ରାଜ୍ୟ ମିଲେଟ୍‌ ମିଶନର ସଫଳତା ସମ୍ପର୍କରେ ଜାଣିଲେ ଆସାମ କୃଷି ଅଧିକାରୀ

ଡେସ୍କ: ଓଡ଼ିଶା ମିଲେଟ୍ସ ମିଶନର ସଫଳତା ସମ୍ପର୍କରେ ଅବଗତ ହେବା ପାଇଁ ଆସାମ ମିଲେଟ୍‌ ମିଶନର ୧୫ ଜଣିଆ ପ୍ରତିନିଧ୍ ଦଳ ଜାନୁଆରୀ ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିଥିଲେ। ଆସାମ ସରକାରଙ୍କ ଆସାମ କୃଷି ବ୍ୟବସାୟ ଏବଂ ଗ୍ରାମୀଣ ପରିବର୍ତ୍ତନ ପ୍ରକଳ୍ପର କୃଷି ପରାମର୍ଶଦାତା ଡକ୍ଟର…

ମହର୍ଷି ବିଶ୍ଵାମିତ୍ରଙ୍କ ଆତ୍ମକଥା

ମହର୍ଷି ବିଶ୍ଵାମିତ୍ରଙ୍କ ଆତ୍ମକଥା ================ ବାଲ୍ମିକୀ ରାମାୟଣର କଥା l ଶ୍ରୀରାମ ଲକ୍ଷ୍ମଣ ଋଷି ବିଶ୍ଵାମିତ୍ରଙ୍କ ସିଦ୍ଧାଶ୍ରମରେ ପହଞ୍ଚି, ସୁବାହୁ ନାମରେ ଏକ ଭୟଙ୍କର ରାକ୍ଷସଙ୍କୁ ବଧକଲେ l ରାମଙ୍କ ବାଣ ପ୍ରହାରରେ ଅନ୍ୟ ଗୋଟେ ରାକ୍ଷସ ମାରିଚ କୁଆଡ଼େ ପଳାଇଗଲା l ଶ୍ରୀରାମ…

ତୋ ନାମେ ବ୍ରତ ବାନ୍ଧିଲି

ତୋ ନାମେ ବ୍ରତ ବାନ୍ଧିଲି ============== ଜୟ ଜୟ ମହାଲକ୍ଷ୍ମୀ, ଅଲକ୍ଷ୍ମୀ ଅନୁଜା l ସୁଦଶାବ୍ରତରେ ମାତ ଘେନାକର ପୁଜା ll ନଇବେଦ୍ୟ ବାଢ଼ିଛି ମା' ପ୍ରଭାତରୁ ଉଠି l ତୋ ନାମେ ବ୍ରତବାନ୍ଧିଲି ଦେଇ ଦଶଗଣ୍ଠି l ପ୍ରଥମେ ପକାଇ ଗଣ୍ଠି ଲକ୍ଷ୍ମୀ ନାରାୟଣୀ l ବନ୍ଦନା କରଇ ପାଦେ ବିଶ୍ଵ…

୧୬ଟି ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ୍‌ କେନ୍ଦ୍ର ଲୋକାର୍ପିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୧୬ଟି ଉପଜିଲ୍ଲା ସ୍ତରୀୟ ଡାକ୍ତରଖାନାରେ ଡାଏଲେସିସ୍‌  କେନ୍ଦ୍ର ଲୋକାର୍ପଣ କରିଛନ୍ତି। ସାରା ରାଜ୍ୟରେ ୫ଟି ଉପକ୍ରମରେ ଉପଜିଲ୍ଲା ସ୍ତରରେ ୩୨ଟି ଡାଏଲେସିସ୍‌  କେନ୍ଦ୍ର ଖୋଲାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ନିର୍ବାଚନ ପୂର୍ବରୁ ପାକିସ୍ତାନରେ ହିଂସା

ଡେସ୍କ: ପାକିସ୍ତାନରେ ଫେବୃଆରୀ ୮ରେ ନିର୍ବାଚନ ହେବା ପୂର୍ବରୁ ବାଲୁଚିସ୍ତାନରେ ହିଂସା ବୃଦ୍ଧି ପାଇଛି। ଆଜି ସେଠାରେ ପୃଥକ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଆଜି କ୍ୱେଟାର ସବଜଲ ରୋଡ ଅଞ୍ଚଳରେ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ…

ଜ୍ଞାନବ୍ୟାପୀରେ ହିନ୍ଦୁଙ୍କ ପୂଜା, କୋର୍ଟରେ ମୁସଲିମ୍ ପକ୍ଷ

ନୂଆଦିଲ୍ଲୀ : ଜ୍ଞାନବ୍ୟାପୀ ପରିସରରେ ହିନ୍ଦୁଙ୍କୁ ପୂଜା ପାଇଁ ଅନୁମତି ମିଳିବା ପରେ ବୁଧବାର ବିଳମ୍ବିତ ରାତିରେ ମୂର୍ତ୍ତି ରଖି ପୂଜା ଆରମ୍ଭ ହୋଇଯାଇଛି । ଅନ୍ୟପଟେ ପୂଜା ଅଧିକାର ବିରୁଦ୍ଧରେ ମୁସଲିମ୍ ପକ୍ଷ ଆହ୍ଲାବାଦ ହାଇକୋର୍ଟରେ ଯାଚିକା ଦାୟର କରିଦେଇଛି । ଅଞ୍ଜୁମନ ଇନ୍ତଜାମିଆ କମିଟି…

ବଜେଟରେ ଅର୍ଥ ବ୍ୟବସ୍ଥାକୁ ଉତ୍ତମ ପରିଚାଳନା ପ୍ରଦାନ କରିଛନ୍ତି ସରକାର – ସୀତାରମଣ

ଡେସ୍କ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ସରକାର କେବଳ ସ୍ଥିର ହୋଇଥିବା ଆର୍ଥିକ ଏକୀକରଣର ପଥ ଅନୁସରଣ କରୁନାହାଁନ୍ତି ବରଂ ଏହାକୁ ଆହୁରି ସୁଦୃଢ଼ କରୁଛନ୍ତି। ଆଜି ନୂଆଦିଲ୍ଲୀରେ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଏହା ଏକ ସାଧାରଣ କଥା ଯାହା ପ୍ରତ୍ୟେକ ରେଟିଂ ଏଜେନ୍ସି ଦ୍ୱାରା…

ସ୍ୱାମୀ ଚିଦାନନ୍ଦ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଫୁଲବାଣୀ : ଫୁଲବାଣୀ ବ୍ଳକ ଅନ୍ତର୍ଗତ ବରପଦା ସ୍ଥିତ ସ୍ୱାମୀ ଚିଦାନନ୍ଦ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆଡ଼ମ୍ବର ସହିତ ସ୍ଥାନୀୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ସୁଭ୍ରାରାଣି ପଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଫୁଲବାଣୀ ବ୍ଳକ…

ହେମନ୍ତ ସୋରେନଙ୍କୁ ଗିରଫ ପ୍ରତିବାଦ‌: ଫେବ୍ରୁଆରି ୨ରେ ଜେଏମ୍ଏମ୍ ପକ୍ଷରୁ ୧୨ ଘଣ୍ଟା ମୟୂରଭଂଜ ବନ୍ଦ

ରାଇରଙ୍ଗପୁର: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଦ୍ୱାରା ଗିରଫ କରାଯାଇଛି । ଏନେଇ ଗୁରୁବାର ରାଇରଙ୍ଗପୁରଠାରେ ଥିବା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ଓଡ଼ିଶା ରାଜ୍ୟର ମୂଖ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଦୂବରାଜ ନାଗ୍‌ଙ୍କ ସଭାପତିତ୍ୱରେ…

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ପ୍ରସ୍ତୁତି ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ

ଭୁବନେଶ୍ୱର: ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଗୁରୁବାର ସନ୍ଧ୍ୟାରେ ଜନତା ମୈଦାନ ଓ ଅକ୍ଷର ଭୂମି ପରିଦର୍ଶନ କରି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ଚାଲିଥିବା ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ ଯେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀରେ…