ଜିଲ୍ଲାସ୍ତରୀୟ ପିଏମ୍ କିଷାନ ଉତ୍ସବ ଦିବସ ଅନୁଷ୍ଠିତ !!!

ଗଜପତି (ମନୋଜ କୁମାର ପାଢୀ) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ସମ୍ମିଳନୀ କକ୍ଷ ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ପିଏମ୍ କିଷାନ ଉତ୍ସବ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ…

ବହୁଚର୍ଚ୍ଚିତ ଆର୍ଥିକ ଠକେଇ ମାମଲାରେ ଫେରାର ଅଭିଯୁକ୍ତ ଝିଲି ସାହୁ ଗିରଫ !!!

ଗଜପତି (ମନୋଜ କୁମାର ପାଢୀ)  : ପାରଳାଖେମୁଣ୍ଡି ପୋଲିସ ଏକ ବହୁଚର୍ଚ୍ଚିତ ଆର୍ଥିକ ଠକେଇ ମାମଲାରେ ଫେରାର ଅଭିଯୁକ୍ତ ଝିଲି ସାହୁଙ୍କୁ ଆଜି ଗିରଫ କରି ନ୍ୟାୟାଳୟକୁ ଚାଲାଣ କରିଛି । ପାରଳାଖେମୁଣ୍ଡି ଥାନା କେସ୍ ନଂ. 65/2025 ରେ ସନ୍ତୋଷିନୀ ପ୍ରଧାନ ଏବଂ ଅନ୍ୟ 25 ଜଣ ମହିଳା ପୀଡ଼ିତଙ୍କ…

୧୨ତମ ଆନ୍ତର୍ଜାତୀୟ ଯୋଗଦିବସ ପାଳନ

ନୟାଗଡ଼ (୨୧/୬):ଓଡ଼ଗାଁ ବ୍ଳକ୍ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ମିଳିତ ଆନୁକୂଲ୍ୟରେ ଓଡଗାଁ ଇନଡୋର ଷ୍ଟାଡିୟମରେ ଆଜି ୧୨ ତମ ଆନ୍ତର୍ଜାତୀୟ ଯୋଗଦିବସ ପାଳନ କରାଯାଇଛି। ତହସିଲଦାର ତଥା ଦଣ୍ଡାଧିକାରୀ ଡ.ମାନସରଞ୍ଜନ ଭୋଇ, ମଣ୍ଡଳ ଉନ୍ନୟନ ଅଧିକାରୀ ପିତିବାଳା ରଣା,ବିଜ୍ଞାପିତ ଅଞ୍ଚଳ ପରିଷଦ…

ଗଜପତି ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ …

ଗଜପତି,୨୧.୬ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଇଣ୍ଡୋର ଷ୍ଟାଡିୟମ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ଉକ୍ତ ଦିବସରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ…

ପୂଜାରୀଗୁଡା ଠାରେ ଫାଇଲେରିଆ ଚିହ୍ନଟ ଅଭିଯାନ

ତେନ୍ତୁଳୀଖୁଣ୍ଟି, ୨୧/୦୬/୨୦୨୬: ନବରଙ୍ଗପୁର ଜିଲ୍ଲାର ତେନ୍ତୁଳୀଖୁଣ୍ଟି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୂଜାରୀଗୁଡା ଗ୍ରାମରେ ଫାଇଲେରିଆ ଚିହ୍ନଟ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କାଲି ସନ୍ଧ୍ୟାରୁ ରାତି ୧୧ଟା ପର୍ଯ୍ୟନ୍ତ ଗ୍ରାମର ୩୨୫ ଜଣଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ଏହି…

ରାୟଗଡ଼ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ରାୟଗଡ଼(ଭି ଗୌରୀ ଶଙ୍କର ରାଓ) ୨୧ ଜୁନ: ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ରାୟଗଡ଼ ଜିଲ୍ଲାର ଆମ୍ବାଗୁଡ଼ା ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍‌ରେ ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ବିଭାଗର ମିଳିତ ଆନୁକୂଲ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ…

ରାୟଗଡ଼ ବ୍ଲକ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ରାୟଗଡ଼( ଭି ଗୌରୀ ଶଙ୍କର ରାଓ) ତା ୨୧.୬.୧୦୨୬ରବିବାର ସକାଳେ ରାୟଗଡ଼ ବ୍ଲକ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଯୋଗ ସଂଯୋଜକ ଶ୍ରୀ ରାଧାକୃଷ୍ଣ ମହାପାତ୍ର ଏବଂ ରାଜେନ୍ଦ୍ର ଚୌଧୁରୀଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡ: ପଦ୍ମଜା ପଟ୍ଟନାୟକ, ରାଜ୍ୟ…

ଭର୍ସା ରିଭେରା ଆପାର୍ଟମେଣ୍ଟରେ ଆନ୍ତର୍ଜାତୀୟ ଯୋଗ ଦିବସ–୨୦୨୬ ଉତ୍ସାହ ଓ ଉଲ୍ଲାସର ସହ ପାଳିତ

ଭୁବନେଶ୍ୱର (୨୧/୬) :ଭର୍ସା ରିଭେରା ଆପାର୍ଟମେଣ୍ଟ ପରିସରରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ–୨୦୨୬ ଉତ୍ସାହ, ଆନନ୍ଦ ଏବଂ ସମୁଦାୟିକ ଏକତାର ପରିବେଶ ମଧ୍ୟରେ ସଫଳତାର ସହ ପାଳିତ ହୋଇଥିଲା। ପ୍ରଭାତ 6:00ରୁ 8:00ଟା ପର୍ଯ୍ୟନ୍ତ ଆୟୋଜିତ ଏହି ଯୋଗ ଅଧିବେଶନରେ ଆପାର୍ଟମେଣ୍ଟ ସମୁଦାୟର ପ୍ରାୟ 50 ଜଣ…

ରାଷ୍ଟ୍ରପତିଙ୍କୁ ରମେଶ ଚନ୍ଦ୍ର ପାତ୍ରଙ୍କ ଦ୍ୱାରା ଜନ୍ମଦିନର ଉପହାର

ରାଇରଙ୍ଗପୁର (୨୦/୬): ମହାମହିମ ରାଷ୍ଟ୍ରପତି ଶ୍ରୀ ମତୀ ଦ୍ରୌପଦୀ ମୁର୍ମୁଂଙ୍କ ଜନ୍ମ ଦିବସରେ ଅଲ ଇଣ୍ଡିଆ ସାନ୍ତାଳ ରାଇଟର ଏସୋସିଏସନ ରରଫରୁ ଅଗ୍ରିମ ଶୁଭେଚ୍ଛା ପ୍ରଦାନ ଅବସରରେ ଚିତ୍ରାଶିଳ୍ପୀ ରମେଶ ଚନ୍ଦ୍ର ପାତ୍ରଙ୍କ ଅଙ୍କିତ ଚିତ୍ରକଳା ଉପହାର ପ୍ରଦାନ କରିଛନ୍ତି l ଏହି ଚିତ୍ରକଳାରେ ଶ୍ରୀ…

କୋଲକାତାରେ ବହୁ ଅଭ୍ୟାସକାରୀଙ୍କ ଗହଣରେ ଯୋଗ କଲେ ପ୍ରଧାନମନ୍ତ୍ରୀ

କୋଲକାତା : ଆଜି ଭାରତ ଏବଂ ବିଶ୍ୱବ୍ୟାପୀ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହେଉଛି। ଏଥର ଥିମ ରହିଛି “ସ୍ୱାସ୍ଥ୍ୟକର ବାର୍ଦ୍ଧକ୍ୟ ପାଇଁ ଯୋଗ”। ସୁସ୍ଥ, ସକ୍ରିୟ ଏବଂ ମର୍ଯ୍ୟାଦାପୂର୍ଣ୍ଣ ବାର୍ଦ୍ଧକ୍ୟ ପାଇଁ ଜୀବନବ୍ୟାପୀ ଅଭ୍ୟାସ ଭାବରେ ଗ୍ରହଣ କରିବାର ଗୁରୁତ୍ବ ପ୍ରଦାନ କରିଥାଏ।…