ମାଆ ବିନ୍ଧ୍ୟବାସିନୀ

ମାଆ ବିନ୍ଧ୍ୟ ବାସିନୀ, ଯୋଗମାୟା, ଆଦ୍ୟା ଶକ୍ତି ମା'ଦୁର୍ଗାଙ୍କର ଏକ ସ୍ୱରୂପ l ତାଙ୍କୁ ଆଦି ପରାଶକ୍ତି ଭାବେ ଧ୍ୟାନ କରାଯାଏ l ମାଆଙ୍କ ମନ୍ଦିର ଉତ୍ତର ପ୍ରଦେଶର ମିର୍ଜାପୁରଠାରୁ ଆଠକିଲୋମିଟର ଦୂର ଗଙ୍ଗା ନଦୀ କୂଳରେ ବିନ୍ଧ୍ୟ ପର୍ବତମାଳା ଉପରେ ଅବସ୍ଥିତ l ବିନ୍ଧ୍ୟବାସିନୀ…

ନମସ୍ତେ ମା’ ଚନ୍ଦ୍ରଘଣ୍ଟା

ନମସ୍ତେ ମା' ଚନ୍ଦ୍ରଘଣ୍ଟା ଶାର୍ଦ୍ଦୁଳ ବାହନୀ l ଚଉଦବ୍ରହ୍ମାଣ୍ଡେ ଶୁଭେ ଦିବ୍ୟ ଘଣ୍ଟାଧ୍ୱନୀ ll ମହିଷା ନିଧନେ ମାତ ହେଲୁ ଆବିର୍ଭୁତା l ଦେବଗଣ ଅସ୍ତ୍ରଶସ୍ତ୍ରେ କଲେ ବିଭୂଷିତା ll ସୁର ପତି ଇନ୍ଦ୍ର ପ୍ରଦାନିଲେ ଦିବ୍ୟ ଘଣ୍ଟା l ଘୋଷିବାକୁ ବ୍ରହ୍ମାଣ୍ଡରେ ବ୍ରହ୍ମଜ୍ଞାନ କଥା ll ସେ…

ପୂର୍ବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ଜୟଚଣ୍ଡୀ

ଯାଜପୁର ଜିଲ୍ଲାର ପୂର୍ବ ଦିଗରେ ଶେଷ ପଞ୍ଚାୟତ କୟାଁ l କୟାଁ ସୀମାକୁ ପୂର୍ବପଟେ ସାଳନ୍ଦୀ ନଦୀ l ଉତ୍ତର ପଟେ ବୈତରଣୀ ଓ ଏହାର ଶାଖା ନଦୀ ଗେଙ୍ଗୁଟି l ଏ ନଦୀ ସବୁ ପାରି ହେଲେ ସେପଟକୁ ଭଦ୍ରକ ଜିଲ୍ଲା l ଏହା ଏକ ବିସ୍ତୃତ ଅଞ୍ଚଳ l ଚୋଉ ଦିଗରେ ବଡ଼ ବଡ଼ ଦିଗନ୍ତ ବିସ୍ତାରୀ ଭେଡ଼ା l ଏହି ଭେଡ଼ା…

‘ପ୍ରତି ଅଢେଇ ଘଣ୍ଟାରେ ଜଣେ ପ୍ରେମୀଯୁଗଳ ଘରୁ ପଳାଇଯାଉଛନ୍ତି’ ଆଶ୍ଚର୍ଯ୍ୟ କରିଦେବ ତଥ୍ୟ

ପାଟନା: ‘ମତେ ଘରୁ ସିଏ ଭଗେଇକି ନେଇନାହାନ୍ତି, ମୁଁ ନିଜେ ତାଙ୍କ ସହ ପଳାଇ ଆସିଛି.. ପରିବାର ସଦସ୍ୟଙ୍କୁ ଅନୁରୋଧ ଯେ ନିଜ ଶକ୍ତିର ଦୁରୁପଯୋଗ କର ନାହିଁ ‘, ଏହା ହେଉଛି ବିହାରର ବେତିଆର ଜଣେ ଯୁବତୀ ମଧୁବାଲା କୁମାରିଙ୍କ ଭିଡ଼ିଓର ଛୋଟ ଅନୁରୋଧ | ନିକଟରେ ସେ ତାଙ୍କ ପ୍ରେମିକଙ୍କ ସହ ପଳାଇ…

ଡଙ୍ଗା ଲୁଟିଲେ ନକ୍ସଲ; ଇନ୍ଦ୍ରାବତୀ ନଦୀର ଅପରପାର୍ଶ୍ବରେ ଫସିଲେ ୨୫ ସ୍ବାସ୍ଥ୍ୟକର୍ମୀ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଭେରମଗଡ ବ୍ଲକରେ ନକ୍ସଲ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି। ଦୁର୍ଗମ ନକ୍ସଲ ପ୍ରବଣ ଅଂଚଳକୁ ମେଡିକାଲ ଟିମ ଯାଇଥିବା ବେଳେ ସେମାନଙ୍କର ଡଙ୍ଗାକୁ ନକ୍ସଲ ଲୁଟ କରି ନେଇଥିବା ଜଣାପଡିଛି। ତେବେ ଇନ୍ଦ୍ରାବତୀ ନଦୀର ଅନ୍ୟ ପଟେ ରହିଥିବା ଏକ…

ଘରେ ସାମାଜିକ ଗଣମାଧ୍ୟମ ମନା: ସନ୍ନି ଲିଓନ

ଅଭିନେତ୍ରୀ ସନ୍ନି ଲିଓନ ସାର୍ବଜନୀନ ଜୀବନରେ ଯେଉଁଭଳି ଫୁଲାଫାଙ୍କିଆ ଆଚରଣ ପ୍ରଦର୍ଶନ କରନ୍ତି, ପାରିବାରିକ ଜୀବନରେ ସେ ତାହାର ସଂପୂର୍ଣ୍ଣ ଓଲଟା। ବାସ୍ତବରେ ତିନି ପିଲାଙ୍କ ମାଆର ଭୂମିକାକୁ ସେ ଖୁବ୍ ସତର୍କତାର ସହ ନିର୍ବାହ କରୁଛନ୍ତି। ପିଲାମାନଙ୍କ ବାଲ୍ୟକାଳ ଯେମିତି ଭଲରେ କଟିବ,…

କର୍ମକର୍ତ୍ତାଙ୍କୁ ଚିଠି ଲେଖିଲେ ନବୀନ: ପଦଯାତ୍ରାକୁ ସଫଳ କରାଅ

ଭୁବନେଶ୍ବର : ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବ। ଏହା ଏକ ମାସବ୍ୟାପୀ ଚାଲିବ। ଏଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋମବାର ଦିନ ଦଳର ରାଜ୍ୟ କର୍ମକର୍ତ୍ତା, ସାଂସଦ, ବିଧାୟକଙ୍କ ସମେତ ଜିଲ୍ଲା, ବ୍ଲକ୍ ଓ ନଗର…

ସକାଳେ ଏଭଳି ଖାଦ୍ୟ ଖାଇବାର ଅଭ୍ୟାସ ଅଛି କି?

ସକାଳର ଆରମ୍ଭ ସର୍ବଦା ସ୍ୱାସ୍ଥ୍ୟକର ଖାଦ୍ୟରୁ ହେବା ଉଚିତ୍‍। ଯାହାଦ୍ୱାରା ଦିନଟି ଆପଣଙ୍କ ଭଲରେ କଟିବ। ମାତ୍ର ସ୍ୱାସ୍ଥ୍ୟକର ନହେଲେ ଦିନଯାକ ଥକ୍କାପଣ ଅନୁଭବ ହେବା ସହ କାର୍ଯ୍ୟ କରିବାକୁ ଆଗ୍ରହ ହୋଇନଥାଏ। ଫଳରେ ବିିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଅନେକ ଲୋକେ ନିଜ ସକାଳର ଆରମ୍ଭ…

ସୁବର୍ଣ୍ଣପୁର ଜିଲ୍ଲାରେ ବାଘ ଶିକାର ଘଟଣାରେ ଫରେଷ୍ଟର ନିଲମ୍ବିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଳୁଣ୍ଡା ବାନାଞ୍ଚଳର ବାଘପାଲିରେ କଲରାପତରିଆ ବାଘ ଶିକାର ଘଟଣାରେ କାର୍ଯ୍ୟରେ ଅବହେଳା ଯୋଗୁଁ ଆଜି ଉଲୁଣ୍ଡା ଫରେଷ୍ଟର ପ୍ରସନ୍ନ ନାଏକ ଙ୍କୁ ନିଲମ୍ବିତ କରାଯାଇଛି। ସୁବର୍ଣ୍ଣପୁର ଡି ଏଫ୍ ଓ ଏହି ସୂଚନା ଦେଇଛନ୍ତି । ପୂର୍ବରୁ ଜଣେ ବନରକ୍ଷୀ ବଳରାମ ନାଏକ…

୫ ହଜାର ଲାଞ୍ଚ ନେଉଥିଲେ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ, ଭିଜିଲାନ୍ସ ହାତରେ ଧରାପଡ଼ିଲେ

ବୈପାରିଗୁଡ଼ା: ଘରବାରି ପଟ୍ଟା କରେଇ ଦେବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସତ୍ୟ ନାରାୟଣ ଦଳେଇ। ସୂଚନା ଅନୁଯାୟୀ, ବୈପାରିଗୁଡା ବ୍ଲକର ଜଣେ ହିତାଧିକାରୀ ତିନି ଏକର ଡଙ୍ଗର…