ଆଜିଠୁ ଯୁକ୍ତ ୨ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର: ଆଜିଠୁ ଯୁକ୍ତ ୨ ପାଠପଢ଼ା ଆରମ୍ଭ ହେବ । ଯୁକ୍ତ ୨ରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ମାନେ ଆଜିଠୁ ପାଠପଢ଼ିବେ । ତେବେ ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ବଦ୍ୟାଳୟରେ ସାଢ଼େ ୩ଲକ୍ଷ ଛାତ୍ରଛାତ୍ରୀ ନାମ ଲେଖାଇଥିବା ଜଣାପଡ଼ିଛି । ଆଜି ପିଲାମାନଙ୍କର ପ୍ରଥମ କରି କ୍ଲାସ୍‌ ଆରମ୍ଭ ହେବାକୁ ଥିବା ବେଳେ, ପାଠପଢ଼ାକୁ ନେଇ ଛାତ୍ରଛାତ୍ରୀ ମାନେ ବେଶ୍‌ ଖୁସି​‌ ଅଛନ୍ତି ।

Comments are closed.