦ ବେହେରା ଉତ୍ସବକୁ ଉଦଘାଟନ କରିଥିଲେ ।ଭୁବନେଶ୍ୱର…