କୋଣାର୍କ ସୂର୍ଯ୍ୟମନ୍ଦିର: ୧୨୦ ବର୍ଷ ପରେ ଗର୍ଭଗୃହରୁ ବାହାରିବ ବାଲି
ପୁରୀ/ କୋଣାର୍କ : ଓଡ଼ିଆ ଜାତିର ଗୌରବର ପ୍ରତିବିମ୍ବ ତଥା ବିଶ୍ବର ସପ୍ତାଶ୍ଚର୍ଯ୍ୟରେ ସ୍ଥାନିତ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢ଼ାହେବ ବାଲି। ସିଂହାସନରୁ ଫିଟିବ ମୁଖଶାଳାକୁ ବାଟ । ଖୋଲିବ ଗତ ୧୨୦ ବର୍ଷ ତଳର ରହସ୍ୟ। ଏ ନେଇ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ…