ଦେଶରେ ଆଜି ୬୫୬ ନୂଆ କୋଭିଡ୍‌-୧୯ ସଂକ୍ରମଣ; ୮,୦୦୦ ତଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇ ସାଢ଼େ ୬୦୦ ଟପି ଯାଇଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ବି ୮୦୦୦ ତଳେ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ…

ପ୍ରେମିକ ପାଇଁ ‘ଜିତା ଥା ଜିସ୍‌କେ ଲିୟେ’ ଗୀତ ଗାଇଲେ ନବବିବାହିତା ପତ୍ନୀ, ଭକୁଆ ପରି ଚାହିଁ ରହିଥିଲେ ସ୍ବାମୀ

ନୂଆଦିଲ୍ଳୀ: ବିବାହ କେଉଁ ବି ଯୁବକ ବା ଯୁବତୀଙ୍କ ପାଇଁ ବେଶ୍‌ ଖାସ୍‌ ହୋଇଥାଏ। ଏହି ଦିନକୁ ସଭିଏଁ ଅପେକ୍ଷା କରି ରହିଥାନ୍ତି। ମାତ୍ର ଥରେ ଭାବନ୍ତୁ ବିବାହ ଦିନ ଯଦି କାହାକୁ ନିଜର ପୂର୍ବ ପ୍ରେମିକ ବା ପ୍ରେମିକାଙ୍କ କଥା ମନେପଡ଼େ ତ? ଆମେ ଆଜି ଆପଣଙ୍କୁ ଦେଖାଇବୁ ସେପରି ଏକ ଭିଡିଓ।…

ଜଗନ୍ନାଥ ପ୍ରସାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୨ ଜଣଙ୍କ ପ୍ରାଣହାନି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କୋକୋଳଵା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ପ୍ରାଣହାନି ଘଟିଛି। ସୂଚନା ଅନୁଯାୟୀ ମୃତକ ଟ୍ରକର ଡ୍ରାଇଭର୍ ଓ ହେଲପର୍। ମିଳିଥିବା ସୂଚନା ଅନୁଯାୟୀ, ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କୋକୋଳଵା…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୧୯ରେ ଅବପାତ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି, ୧୯ ନଭେମ୍ବର ବେଳକୁ…

ଗୋଟିଏ ଦିନରେ ନାମାଙ୍କନ ଭରିଲେ ତିନି ପ୍ରମୁଖ ଦଳର ପ୍ରାର୍ଥୀ, ସମସ୍ତେ କହିଲେ- ଆମେ ଜିତିବୁ ପଦ୍ମପୁର ଲଢେଇ

ଭୁବନେଶ୍ଵର: ପଦ୍ମପୁର ଉପ ନିର୍ବାଚନ ପାଇଁ  ସରିଲା ପ୍ରାର୍ଥୀପତ୍ର ଦାଖଲପ୍ରକ୍ରିୟା । ପ୍ରଥମଥର ପାଇଁ ଗୋଟିଏ ଦିନରେ ନାମାଙ୍କନ ଭରିଲେ ତିନି ପ୍ରମୁଖ ଦଳ ସହିତ ଜଣେ ସ୍ଵାଧୀନ ପ୍ରାର୍ଥୀ । ବିଜେଡି ପ୍ରାର୍ଥୀ ବର୍ଷାରାଣୀ ସିଂ ବରିହା, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସ ପ୍ରାର୍ଥୀ…

ମିଥ୍ୟପ୍ରଚାର କରୁଛି ପାକିସ୍ତାନ, କଡା ସମାଲୋଚନା କଲା ଭାରତ

ନ୍ୟୁୟର୍କ : ଦେଶ ସ୍ୱାଧୀନ ହେବାପରଠାରୁ ଜାମ୍ମୁ-କାଶ୍ମୀରକୁ ନେଇ ସୀମାବିବାଦ ଚାଲିଆସିଛି । ଏହାକୁ ପାକିସ୍ତାନ ନିଜ ଅକ୍ତିଆର କରିବାକୁ ସବୁବେଳେ ଚେଷ୍ଟା କରିଆସୁଛି । ଏଥିପାଇଁ ଅନେକ ଯୁଦ୍ଧ ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି । ଜାମ୍ମୁ-କାଶ୍ମୀରରେ ସବୁବେଳେ ଆତଙ୍କବାଦ ଆକ୍ରମଣ ହୋଇଆସୁଛି…

