ଟଙ୍କା ବଣ୍ଡଲରେ ଶୋଉଥିଲେ ବ୍ୟବସାୟୀ

ପଶ୍ଚିମବଙ୍ଗ: ଇଡି କବ୍ଜାରେ ପଶ୍ଚିମବଙ୍ଗ । ପୁଣି ସିଜ କରିଲା ପୁଳା ପୁଳା ଟଙ୍କା । କୋଲକାତା ଇଡି ରେଡ କରି ବିପୁଳ ପରିମାଣର ନଗଦ ଟଙ୍କା ଉଦ୍ଧାର କରିଛି। ଏହି କାର୍ଯ୍ୟ ଜଣେ ବ୍ୟବସାୟୀଙ୍କ ଘରେ ରେଡ ହୋଇଥିଲା । ଇଡି ଅଧିକାରୀଙ୍କ ଅନୁଯାୟୀ ବ୍ୟବସାୟୀଙ୍କ ଘରୁ ୧୭ କୋଟି ଟଙ୍କା ମୂଲ୍ୟର ନଗଦ…

ପ୍ରଖ୍ୟାତ ‘ଟଲିଉଡ୍‌’ ଅଭିନେତା ତଥା ରାଜନେତା କ୍ରିଷ୍ଣମ୍‌ ରାଜୁଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ରାଜନେତା ଉପ୍ପଲପତି ଭେଙ୍କଟ କ୍ରିଷ୍ଣମ୍‌ ରାଜୁଙ୍କର ଆଜି ପାହାନ୍ତା‌ରେ ହୃଦ୍‌ଘାତ ଯୋଗୁଁ ଦେହାନ୍ତ ହୋଇଯାଇଛି। ‘ରିବେଲ୍‌ ଷ୍ଟାର୍‌’ ଭାବେ ସୁପରିଚିତ କ୍ରିଷ୍ଣମ୍‌ରାଜୁ ଉଭୟ ଚଳଚ୍ଚିତ୍ର ଓ ରାଜନୈତିକ କ୍ୟାରିୟର୍‌ରେ ଗୌରବାନ୍ବିତ…

ନକଲି ଆପରେ ଚୀନ ଲୁଟିଲାଣି ଲକ୍ଷାଧିକ କୋଟି

ନୂଆଦିଲ୍ଲୀ: ଦେଶର ଉତ୍ତର ଓ ଉତ୍ତର ପୂର୍ବ ସୀମାନ୍ତରେ ଭାରତ ସରକାର ଚୀନର ବିସ୍ତାରବାଦୀ ପ୍ରୟାସ ବିରୋଧରେ ଲଢେଇ କରୁଥିବାବେଳେ ଭାରତର ଆର୍ଥିକ ବ୍ୟବସ୍ଥାକୁ ଘାଇଲା କରିବାକୁ ଚୀନ ପକ୍ଷରୁ ବରାବର ସାଇବର ଯୁଦ୍ଧ ଚାଲିଛି। ଚୀନର ଶତାଧିକ ନକଲି ଆପ୍‍ ବଳରେ ଭାରତରୁ ଲକ୍ଷାଧିକ କୋଟି ଟଙ୍କା ଚୀନକୁ…

ଆଉ ଏକ ଲଘୁଚାପ ସମ୍ଭାବନା,

ସେପ୍ଟେମ୍ବର ୧୭ରୁ୧୮ ତାରିଖରେ଼ ମଧ୍ୟରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଆଜି ସକାଳେ ୱେଲମାର୍କ ଲୋ’ ପ୍ରେସରରେ ପରିଣତ…

ରାଜ୍ୟପାଳଙ୍କ ପ୍ରବନ୍ଧ ପ୍ରତିଯୋଗିତା ଆଜି

ଭୁବନେଶ୍ବର ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଓଡ଼ିଶାର ରାଜ୍ୟପାଳଙ୍କ ପ୍ରବନ୍ଧ ପ୍ରତିଯୋଗିତା ଆଜି (୧୧ ତାରିଖ, ରବିବାର) ପୂର୍ବାହ୍ନ ୧୧ଟା ୩୦ରେ ରାଜ୍ୟବ୍ୟାପୀ ଆୟୋଜିତ ହେଉଛି। ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜନ୍ମମାଟି ସଂପର୍କରେ ପିଲାମାନଙ୍କର ମନକଥା ଜାଣିବା ଲାଗି ଆଗ୍ରହ…

