କର୍ମ ଘେନି ଫଳ

ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କର୍ମ କରି ଚାଲ, ଫଳର ଚିନ୍ତା ମୋ ଉପରେ ଛାଡି ଦିଅ । ଠିକ୍ ସମୟରେ ତୁମେ କରିଥିବା କର୍ମର ଉଚିତ ଫଳ ପ୍ରାପ୍ତ କରିବ । ଅନେକ ଲୋକ କହିଥା'ନ୍ତି ଆମେ ଭଲ କର୍ମ କରୁଛୁ, ଧର୍ମରେ ଅଛୁ କିନ୍ତୁ ଦୁଃଖ ପାଉଛୁ, ଆମର ଦୁଃଖ କଷ୍ଟ ଦୂର ହେଉନି । କିନ୍ତୁ…

ବନ୍ୟାର ପ୍ରଖର ସ୍ରୋତରେ ଭାସିଗଲା କାର୍ ୨ ମୃତ ।

ସମ୍ବଲପୁର : ନଦୀର ପ୍ରଖର ସ୍ରୋତରେ ଏକ କାର୍ ଭାସିଗଲା ପରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି କାର୍ ସମ୍ବଲପୁର ଜିଲ୍ଳା କୁଚିଣ୍ଡା ଥାନା ଫାଶିମାଲ ଲଇଡା ରାସ୍ତା ନକଟିପାଲି ନାଳ ପାର ହେଉଥିବା ସମୟରେ ନକଟିପାଲି ନଦୀରେ ଭାସିଯାଇଥିଲା । ଆଜି କାର୍ ଓ କାରରେ ଥିବା ୨ଜଣଙ୍କ ମୃତଦେହ ଉଦ୍ଧାର…

OAS ଅଧିକାରୀ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ୨୦/୦୮ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ୱାକଅଫ୍ ଓଡ଼ିଶା, କଟକର ସର୍ଭେ କମିସନର ସୟଦ ଏମଡି ଆକଦାସଙ୍କୁ ରାଜ୍ୟ ହଜ କମିଟିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ…

ଡାକନ୍ତି ଡାମରା ଏବେ ରାତି ପାହିଲା

ଚମକି ଡାକନ୍ତି ଡାମରା ଏବେ ରାତି ପାହିଲା l ଉଠଉଠ ସର୍ବେ ଜଗତବାସୀ ନକରି ହେଳା ll ପ୍ରାଚୀ ଗଗନରେ ପ୍ରଭାତୀ ତାରା ଝଟକ ମଣି l ମଥାମଣି ଯଥା ଶିନ୍ଥିର ଶୋଭା ଉଷାତରୁଣୀ ll କମ୍ବୁ ନାଦ ଶୁଣି ଜମ୍ବୁକେ ଗଲେ ବଣରେ ଲୁଚି l ହରେ କୃଷ୍ଣ ହରି କୀର୍ତ୍ତନ ଦେବାଳୟୁ ଶୁଭୁଛି ll ମଙ୍ଗଳଆଳୟା…

ମହାନଦୀ ଚିତ୍ରୋତ୍ପଳା ନଦୀ ପଠା ରେ ଉଜୁଡା କ୍ଷେତ ।

ସାଲେପୁର : ବନ୍ୟା କମିଛି କିନ୍ତୁ ଦୁଃଖ ବଢ଼ିଛି ।ସାଲେପୁର ମହାନଦୀ ଚିତ୍ରୋତ୍ପଳା ନଦୀ ପଠା ରେ ହଜାର ହଜାର ହେକ୍ତେର୍ ଚାଷ ଉଜୁଡି ଯାଇଛି ।କିଏ ପହଁରି ପହଁରି ପରିବା ସାଉଁଟି ଛି ତ ଆଉ କିଏ ନିଜର ଉଜୁଡା କ୍ଷେତ ର ପଛା ଶଢା ପରିବା କୁ ଦେଖି କୋହ ଭରା କଣ୍ଠ ରେ କାନ୍ଦୁଛି ।ଏହି ପଠା ରେ ଚାଷ…

ଏସଆରସିଙ୍କ ସୂଚନା ସୁବର୍ଣ୍ଣରେଖା ଅବବାହିକାରେ ନିଶ୍ଚିତ ବନ୍ୟା ହେବା ଆଶଙ୍କା ।

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା କମିଥିଲେ ବି ଟଳିନି ବିପଦ । ଏହାରି ମଧ୍ୟରେ ଏସଆରସି ପ୍ରଦୀପ ଜେନା ବର୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ନିଶ୍ଚିତ ବନ୍ୟା ହେବ ବୋଲି ଏସଆରସି କହିଛନ୍ତି । ଏହି ୨ଟି ଜିଲ୍ଲାରେ ବନ୍ୟାର ପ୍ରକୋପ…

ମୋ ଅନ୍ତରାଳେ

ଫଟା ହୃଦୟର ଆକ୍ତାମାକ୍ତା ଶବ୍ଦ ମାନଙ୍କୁ ଵୋକ ଦେଉ ଦେଉ କେତେବେଳେ କବିଟିଏ ବନିଗଲି ଜାଣି ପାରିଲିନି । ଉପେକ୍ଷିତ ସମ୍ପର୍କମାନଙ୍କୁ ସଜାଡୁ ସଜାଡୁ କେତେବେଳେ ଅଣନିଃଶ୍ଵାସୀ ହେଇଗଲି ଜାଣି ପାରିଲିନି। ସମୟ ଓ ପରିସ୍ଥିତି ସହ ସାଲିସ୍ କରୁ କରୁ କେତେବେଳେ ସ୍ଥାଣୁ ପାଲଟିଗଲି ଜାଣି…

ଅମୃତ ମହୋତ୍ସବ 2022

ଲ୍ଲୀ ଠାରୁ ଦିଲ୍ଲୀ ସ୍ୱାଧୀନତା ସ୍ୱାଦ ଚାଖି କରୁ ଆମେ ଗର୍ଵ ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ପାଳୁଅଛୁ ଅମୃତର ମହୋତ୍ସବ l ଘରେ ଘରେ ଆମେ ପତାକା ଉଡାଇ ଗର୍ବେ କହୁ ଭାରତୀୟ ଯବାନଙ୍କ ଜୟ କିଷାନଙ୍କ ଜୟ ଭାରତ ମାତାର ଜୟ l ଲାଲ ବାଲ ପାଲ ସୁବାଷ ବାଜିଆ ବକ୍ସି ଜଗବନ୍ଧୁ ଗାନ୍ଧୀ ମନେ…

ଛନ୍ଦମୟୀ ବର୍ଷା

ଏବେ ପବନରେ, ମାଟିରେ,ଆକାଶରେ ସଞ୍ଚରି ଯାଇଛି ତା' ଆସିବାର କଥା ଝରଣା ଗାଉଛି ମୁଖର ସଙ୍ଗୀତ ସ୍ରୋତସ୍ୱିନୀ ଲାଗିଲେଣି ପୂର୍ଣ୍ଣଗର୍ଭା ମାଟିରୁ ଗଜୁରିଲେଣି ଅଙ୍କୁର ଶ୍ୟାମଳ ସଂଜୀବନି ରେ ସଂଜୀବିତ ବନ ଉପବନ, କାନନ କେଦାର ମେଘୁଆ ଆକାଶ ଝରାଉଛି ପାଣି ପରିବେଶ ଲାଗିଲାଣି ମଧୁକ୍ଷରା ।…

ଯୁବ ପୀଢ଼ି ଙ୍କୁ ଦୁଇ ପଦ..

ଶ୍ରୀରାମ ଚରିତ ମାନସ ରେ ଗୋସ୍ୱାମୀ ତୁଳସୀ ଦାସ  କହିଛନ୍ତି, ବଡେ ଭାଗ ମାନୁସ୍ ତନୁ ପାୱ ।ଅର୍ଥାତ୍ ଆମ ମାନଙ୍କୁ ଏହି ଶରୀର ଅତି ଭାଗ୍ୟରେ ମିଳିଛି।ଏପରିକି ସ୍ବର୍ଗ ର ଦେବତା ମାନଙ୍କ ପାଇଁ ମଧ୍ୟ ଏହି ଶରୀର ଅତି ଦୁର୍ଲଭ।ଅତଏବ ଏହି  ଦୁର୍ଲଭ ମନୁଷ୍ୟ ଜନ୍ମ ପାଇ  କଣ ଆମେ ସାର୍ଥକ କରି ପାରିଛେ…