ୟୁକ୍ରେନ-ରୁଷିଆ ଯୁଦ୍ଧର କରୁଣ ପରିଣତି: ମହିଳାଙ୍କ ଶରୀରରେ ମାଡ଼ ହେଲା ମିସାଇଲ୍

ନୂଆଦିଲ୍ଲୀ: ୟୁକ୍ରେନ-ରୁଷିଆ ଯୁଦ୍ଧକୁ ଏହା ମଧ୍ୟରେ ପାଖାପାଖି ୯ ମାସ ସମୟ ଅତିକ୍ରାନ୍ତ ହୋଇ ସାରିଲାଣି । ଏବେ ବି ଯୁଦ୍ଧ ଜାରି ରହିଥିବା ବେଳେ ବହୁ ଧନଜୀବନ କ୍ଷୟକ୍ଷତି ଘଟୁଥିବାର ଦେଖାଯାଉଛି । ତେବେ ଏହା ମଧ୍ୟରେ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି । ୟୁକ୍ରେନର ଡିନିପ୍ରୋ ସହରର ରାସ୍ତାର…

SAIL ପକ୍ଷରୁ ବାହାରିଲା ୨୫୯ଟି ପଦବୀ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ (ସେଲ) ପକ୍ଷରୁ ଅନେକ ପଦବୀ ପାଇଁ ଚାକିରି ବାହାରିଛି । ପ୍ରାର୍ଥୀମାନେ କନସଲଟାଣ୍ଟ, ଏମଓ ଏବଂ ଅନ୍ୟ ପଦବୀରେ ନିଯୁକ୍ତି ପାଇବେ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ…

ପୁଣି ବଢିଲା କରୋନା ସଂକ୍ରମଣ; ଗତ ୨୪ ଘଣ୍ଟାରେ ୪୯ ହଜାର ୪୧୮ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ବିଗତ ଦୁଇବର୍ଷ ହେବ ମହାମାରୀ କରୋନା ସାରା ବିଶ୍ୱରରେ ତାର କାୟା ବିସ୍ତାର କରିଛି । ଯାହାକୁ ନେଇ ଅସ୍ତବ୍ୟସ୍ତ ହୋଇପଡିଛି ଏହି ମଣିଷ ସମାଜ । ତେବେ ଏହି କରୋନାକୁ ରୋକିବା ପାଇଁ ସମସ୍ତ ଦେଶର ସରକାରଙ୍କ ଠାରୁ ଆରମ୍ଭ କରି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ସମସ୍ତେ ପ୍ରଚେଷ୍ଚା ଜାରି…

କଟକରୁ ପୁଣି ଧରାପଡିଲା ନକଲି ଚା’ : ଚଢାଉ କରି ଜବତ କଲା ପୋଲିସ

କଟକ : କଟକରେ ପୁଣି ଧରାପଡ଼ିଲା ନକଲି ଜିନିଷ । ନିଶ୍ଚିନ୍ତକୋଇଲି ବଜାର ଓ କଟିକଟା ବଜାରରେ ନକଲି ଚା’ ପ୍ୟାକେଟ୍ ଧରାପଡ଼ିଛି । ଏଠାରେ ଏକ ପ୍ରସିଦ୍ଧ ଚା’ ବ୍ରାଣ୍ଡର ନାଁକୁ ବ୍ୟବହାର କରି ନକଲି ଚା’ ବିକ୍ରି ହେଉଥିବା ଖବର ପାଇ ଏକ ତଦନ୍ତକାରୀ ଦଳ ପହଂଚି ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବହୁ…