ଶିଖ୍‌ ଛାତ୍ରମାନଙ୍କୁ କୃପାଣ ନେଇ କ୍ୟାମ୍ପସ୍‌ ଯିବାକୁ ଅନୁମତି ଦେଲା ଆମେରିକୀୟ ବିଶ୍ବବିଦ୍ୟାଳୟ

ନ୍ୟୁୟର୍କ: କୃପାଣ ପରିଧାନ କରି କ୍ୟାମ୍ପସ୍‌ ମଧ୍ୟକୁ ଯିବା ପାଇଁ ଆମେରିକାର ସାର୍ଲଟ୍‌ସ୍ଥିତ ‘ୟୁନିଭର୍ସିଟି ଅଫ୍‌ ନର୍ଥ କ୍ୟାରୋଲିନା ତା’ର ‘ୱିପନ୍‌ସ୍‌ ଅନ୍‌ କ୍ୟାମ୍ପସ୍‌’ ନୀତି ନବୀକରଣ କରିଛି। ଧର୍ମବିଶ୍ବାସ ସହିତ ଜଡ଼ିତ ଥିବା ଆଳଙ୍କାରିକ ଭୁଜାଲି ବା ‘କୃପାଣ’ ଅଣ୍ଟାରେ ବାନ୍ଧି…

ଇଫିରେ ପ୍ରଦର୍ଶନ ଲାଗି ଦୁଇ ଓଡ଼ିଆ ଡିପ୍ଲୋମା ଫିଲ୍ମ ମନୋନୀତ

ଭୁବନେଶ୍ବର: ପୁଣି ଇଫି(ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ)ରେ ପ୍ରଦର୍ଶନ ଲାଗି ଓଡ଼ିଆ ସିନେମା ମନୋନୀତ ହୋଇଛି। ଏଥର ଦୁଇଟି ଛବିଙ୍କୁ ଭିନ୍ନ ଭିନ୍ନ କାରଣରୁ ପ୍ରଦର୍ଶନ ଲାଗି ଅନୁମତି ଦିଆଯାଇଛି। ଡିପ୍ଲୋମା ଫିଲ୍ମ ‘ଅସ୍ତରାଗ’ ଏହାର ସାଉଣ୍ଡ ଡିଜାଇନ୍ ପାଇଁ ଇଫି ରେ…

ମାଙ୍ଗାଲୁରୁ ଅଟୋରିକ୍ସା ବିସ୍ଫୋରଣ ଆତଙ୍କବାଦ କାଣ୍ଡ, ତଦନ୍ତ ଚାଲିଛି: ପୁଲିସ ମୁଖ୍ୟ

ନୂଆଦିଲ୍ଲୀ: ଶନିବାର ଦିନ ଉପକୂଳବର୍ତ୍ତୀ କର୍ଣ୍ଣାଟକର ମାଙ୍ଗାଲୁରୁରେ ଘଟିଥିବା ଅଟୋରିକ୍ସା ବିସ୍ଫୋରଣ ଆକସ୍ମିକ ନୁହେଁ, ସାଙ୍ଘାତିକ କ୍ଷତି ଘଟାଇବା ପାଇଁ ଅଭିସନ୍ଧି ଥିବା ଆତଙ୍କବାଦ କାଣ୍ଡ ବୋଲି ଆଜି ରାଜ୍ୟ ପୁଲିସ ମୁଖ୍ୟ ସୁନିଶ୍ଚିତ କରିଛନ୍ତି। ‘ଟୁଇଟର୍‌’ରେ ଏ ସମ୍ବାଦକୁ…

ରାଜରାସ୍ତା କଡ଼ରୁ ଅଜଣା ଯୁବକର ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

ବିଶୋଇ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର ଛକ ନିକଟସ୍ଥ ୪୯ନଂ ଜାତୀୟ ରାଜପଥରେ ଥିବା ଏକ ନିଛାଟିଆ ପୋଲ ନିକଟରୁ  ଯୁବକର ମୃତଦେହ ଉଦ୍ଧାର ହୋଇଛି। ବର୍ତ୍ତମାନ ସୁଦ୍ଧା ମୃତଦେହର ପରିଚୟ ମିଳିପାରିନଥିବା ବେଳେ ଏହା ଏକ ଯୋଜନାବଧ ହତ୍ୟାକାଣ୍ଡ ବୋଲି ଜଣାପଡୁଛି। ସୂଚନାଥାଉକି,…

ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରଭାବିତ ଗରିବ ରାଷ୍ଟ୍ରକୁ ‘ଲସ୍‌ ଆଣ୍ଡ୍‌ ଡ୍ୟାମେଜ୍‌’ ସହାୟତା ଦେବେ ସମୃଦ୍ଧ ରାଷ୍ଟ୍ର

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନଜନିତ କୁପ୍ରଭାବରେ ସରବ୍ୟ ହେଉଥିବା ଗରିବ ରାଷ୍ଟ୍ରମାନଙ୍କୁ ଅନୁକମ୍ପାମୂଳକ ସହାୟତା ଦେବା ନିମନ୍ତେ ‘କୋପ୍‌୨୭’ ନାମରେ ଜଣାଶୁଣା ‘୨୭ତମ ମିଳିତ ରାଷ୍ଟ୍ରସମୂହ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ’ ଏକ ଐତିହାସିକ ରାଜିନାମାରେ ଉପଗତ ହୋଇଛି। ଏହି ରାଜିନାମା…

