ଜଳଯୋଗାଣର ବିଚିତ୍ର ସ୍ଥିତି, କାମରେ ଲାଗୁନି ଟାଙ୍କି, ପାଣିରେ ପଡ଼ୁଛି ଟଙ୍କା

ମାର୍ଶାଘାଇ: ମାର୍ଶାଘାଇରେ ପାନୀୟ ଜଳ ଯୋଗାଣର ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି। ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ କରାଯାଇଛି। ହେଲେ, ଏହି ଟାଙ୍କି କାମରେ ଲାଗି ପାରୁନି। ଟାଙ୍କିକୁ ପାଣି ଉଠୁନି। ଜମପଡା ପାନୀୟଜଳ ପ୍ରକଳ୍ପ ସହିତ ବନ୍ଧକଟା (ଜରିଆବରେଇ)…

୩୦ ଲକ୍ଷ ଟଙ୍କାର ବାଲିକୁଦା ମିନି ଷ୍ଟାଡିୟମ୍‌ ଏବେ ଘାସବଣ

ମାଛଗାଁ : ବାଲିକୁଦା ବ୍ଲକର ୩୦ ପଞ୍ଚାୟତର ଯୁବପିଢ଼ିଙ୍କୁ କ୍ରୀଡ଼ା କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ ଓ ଆବଶ୍ୟକ ପ୍ରଶିକ୍ଷଣ ନିମନ୍ତେ ଆମ୍ବଶାଳ ଠାରେ ଏକ ବିଜୁ ମିନି ଷ୍ଟାଡିୟମ ନିର୍ମାଣ ହୋଇଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ୨୫/୧୨/୨୦୨୧ରେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ସାଂସଦ ରାଜଶ୍ରୀ…

ବିଇଡି ପରୀକ୍ଷାର୍ଥୀଙ୍କୁ ଠକେଇ ଅଭିଯୋଗରେ ଫେରାର ଅଭିଯୁକ୍ତ ଗିରଫ

ଧର୍ମଶାଳା : ଆନ୍ଧ୍ର ବିଇଡି ପାସ୍‌ କରାଇଦେବାକୁ କହି ପରୀକ୍ଷାର୍ଥୀଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟି ଫେରାର୍ ଥିବା ମୁଖ୍ୟ ଅଭିଯୁକ୍ତକୁ ଧର୍ମଶାଳା ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତ ଗଙ୍ଗାଧରପୁର ପଞ୍ଚାୟତ କଣିପାଟିଆ ଗ୍ରାମର ଅଭିଜିତ ଦାସକୁ ଆଜି ଚଣ୍ତିଖୋଲ କୋର୍ଟଚାଲାଣ କରାଯାଇଛି।…

ସାଇବର ଠକାମିର ଶିକାର ହେଲେ ଯୁବତୀ: ବିବାହର ପ୍ରତିଶ୍ରୁତି ଦେଇ ୮ ଲକ୍ଷ ଟଙ୍କା ଲୁଟିନେଲେ ଠକ

କଟକ: ସାଇବର ଠକାମିର ଶିକାର ହେଲେ କଟକର ଜଣେ ଯୁବତୀ। ବିବାହର ପ୍ରତିଶ୍ରୁତି ଦେଇ ୮ ଲକ୍ଷ ଟଙ୍କା ଲୁଟିନେଲା ସାଇବର ଲୁଟେରା। ଏମିତି ଏକ ଘଟଣା ଘଟିଛି କଟକ ବିଡାନାସୀ ଅଞ୍ଚଳର ଜଣେ ଯୁବତୀଙ୍କ କ୍ଷେତ୍ରରେ। ଗତ କିଛି ମାସ ହେବ ଯୁବତୀ ଜଣକ ସ୍କଟ ଲ୍ୟାଣ୍ଡ ର ଜଣେ ଯୁବକ ଅହମଦ ଦାନିଏଲଙ୍କ ସହ…

ମାଡ଼ି ଆସୁଛି ଲମ୍ପିସ୍କିନ୍‌ ରୋଗ, ସୀମାନ୍ତରେ ସତର୍କତା ପାଇଁ ସରକାରଙ୍କ ନିର୍ଦ୍ଦେଶ

ଝାରସୁଗୁଡ଼ା: ରାଜସ୍ଥାନ ଓ ଗୁଜରାଟରେ ଲମ୍ପିସ୍କିନ୍‌ ରୋଗ ଉଗ୍ରରୂପ ଧାରଣ କରୁଛି। ଏହି ରୋଗରେ ଗୋରୁଗାଈ, ମଇଁଷି ଓ ଛେଳିମେଣ୍ଢା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି। ଏହି ରୋଗ ଭୟଙ୍କର ଭାବରେ ସଂକ୍ରମିତ ହେଉଥିବାରୁ ରାଜ୍ୟ ସରକାର ଏଥିପାଇଁ ଆଗୁଆ ପଦକ୍ଷେପ ନେବାକୁ ନିର୍ଦ୍ଦେଶନାମା…

ଆଲକାଲାଇନ ସଏଲ ଫଙ୍ଗସ ସଂକ୍ରମିତ ବିଶ୍ବର ପ୍ରଥମ ବ୍ୟକ୍ତି ଖୋର୍ଧାରୁ ଚିହ୍ନଟ

ଭୁବନେଶ୍ବର : ଖୋର୍ଧାରୁ ଚିହ୍ନଟ ହୋଇଛି ‘ଆଲକାଲାଇନ ସଏଲ’ ଫଙ୍ଗସ ସଂକ୍ରମିତ ବିଶ୍ବର ପ୍ରଥମ ବ୍ୟକ୍ତି। ଏମ୍ସ ଭୁବନେଶ୍ବର ଡାକ୍ତରୀ ଦଳଙ୍କ ଚିକିତ୍ସା ପରେ ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି। ସମୁଦ୍ର କୂଳରେ ଦେଖାଯାଉଥିବା ଘାସ ହେଲୋଫାଇଟରେ ଏହି ଫଙ୍ଗସ ଦେଖାଯାଏ। ପ୍ରଥମ ଥର ପାଇଁ ଏହି ଫଙ୍ଗସର…

କେନ୍ଦ୍ରମନ୍ତ୍ରୀଙ୍କୁ ସ୍କୁଲ୍‌ର ଅବ୍ୟବସ୍ଥା ବଖାଣିଲେ କୁନି ଛାତ୍ର

ପୁରୀ : ଖେଳିବାକୁ ପଡ଼ିଆ ନାହିଁ। ମଧ୍ୟାହ୍ନ ଭୋଜନ ଖାଇବାକୁ ଘରଟିଏ ନାହିଁ। ସେଇ କ୍ଲାସ୍‌ରୁମ୍‌ରେ ପଢ଼ୁଛୁ, ସେଇଠି ଖାଉଛୁ ଆଉ ଖେଳୁଛୁ। ଲେବଲ କ୍ରସିଂ ବନ୍ଦ ‌ଯୋଗୁ ଦେଢ଼ କିଲୋମିଟର ବୁଲିବୁଲି ସ୍କୁଲ୍‌ ଆସୁଛୁ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଆଗରେ ନିଜ ସ୍କୁଲ୍‌ର ଅବ୍ୟବସ୍ଥା…

୩ ସପ୍ତାହ ହେଲା ସ୍ବାମୀ ଫେରାର୍, ଅସହାୟ ଅବସ୍ଥାରେ ପତ୍ନୀ ଓ ୭ ମାସର ଶିଶୁ

ସମ୍ବଲପୁର : ପତ୍ନୀ ଓ ୭ ମାସର ଶିଶୁ କନ୍ୟାକୁ ଅଜଣା ସହରରେ ଏକୁଟିଆ ଛାଡ଼ି ସ୍ବାମୀ ଚାଲିଯିବା ପରେ ଅସହାୟ ହୋଇ ପଡ଼ିଛନ୍ତି ମହିଳା। ଥାନାରେ ଏତଲା ଦେବାର ୧୫ ଦିନରୁ ଅଧିକ ବିତି ଯାଇଥିଲେ ବି ପୁଲିସ୍ ନା’ ସ୍ବାମୀକୁ ଖୋଜି ଆଣିଛି ନା’ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କୁନି…

ଫାଣ୍ଡି ଭିତରେ ବେଆଇନ ବିବାହ! ପ୍ରଥମ ସ୍ତ୍ରୀ ଥିବା ସତ୍ତ୍ବେ କରାଇଲା ଦ୍ବିତୀୟ ବିବାହ

କେସିଙ୍ଗା : ପ୍ରଥମ ସ୍ତ୍ରୀ ଥିବାବେଳେ ଫାଣ୍ଡି ଭିତରେ ଦ୍ବିତୀୟ ବିବାହ! ଫାଣ୍ଡି ଅଧିକାରୀ ଜଣକ ତାଙ୍କ କର୍ମଚାରୀ ଓ କିଛି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ନିଜେ ସତ୍ୟପାଠ ଭଳି ବିବାହ କରାଇଛନ୍ତି। ପୁଲିସର ଏହିଭଳି ଆଇନ ବିରୋଧୀ କାର୍ଯ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।…

ଅଶୋକା ବିଲ୍ଡକନ୍ ବିରୋଧରେ ଜନଅସନ୍ତୋଷ

ବରଗଡ଼ : ସମ୍ବଲପୁର-ଲୁହୁରାଚଟି ୫୩ ଜାତୀୟ ରାଜପଥ ନିର୍ମାଣ ଦାୟିତ୍ବରେ ଥିବା ଅଶୋକା ବିଲ୍‌ଡକନ୍‌ ବିରୋଧରେ ଜନଅସନ୍ତୋଷ ଦେଖାଦେଇଛି। ଗୁରୁବାର ବରାହଗୋଡ଼ା ଅଶୋକା ଟୋଲପ୍ଲାଜାଠାରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବା ସହ ସମସ୍ତ ଯାନବାହନ ଟୋଲ ମୁକ୍ତ କରାଯାଇଥିଲା। ଜାତୀୟ…