ଶ୍ରୀରାମ ପଞ୍ଚରତ୍ନ ସ୍ତୋତ୍ର
ଶ୍ରୀରାମ ପଞ୍ଚରତ୍ନ ସ୍ତୋତ୍ର
==============
ଶ୍ରୀ ଶଙ୍କରାଚାର୍ଯ୍ୟ କୃତ ମୂଳ ସଂସ୍କୃତ
ଶ୍ଲୋକର ଭାବାନୁବାଦ :-
(1)
କଞ୍ଜାତପତ୍ର ପରାୟେ ଆୟତ୍ତ ଲୋଚନ l
କର୍ଣ୍ଣେ କୁଣ୍ଡଳ, ଉଜ୍ଜଳ ଅତି ଶୋଭାବନ ll
ସୂର୍ଯ୍ୟବଂଶେ ଜାତ ପ୍ରଭୁ କାରୁଣ୍ୟହରଣ l
କରୁଣାବତାର ନମେ ଶ୍ରୀ ରାମ ଲକ୍ଷ୍ମଣ…