ଜଣାଶୁଣା ହୃଦରୋଗ ବିଶେଷଜ୍ଞ ଡାକ୍ତର ପ୍ରମୋଦ କୁମାର ଆଚାର୍ଯ୍ୟଙ୍କ ପରଲୋକ

ଭୁବନେଶ୍ବର: ସ୍ବନାମଧନ୍ୟ ଚିକିତ୍ସକ ଓ ରାଜ୍ୟ ସରକାରଙ୍କ ପୂର୍ବତନ ସ୍ବାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ଆଚାର୍ଯ୍ୟ ଆଜି ପ୍ରାତଃ ଘ ୪-୪୫ମି ସମୟରେ ନିଜ ବାସଭବନରେ ଇହଧାମ ତ୍ୟାଗ କରିଛନ୍ତି। ଡାକ୍ତର ଆଚାର୍ଯ୍ୟ ଶେଷ ଜୀବନ ପର୍ଯ୍ୟନ୍ତ ରୋଗୀ ସେବାରେ ବ୍ରତୀ ଥିଲେ। ସେ ଜଣେ ଜଣାଶୁଣା…

ଏଟିଏମ୍ ଲୁଟ୍ ଉଦ୍ୟମକୁ ପଣ୍ଡ କଲା ପୁଲିସ

ଭୁବନେଶ୍ବର: ଏଟିଏମ୍ ଲୁଟ୍ ଉଦ୍ୟମକୁ ପଣ୍ଡ କରିଛି ପୁଲିସ। ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ଥାନା ଅଞ୍ଚଳରେ ଥିବା ଏକ ଏସବିଆଇ ଏଟିଏମରୁ ଅଭିଯୁକ୍ତମାନଙ୍କ ଦ୍ଵାରା କରାଯାଇଥିବା ଏକ ବଡ଼ଧରଣର ଚୋରି ଉଦ୍ୟମକୁ ପୁଲିସର ତ୍ଵରିତ ପଦକ୍ଷେପ ଦ୍ଵାରା ପଣ୍ଡ କରାଯାଇପାରିଛି। ବିଳମ୍ବିତ ରାତିରେ…

ବାଲିଯାତ୍ରାର ସଂପୂର୍ଣ୍ଣ ଆୟବ୍ୟୟର ସ୍ପେସାଲ ଅଡିଟ କରାଯାଉ: ପ୍ରଭାତ ତ୍ରିପାଠୀ

କଟକ: ବାଲିଯାତ୍ରାକୁ ନେଇ ବିବାଦ ଉଠିଛି। ବାଲିଯାତ୍ରାରେ ଜିଲ୍ଲା ପ୍ରଶାସନର ମନମୁଖୀ କାର୍ଯ୍ୟକ୍ରମକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉଭୟ ମହାନଗର ପୂଜା କମିଟି ଓ ଶାନ୍ତି କମିଟି। ମହାନଗର ପୂଜା କମିଟି ସମ୍ପାଦକ ପ୍ରଭାତ ତ୍ରିପାଠୀ କହିଛନ୍ତି, ସମ୍ପୂର୍ଣ୍ଣ ବାଲିଯାତ୍ରାକୁ ସ୍ପେସାଲ ଅଡିଟ କରାଯାଉ।…

ଲଗାଣ ବର୍ଷା ‌ଯୋଗୁଁ ସମ୍ଭବ ହେଲା ନାହିଁ ଭାରତ ଓ ନିଉଜିଲାଣ୍ଡ୍‌ ଟିମ୍‌ ଖେଳିବାକୁ ଥିବା ‘ଟି୨୦ଆଇ’ର ପ୍ରଥମ ମ୍ୟାଚ୍‌

ନୂଆଦିଲ୍ଲୀ: ୱେଲିଙ୍ଗ୍‌ଟନ୍‌ରେ ଅତି ପ୍ରବଳ ବର୍ଷା ଲାଗି ରହିବାରୁ ଆଜି ‘ସ୍କାଏ ଷ୍ଟାଡିୟମ୍‌’ରେ ଭାରତ ଓ ନିଉଜିଲାଣ୍ଡ୍‌ ମଧ୍ୟରେ ହେବାକୁ ଥିବା ପ୍ରଥମ ‘ଟି୨୦ଆଇ’ ଖେଳିବା ସମ୍ଭବପର ହୋଇନାହିଁ। ଏହି ସିରିଜ୍‌ରେ ୩ଟି ମ୍ୟାଚ୍‌ ଖେଳାଯିବା କଥା। ପାଗ ଭଲ ଥିବାରୁ ଏହି ସିରିଜ୍‌ର ଦ୍ବିତୀୟ…

ସଫଳ ହେଲା ଭାରତର ପ୍ରଥମ ଘରୋଇ ରକେଟ୍‌ ‘ବିକ୍ରମ-ଏସ୍‌’ର ଉତ୍‌କ୍ଷେପଣ

ଶ୍ରୀହରିକୋଟା: ଆଜି ଚେନ୍ନାଇଠାରୁ ୧୧୫ କିଲୋମିଟର୍‌ ଦୂରରେ ଥିବା ଶ୍ରୀହରିକୋଟା ସ୍ପେସ୍‌ପୋର୍ଟରୁ ଭାରତରେ ପ୍ରଥମ କରି ନିର୍ମିତ ଘରୋଇ ରକେଟ୍‌ ‘ବିକ୍ରମ୍‌-ଏସ୍‌’ର ଉତ୍‌କ୍ଷେପଣ ସଫଳ ହୋଇ ‘ଇସ୍ରୋ’ କହିଛି। ଟୁଇଟ୍‌ କରି ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଘୋଷଣା…