କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ସ୍ଥିତି ଅପରିବର୍ତ୍ତିତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲାରେ ପ୍ରବାହିତ ମହାନଦୀର ଶାଖା ଲୁଣା, କରାଣ୍ଡିଆ, ପାଇକା ଓ ଚିତ୍ରୋପିଳା ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉଦ୍ଧ୍ୱର୍ରେ ପ୍ରବାହିତ ହେବା ଫଳରେ ନଦୀଘେର ମଧ୍ୟରେ ଥିବା ଗ୍ରାମ ଗୁଡ଼ିକରେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ଅନ୍ୟପକ୍ଷରେ ୧୭ଟି…

ଉଚ୍ଚଶିକ୍ଷାମନ୍ତ୍ରୀଙ୍କୁ ପଟ୍ଟାମୁଣ୍ଡାଇ କଲେଜ ପକ୍ଷରୁ ସମ୍ବର୍ଦ୍ଧନା ଓ ଦାବିପତ୍ର

ପଟ୍ଟାମୁଣ୍ଡାଇ: ରାଜ୍ୟ ଉଚ୍ଚଶିକ୍ଷାମନ୍ତ୍ରୀ ଇଂ ରୋହିତ ପୂଜାରୀ ଆଜି ରାଜନଗର ଅଂଚଳ ଗସ୍ତରେ ଯାଉଥିବାବେଳେ ପଟ୍ଟାମୁଣ୍ଡାଇ କଲେଜ ମୁଖ୍ୟ ଫାଟକ ନିକଟରେ କଲେଜ ପକ୍ଷରୁ ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କଲେଜ ଅଧକ୍ଷ ପ୍ରଫେସର ପ୍ରଭାକର ରାଉତଙ୍କ ନେତୃତ୍ୱରେ…

କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହେବା ଆଶଙ୍କା

ମହାନଦୀ ଆସିଥିବା ପ୍ରବଳ ବନ୍ୟା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବାହିତ ପାଇକା, ଚିତ୍ରୋପିଳା, କରାଣ୍ଡିଆ, ଲୁଣା ଓ ବିରୁପା ନଦୀ ବିପଦ ସଙ୍କେତ ଊଦ୍ଧ୍ୱର୍ରେ ପ୍ରବାହିତ ହେଉଛି । ନଦୀ ଘେର ଭିତରେ ଥିବା ଗାଁଗୁଡ଼ିକରେ ବନ୍ୟା ଜଳ ପ୍ଳାବିତ ହେବା ସହ ଲୋକଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଛି…

କେନ୍ଦ୍ରାପଡା ଟାଉନରେ କଂଗ୍ରେସ ତରଫରୁ ମହଙ୍ଗାଇପେ ଚର୍ଚ୍ଚା

କେନ୍ଦ୍ରାପଡ଼ା : ଅଖିଳ ଭାରତୀୟ କଂଗ୍ରେସ କମିଟିର ନିର୍ଦେଶ ତଥା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସମଗ୍ର ରାଜ୍ୟରେ ଅଗଷ୍ଟ ୧୭ ରୁ ୨୩ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ମହଙ୍ଗାଇପେ ଚର୍ଚ୍ଚା କାର୍ଯ୍ୟକ୍ରମର କେନ୍ଦ୍ରାପଡା ନଗର କଂଗ୍ରେସ ଆଜି ସାମିଲ ହୋଇଛି । ନଗର…

+2 ସମେତ ସମସ୍ତ ନାମଲେଖା ସପ୍ତାହକ ପାଇଁ ଘୁଞ୍ଚାଇବାକୁ ଓଡିଶା ଅଭିଭାବକ ମହାସଂଘର ଦାବୀ

ଭୁବନେଶ୍ୱର: ବର୍ତମାନ ସାରା ରାଜ୍ୟରେ ପ୍ରଳୟଙ୍କlରି ବନ୍ୟା l ଏହି ଦୁର୍ଦିନ ସମୟରେ ବହୁ ଅଂଚଳ ଜଳମଗ୍ନ ଓ ଲୋକମାନେ ଘୋର ଦୁର୍ଦଶା ଭିତରେ ଅଛନ୍ତି l କେଉଁଠି ଘରେ ପାଣି ପଶି ଯାଇଛି ତ କେଉଁଠି ଗାଁ ସମ୍ପୂର୍ଣ ଜଳମଗ୍ନ ପୁଣି କେଉଁଠି ବାହ୍ୟ ଜଗତରୁ ବିଛିର୍ନ l ଏପରି ଅବସ୍ଥା ରେ ପିଲାମାନେ…

ବିଜେପିର ରାଜ୍ୟସ୍ତରୀୟ ପ୍ରତିନିଧି ମଣ୍ଡଳୀଙ୍କ ବନ୍ୟା ଅଞ୍ଚଳ ପରିଦର୍ଶନ

କେନ୍ଦ୍ରପଡ଼ା(୧୮/୮): କେନ୍ଦ୍ରପଡ଼ା ବିଜେପିର ରାଜ୍ୟସ୍ତରୀୟ ପ୍ରତିନିଧି ମଣ୍ଡଳୀ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ୱରେ କେନ୍ଦ୍ରପଡ଼ାରେ ପହଞ୍ଚି ପାଟକୁରା ଓ ମହାକାଳପଡ଼ାର ବିଭିନ୍ନ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ବନ୍ୟା ପିଡ଼ିତଙ୍କୁ ଭେଟିବା ସହ ସମସ୍ୟା ବିଷୟରେ ଆଲୋଚନା…

ପ୍ରାଣର ଠାକୁର

ପିନ୍ଧୁଛି ଗଜରା ନାଉଛି ସିନ୍ଦୁର କାହ୍ନୁ ତୁମ ନାମ ଧରି ଟାଣୁଛି ଓଢ଼ଣୀ ଦେଖୁଛି ଆଇନା ତୁମକୁ ସ୍ମରଣ କରି ।।୧।। ଯାଉଛି ଯମୁନା ହୋଇ ମୁଁ ଅଧିର ତୁମକୁ ଦର୍ଶନ କରି, କି ମାୟା ଲଗାଇ ଦେଇଛ ନାଗର ହେଉଛି ତୁମକୁ ଝୁରି ।।୨।। ଘର ଗୃହସ୍ଥିରେ ମନ ଲାଗୁନାହିଁ ସବୁ ଦିଏ ଭୂଲ୍ କରି…

ଜନ୍ମାଷ୍ଟମୀ

ହେ କୃଷ୍ଣ, ହେ ଯାଦବ, ହେ କେଶବ, ଏ ପରମ୍ପରା ତ ଚାଲିଛି ଚାଲିବ। ବର୍ଷକରେ ଥରେ, ଜନ୍ମାଷ୍ଟମୀ ଆସିବ, କିନ୍ତୁ ଆମ ମନରେ କଣ, ଅଛି ସେହି ସମର୍ପଣ ଭାବ? ପ୍ରାପ୍ତି ର କାମନା ଏହି ହୃଦୟରେ ଭରି କରୁଛୁ ପ୍ରାର୍ଥନା ଆମ୍ଭେ ଦୁଇହସ୍ତ ଯୋଡ଼ି, ସମସ୍ତ ସୌଭାଗ୍ୟ ପ୍ରଭୁ,ଦିଅହେ ଆମ୍ଭଙ୍କୁ, ତବ…

ବାଳମୁକୁନ୍ଦ

ଶ୍ୟାମଳ ସକାଳ ତୁ ଚୁଆଁ ଜହ୍ନରାତି ଗୋପର ଗୋବିନ୍ଦ ତୁହି ମିଠା ପ୍ରେମ କାତି । ହସରେ ତୋ ଫୁଟିଯାଏ କଦମ୍ବ ଡାଳରେ ଦୁଷ୍ଟାମିରେ ଉଛୁଳଇ ଯମୁନା ଜୁଆରେ । ମଧୁବନୁ ଉଇଁ ଆସୁ ଦ୍ବିତୀୟାର ଚାନ୍ଦ ଗୋପୀଙ୍କ ଛାତିରେ ଭାଙ୍ଗି ସବୁ ପ୍ରୀତି ବନ୍ଧ । ଷୋହଳସହସ୍ର ଫୁଲ ଗୋଟିଏ ଭଅଁର…

ବହୁ ଚର୍ଚ୍ଚିତ ସିଙ୍ଗିରି ସରପଞ୍ଚ ଚିତ୍ରସେନ ଦାସ ହତ୍ୟା ମାମଲା, ୮ ଜଣଙ୍କୁ ଆଜୀବନ କାରାଦଣ୍ଡ

କେନ୍ଦ୍ରାପଡା: ଆଳି ବ୍ଲକ ଅନ୍ତର୍ଗତ ସିଙ୍ଗିରି ପଞ୍ଚାୟତର ପୂର୍ବତନ ସରପଞ୍ଚ ଚିତ୍ରସେନ ଦାସ ହତ୍ୟାକାଣ୍ଡ ମାମଲାର ବିଚାର କରି କେନ୍ଦ୍ରାପଡା ଜିଲ୍ଲା ଗୋପାଳ ବେହେରା ୮ ଜଣ ଆସାମୀଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଲେଖାଁଏ ଆର୍ଥିକ ରେ ଦଣ୍ଡିତ କରିଛନ୍ତି , ଜୋରିମାନା ଅନାଦେୟ ଅଧିକ ୧ ବର୍ଷ…