ଅର୍‌ବାଜଙ୍କ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ କମେଣ୍ଟ୍‌ କଲେ ପୂର୍ବ ପତ୍ନୀ ମଲାଇକା ଆରୋରା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅର୍‌ବାଜ୍‌ ଖାନ୍‌ ତାଙ୍କର ଅପ୍‌କମିଂ ଫିଲ୍ମ ‘ପଟ୍‌ନା ଶୁକ୍ଳା’ର ସୁଟିଂ କାମ ଆରମ୍ଭ କରି ସାରିଛନ୍ତି। ଏହି ଫିଲ୍ମଟିକୁ ସେ ନିଜ ପ୍ରଯୋଜନା ବ୍ୟାନ୍‌ରରେ ନିର୍ମାଣ କରୁଛନ୍ତି। ଅର୍‌ବାଜ୍‌ ଏହି ଫିଲ୍ମର କ୍ଲାପ୍‌ବୋର୍ଡ ଦେଖାଇ ସୋସିଆଲ୍‌ ମିଡିଆରେ ଏକ ଫଟୋ…

ଭାରତର ପୂର୍ବତନ ରାଷ୍ଟ୍ରଦୂତ ତଥା ବିଶିଷ୍ଟ କୂଟନୀତିଜ୍ଞ ଅବସର ବେଉରିଆଙ୍କ ପରଲୋକ

ଭୁବନେଶ୍ବର: ଭାରତର ପୂର୍ବତନ ରାଷ୍ଟ୍ରଦୂତ, ବିଶିଷ୍ଟ କୂଟନୀତିଜ୍ଞ, ଲେଖକ ତଥା ସ୍ତମ୍ଭକାର ଅବସର ବେଉରିଆଙ୍କର ପରଲୋକ ହୋଇଥିବାର ଖବର ମିଳିଛି। ଗତ ରାତି ୨ଟା ୨୦ ମିନିଟ ସମୟରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଏନେଇ ତାଙ୍କ ପରିବାର…

ଛଟେଇ ସୁନିଶ୍ଚିତ କଲା ‘ଆମାଜନ୍‌’: ୧୦,୦୦୦ ପ୍ରଭାବିତ କର୍ମଚାରୀଙ୍କ ନିକଟକୁ ଇମେଲ୍‌ରେ ନୋଟିସ୍‌ ଜାରି

ନୂଆଦିଲ୍ଲୀ: ଗତ କିଛି ମାସ ହେବ ଲାଭ ହେଉ ନ ଥିବାରୁ ବ୍ୟୟ ହ୍ରାସ ନିମନ୍ତେ ‘ଆମାଜନ୍‌’ କର୍ମଚାରୀ ଛଟେଇ ଆରମ୍ଭ କରିଛି। ବିଶ୍ବବ୍ୟାପୀ ବିଭିନ୍ନ ବିଭାଗରୁ ଚଳିତ ସପ୍ତାହରେ ପ୍ରାୟ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବା କଥା ମଧ୍ୟ ‘ଆମାଜନ୍’ କହିଛି। ଔପଚାରିକଭାବେ ସୂଚନା ଦିଆଯାଇ ନ ଥିଲେ…

ଖୁବ୍‌ ଶୀଘ୍ର ବିବାଦର ସମାଧାନ କରାଯାଇ ଫସଲ ବୀମା ରାଶି ପ୍ରଦାନ କରାଯିବ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ର…

ନୂଆଦିଲ୍ଲୀ: ‌କେତେକ ସମସ୍ୟା ଓ ବିବାଦ ଯୋଗୁଁ ଓଡ଼ିଶାର କୃଷକମାନଙ୍କୁ ମିଳି ନ ଥିବା ଫସଲ ବୀମା ରାଶି ଖୁବ୍‌ ଶୀଘ୍ର ମିଳିଯିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଜଣାଇଛନ୍ତି। ତୋମାର୍‌ ଲେଖିଛନ୍ତି: ଏଯାବତ୍‌ ଫସଲ…

ଏମ୍ସ ଭୁବନେଶ୍ଵର ପକ୍ଷରୁ ୱାକାଥନ ମାଧ୍ୟମରେ ମଧୁମେହ ଚିକିତ୍ସା ସଚେତନତା

ଭୁବନେଶ୍ୱର: ମଧୁମେହ ରୋଗ ଏକ ମାରାତ୍ମକ ରୋଗ। ଜାଣତରେ ହେଉ ଅଥବା ଅଜାଣତରେ ଏପରିକି ଲୋକଙ୍କ ଅବହେଳା ଯୋଗୁଁ ଦେଶରେ କାହିଁକି ସମଗ୍ର ବିଶ୍ବରେ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ରୋକିବାକୁ ହେଲେ ଆମକୁ ଆମ ଶରୀରର ଯତ୍ନ ନେବାକୁ ହେବ। ଆମର ଦୈନନ୍ଦିନ ଚାଲିଚଳଣୀରେ ପରିବର୍ତ୍ତନ…

ଶିମିଳିଗୁଡ଼ା ରାଜ୍ୟର ସବୁଠାରୁ ଥଣ୍ଡା ଜାଗା, ୯ଟି ସହରର ତାପମାତ୍ରା ୧୪ ଡିଗ୍ରି ତଳେ

ଭୁବନେଶ୍ବର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ଆଜି ରାଜ୍ୟର ୯ଟି ସହରର ତାପମାତ୍ରା ୧୪ ଡିଗ୍ରି ତଳେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟ ଜିଲ୍ଲାର ଶିମିଳିଗୁଡ଼ାଠାରେ ରେକର୍ଡ ହୋଇଛି। ଏଠାରେ ତାପମାନ ୭.୬ ଡିଗ୍ରି…

ଭାଲୁ ଆକ୍ରମଣରେ ଯୁବକ ଗୁରୁତର: ଉଦଳା ଡାକ୍ତରଖାନାରେ ଭର୍ତ୍ତି

ଶାଳଚୁଆ: ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଉକ୍ତ ଯୁବକଙ୍କ ନାମ  ଜେମାଦାର ସିଂ ବୋଲି ଜଣାଯାଇଛି। ସେ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଭାଲୁ ତାଙ୍କୁ ଆକ୍ରମଣ…

୧୪ଜଣ ତାମିଲନାଡୁ ମତ୍ସ୍ୟଜୀବୀଙ୍କୁ ଗିରଫ କରି ବୋଟ୍‌ ଜବତ କଲା ଶ୍ରୀଲଙ୍କା ନୌସେନା

ପୁଡ୍ଡୁଚେରୀ: ସାମୁଦ୍ରିକ ସୀମା ଉଲ୍ଲଂଘନ କରିଥିବା ଦର୍ଶାଇ, ବୁଧବାର ରାତିରେ ସୁଦୂର ସମୁଦ୍ରରେ ମାଛ ମାରୁଥିବା ତାମିଲନାଡୁର ନାଗପଟ୍ଟିନମ୍‌, କରାଈକାଲ୍‌ ଏବଂ ରାମନାଥପୁରମ ଜିଲ୍ଲାର ୧୪ଜଣ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ଗିରଫ କରିଛି। ଶ୍ରୀଲଙ୍କା ନୌସେନା ଆକ୍ରମଣରେ…

ସ୍ୱାଧୀନତା ପରବର୍ତ୍ତୀ କର୍ଲାପଡାର ବିଭିନ୍ନ ସମସ୍ୟାକୁ ନେଇ ବୁଦ୍ଧିଜୀବୀ ସମ୍ମିଳନୀ

ଭବାନୀପାଟଣା : ସଦର ବ୍ଲକ ଭବାନୀପାଟଣା ବ୍ଲକ ଅନ୍ତର୍ଗତ କର୍ଲାପଡା ଠାରେ ଧୃବ ଚରଣ ପ୍ରଧାନଙ୍କ ସଭାପତିତ୍ୱରେ ଏକ ବୁଦ୍ଧିଜୀବୀ ସମ୍ମିଳନୀର ଆୟୋଜନ କରାଯାଇଥିଲା । ସ୍ୱାଧୀନତା ପରେ ମଧ୍ୟ ବିଭିନ୍ନ ସମସ୍ୟାରେ ଗତିକରୁଥିବା କର୍ଲାପଡା ଅଞ୍ଚଳରେ ଏଯାଏଁ ଆନୁସଙ୍ଗିକ ସବୁ ସମସ୍ୟା ରହିଯାଇ ଅଛି ।…

ଚଳିତ ଖରିଫ ଧାନକ୍ରୟ କୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ଙ୍କ ଗୁରୁତ୍ୱାରୋପ ା

ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲାରେ ଚଳିତ ଖରିଫ ଧାନକ୍ରୟ ୨୦୨୨-୨୩ କୁ ସୁରୁଖୁରୁରେ ସମ୍ପର୍ଣ୍ଣ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ତତ୍ପରତା ପ୍ରକାଶ ପାଇଛି l ସୋସାଇଟି ସ୍ତରୀୟ ଧାନ କ୍ରୟ କମିଟି ଗୁଡିକୁ କ୍ରିୟାଶୀଳ ତଥା ସୁବ୍ୟବସ୍ଥିତ କରିବା ପାଇଁ ପ୍ରତ୍ୟେକ…