ଓଡ଼ିଶା ନାରୀସଂଘର ପରିବେଶ ପରାମର୍ଶ କେନ୍ଦ୍ର ପକ୍ଷରୁ ପ୍ରତିଯୋଗୀତା

ମହିଳା ଏବଂ ଶିଶୁମାନଙ୍କର ବିକାଶ ଘଟିଲେ ହିଁ ସମାଜ, ରାଜ୍ୟ ତଥା ଦେଶର ବିକାଶ ସମ୍ଭବ ହେବ । ଏହି ଉକ୍ତିକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଓଡ଼ିଶା ନାରୀସେବା ସଂଘର ପରିବାର ପରାମର୍ଶ କେନ୍ଦ୍ର ପକ୍ଷରୁ ମହିଳା ଏବଂ ଶିଶୁମାନଙ୍କ…

୧୩୦ ଜୁନିଅର ଏସ୍‌ଇଏସ୍ ଶିକ୍ଷକଙ୍କୁ ପଦୋନ୍ନତି ।

ରାଜ୍ୟର ୧୩୦ ଜୁନିୟର ଏସ୍‌ଇଏସ୍ ଶିକ୍ଷକଙ୍କୁ ପଦୋନ୍ନତି ମିଳିଛି। ଏନେଇ ଅନ୍ୟପକ୍ଷରେ ୬୩ଜଣ ସିନିଅର ଏସ୍‌ଇଏସ୍ ପ୍ରଧାନଶିକ୍ଷକଙ୍କୁ ଭିତରେ ବଦଳି କରାଯାଇଛି। ଜିଲା ସେମାନଙ୍କୁ ସିନିଅର ଏସ୍‌ଇଏସ୍ ଭାବେ ପଦୋନ୍ନତି ଦିଆଯିବା ସହ ଉଚ୍ଚ ବିଦ୍ୟାଳୟଗୁଡ଼ିକରେ ପ୍ରଧ।ନଶି କ୍ଷୟତ୍ରୀ / ପ୍ରଧାନଶିକ୍ଷକ…

ପାର୍ସୀ ଏବଂ ସ୍ପେନିଶ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

ପାର୍ସୀ ଏବଂ ସ୍ପେନିଶ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ ଓଡ଼ିଆ କବିତା ' ଭୋକ ର ଭୂଗୋଳ ଏବଂ ହେ କବିତା ' । ଡ଼. ନିଆଲଙ୍କ 'ଭୋକର ଭୂଗୋଳ' କବିତା ଇଂରାଜୀରେ ବଙ୍କିମ ମୁଣ୍ଡଙ୍କ ଦ୍ୱାରା ଅନୁଦିତ ହେବାପରେ ପାର୍ସୀ ଭାଷାରେ ବିଶିଷ୍ଟ ଇରାନୀୟ କବି ଏଲହମ୍ ହେମେଡ଼ି ଅନୁଦିତ…

ସ୍କୁଲ ଓ କଲେଜର କର୍ମଚାରୀ ପାଇବେ ସପ୍ତମ ବେତନ

ଭୁବନେଶ୍ୱର : ରାଜ୍ୟର ସ୍କୁଲ, କଲେଜର କର୍ମଚାରୀମାନେ ପାଇବେ ସପ୍ତମ ବେତନ । ଏନେଇ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଏକ ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ଆଲୋଚନା କରିଛନ୍ତି । ତେବେ ସମସ୍ତଙ୍କୁ ସପ୍ତମ ବେତନ ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଛି । ମାଧ୍ୟମିକ…

ଓୟୁଏଟି କୁଳପତିଭାବେ ପ୍ରଫେସର ପ୍ରଭାତ କୁମାର ରାଉଳଙ୍କୁ ନିଯୁକ୍ତି ।

ଭୁବନେଶ୍ୱର : ଓଡ଼ିଶା ୟୁନିଭର୍ସିଟି ଅଫ୍‍ ଅଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି)ର କୁଳପତି ଭାବେ ପ୍ରଫେସର ପ୍ରଭାତ କୁମାର ରାଉଳଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‍ ଏହି ନିଯୁକ୍ତି ଦେଇଛନ୍ତି। ଆଗାମି ୩ ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ…