ବାଧା ଦେବା ପରିବର୍ତ୍ତେ ସ୍ତ୍ରୀ ଫାଶୀ ଦେବା ଦୃଶ୍ୟ ସୁଟିଙ୍ଗ୍ କରି ପରିବାର ଲୋକଙ୍କୁ ଦେଖାଇଲେ ସ୍ବାମୀ
କାନପୁର: ଫାଶୀ ଦେଉଥିବା ସ୍ତ୍ରୀକୁ ବାଧା ନ ଦେଇ ତାଙ୍କ ଆତ୍ମହତ୍ୟାକାଳୀନ ଦୃଶ୍ୟର ଭିଡିଓ ଉତ୍ତୋଳନ କରି ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତି ପରିବାର ଲୋକଙ୍କୁ ଦେଖାଇଥିବା କଥା ‘ଏନ୍ଡିଟିଭି’ ରିପୋର୍ଟ କରିଛି।
ସଂଗୃହୀତ ତଥ୍ୟ ଅନୁସାରେ, ସଞ୍ଜୟ ଓ ଶୋବିତା ଗୁପ୍ତା ୪ ବର୍ଷ ହେବ ବିବାହ…