ପଞ୍ଚାୟତ କାର୍ଯ୍ୟଳୟକୁ ଚାଉଳ ନେବାକୁ ଯାଇ ଟଳିପଡିଲେ ଯୁବକ ।

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଉଁଶୁଣୀ ପଂଚାୟତରେ ଘଟିଛି ଏକ ଅଘଟଣ । ଚାଉଳ ନେବାକୁ ଯାଇ ପଂଚାୟତର ବାରଣ୍ଡାରେ ବସିଥିବା ବେଳେ ଅଚାନକ ଟଳି ପଡିଲେ ଜଣେ ଯୁବକ ।ଆଜି ସକାଳୁ ବାଉଁଶୁଣୀ ପଂଚାୟତ ଫବସି ଗାଁର ଭାଗୀରଥୀ ଭୁଏଙ୍କ ପୁଅ ବିକେଶ ଭୁଏ ପଂଚାୟତ କାର୍ଯ୍ୟାଳୟକୁ…

ମାନିନୀ

ମାନିନୀ ଅପରାହ୍ନରେ ଘରର ସବୁ କାମ ସାରି ସୋଫା ଉପରେ ବସି ଟିକେ ବିଶ୍ରାମ ନେଉଥିଲା, ସାରା ଘରର କାମ ଯେତେ କଲେବି ସରୁନାହିଁ I ନିଜକୁ ନିଜେ ଗୁଣୁ ଗୁଣୁ ହୋଇ କ’ଣ ସବୁ କହିଚାଲିଥିଲା, ହାତରେ ସ୍ମାର୍ଟ ଫୋନ, ଟିକେ ସମୟ ମିଳିଲେ ବାସ ଏହି ସ୍ମାର୍ଟଫୋନ ସବୁଠାରୁ ବେଶୀ ନିଜର ପରି ମନେହୁଏ I…

ପତ୍ରବନ୍ଧୁ

୧୯୯୬ ମସିହା ଡିସେମ୍ବର ମାସର ଏକ ଶୀତୁଆ ସଖାଳ ବିଛଣାରୁ ଉଠିପଡ଼ି ନିଜର ନିତ୍ୟ କର୍ମ ସାରି ଇଛା ବିରୁଦ୍ଧରେ କାର୍ଯ୍ୟାଳୟ ଯିବାକୁ ନିଜକୁ ପ୍ରସ୍ତୁତ କରିନେଲି I ଏଇ ଡିସେମ୍ବର ଓ ଜାନୁଆରୀ ମାସ ଦୁଇଟି ଖୁବ ଭଲ ଜଳବାୟୁ ହୋଇଥିବାରୁ ଅନେକ ବ୍ୟକ୍ତି ନୂଆ ନୂଆ ଜାଗାକୁ ବୁଲିବାକୁ ଇଛା ପ୍ରକାଶ…

ପ୍ରତି ପ୍ରାଣେ ଦେଶ ପ୍ରିତୀ ଭରିବା

ଏ ଦେଶ ଆମ ଜଗଜନନି ଆମ କରମ ଯେ ହିନିମାନିନୀ ׀ ଅଳସକୁ ଛାଡି କରମେ ଲାଗିବା ପ୍ରତି ପ୍ରାଣେ ଦେଶ ପ୍ରିତୀ ଭରିବା ׀ ଏଇ ମାଆ ଗର୍ଭୁ ଆମ ଜନମ ଏକ ଜନନୀ ସଂସ୍କୃତୀ ଧରମ ׀ ଏକ ପତକା ତଳେ ଏକ ହୋଇବା ପ୍ରତି ପ୍ରାଣେ ଦେଶ ପ୍ରିତୀ ଭରିବା ׀ ଏ ମାଟି ମାର ମମତା କୁ ନେଇ ଭାଙ୍ଗିବା ଆମେ ସକଳ…

ବର୍ଷା ରେ ଧସେଇ ଯାଇଥିବା ସ୍ଥାନ ବୁଲି ଦେଖିଲେ ବିଧାୟକ ରାଜନଗର ।

କେନ୍ଦ୍ରାପଡା : ଅତି ପ୍ରବଳ ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜନଗର  ଭିତରକନିକା ମୁଖ୍ୟ ରାସ୍ତାର ଭିତରଗଡ ଓ କଣ୍ଡିରା ମଧ୍ୟସ୍ଥଳୀ କଲର୍ଭଟର ଧସେଇ ଯାଇଥିବା ସ୍ଥାନକୁ ମାନ୍ୟବର ବିଧାୟକ , ରାଜନଗର ଓ ସ୍ଥାନୀୟ ନେତୃବୃନ୍ଦଙ୍କ ସହ ପରିଦର୍ଶନ କରିବା ସହିତ ବିଭାଗ୍ୟ ଅଧିକାରୀ ଙ୍କ ସହିତ ଆଲୋଚନା…

ଜରିପାଲ ଖଣ୍ଡେ ପାଇଁ ତହସିଲଦାର ଙ୍କ ଗୋଡତଳେ ପଡି ଗୁହାରି କଲେ ଜନପ୍ରତିନିଧି ।

ସୁବର୍ଣ୍ଣପୁର : ଜରି ପାଲ ଖଣ୍ଡିଏ ପାଇଁ ତହସିଲଦାରଙ୍କ ଗୋଡ ଧରିଲେ ଜିଲ୍ଲା ପରିଷଦ ସଦସ୍ୟ । ଏଭଳି ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ତହସିଲ କାର୍ଯ୍ୟାଳୟରେ । ସୁଚନା ଅନୁସାରେ ଚଳିତ ବନ୍ୟାରେ ବିରମହାରାଜପୁର ତହସିଲ ଅଂଚଳରେ ବହୁ ଲୋକଙ୍କ ଘର ଦ୍ବାର ଭାଙ୍ଗି…

କୁମ୍ଭୀର ଦେଖି ଆତଙ୍କିତ ତିର୍ତ୍ତୋଲ ବନ୍ୟାଞ୍ଚଳବାସୀ ।

ଜଗତସିଂହପୁର ୨୦/୮: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମହାନଦୀରେ ଏକ କୁମ୍ଭୀର ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିବା ପରେ ବନ୍ୟାପାଣିରେ ଉବୁଟୁବୁ ହେଉଥିବା ଧୋୟା ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସୂଚନାନୁଯାୟୀ ଉକ୍ତ ବ୍ଲକ ଅଧିନସ୍ଥ କୃଷ୍ଣାନନ୍ଦପୁର ପଞ୍ଚାୟତ ପୋଲିସ୍ ଫାଣ୍ଡି ନିକଟସ୍ଥ…

ବାଲିଯାତ୍ରା କରିବା ପାଇଁ ଜିଲ୍ଲାପାଳ ଙ୍କର ସୂଚନା ।

କଟକ : ଦୁଇ ବର୍ଷର ବ୍ୟବଧାନ ପରେ ଲୋକାରଣ୍ୟ ମଧ୍ୟରେ ଆୟୋଜିତ ହେବ ଐତିହାସିକ କଟକ ବାଲିଯାତ୍ରା । କରୋନା ମହାମାରୀ କାରଣରୁ ଦୁଇ ବର୍ଷ ବାଲିଯାତ୍ରାକୁ ବନ୍ଦ ରଖିଥିଲା ପ୍ରଶାସନ । ପୁଣି ଥରେ ଚଳଚଞ୍ଚଳ ହେବ କଟକ ବାଲିଯାତ୍ରା ପଡ଼ିଆ । କୋଭିଡ ମହାମାରୀର ପ୍ରକୋପ କମିବା ପରେ ବାଲିଯାତ୍ରା କରିବା…

କଟକ ବନ୍ୟା ସ୍ଥିତି କୁ ନେଇ ଜିଲ୍ଲାପାଳଙ୍କ ବିବୃତି

କଟକ ୨୦।୮: କଟକ ଜିଲ୍ଲାର ବନ୍ୟା ସ୍ଥିତି ନିୟନ୍ତ୍ରଣ ଭିତରେ ଅଛି । ସମସ୍ତ ବିପନ୍ନଙ୍କ ପାଖରେ ୧୫ ଦିନ ପାଇଁ ରିଲିଫ ପହଞ୍ଚାଇ ଦିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି । ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ସମସ୍ତ ଅଞ୍ଚଳକୁ ବିଦ୍ୟୁତ ସଂଯୋଗ ଦିଆସରିଛି । ପାଣି ଛାଡ଼ିଲା ମାତ୍ରେ କ୍ଷୟ…

ଭୁବନେଶ୍ୱର ଏମ୍ସ ହସ୍ପିଟାଲ ଛାତ ଉପରୁ ଡେଇଁ ପଡି ରୋଗୀ ମୃତ ।

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଅଘଟଣ | ଜଣେ ରୋଗୀ ଆତ୍ମହତ୍ୟା କରିଛନ୍ତି । ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଚିକିତ୍ସାଧୀନ ଥିବା ଜଣେ ରୋଗୀ ଛାତରୁ ଡେଇଁପଡ଼ିଛନ୍ତି | ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଏହି ବ୍ୟକ୍ତି ଜଣକ ଛାତରେ ହ୍ୱିଲ ଚେୟାରରେ ବୁଲୁଥିବାବେଳେ ହଠାତ ଛାତ ତଳକୁ ଡେଇଁପଡ଼ିଥିଲେ |…