ସମୁଦ୍ରରେ ଭାରତର ବଢ଼ିଲା ଦବଦବା, ନୌସେନାରେ ସାମିଲ ହେଲା ୩ ଯୁଦ୍ଧଜାହାଜ
କୋଲକାତା : ଭାରତୀୟ ନୌସେନାରେ ସାମିଲ ହେଲା ୩ ଯୁଦ୍ଧ ଜାହାଜ (Naval Ships)। କୋଲକାତାସ୍ଥିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ପୋର୍ଟରେ ୩ଟି ସ୍ୱଦେଶୀ ଯୁଦ୍ଧପୋତ INS ଦୁନଗିରି, INS ଆଗ୍ରେ ଏବଂ INS ସଂଶୋଧକକୁ ଦେଶକୁ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra…