ପାଣିକୋଇଲି ମାଡିବସିଲା ଏସଟିଏଫ୍: ୧୫୫ ଗୋରୁ ଉଦ୍ଧାର, ୨ ଅଭିଯୁକ୍ତ ଗିରଫ

ଯାଜପୁର: ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ବେଳେ ମାଡିବସିଲା ଏସଟିଏଫ୍ ଟିମ୍। ଯାଜପୁର ଜିଲ୍ଲା ପାଣିକୋଇଲି ନିକଟ ସାହପୁର ହାତପଡ଼ିଆରେ ଏଭଳି ଘଟଣା ଘଟିଛି। ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରୁ ୧୫୫ ଗୋରୁଙ୍କୁ ଉଦ୍ଧାର କରାଯିବା ସହ ଗୋଟିଏ ଟ୍ରକ ଓ ୩୪ ହଜାର ୫୦୦…

ମୋଦୀଙ୍କ ୩ ଦିନିଆ ଗସ୍ତ ଆରମ୍ଭ

ନୂଆଦିଲ୍ଲୀ : ଗୁଜରାଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାରଠାରୁ ୩ ଦିନିଆ ଗୁଜରାଟ ଗସ୍ତ ଆରମ୍ଭ କରିଛନ୍ତି। ମୋଦୀ ଶନିବାର ସନ୍ଧ୍ୟାରେ ଗୁଜରାଟରେ ପହଞ୍ଚିବାପରେ ବାପିରେ ରୋଡ୍‌ସୋ କରିଛନ୍ତି।…

ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବରଦାନ ‘ଗୁଜୁରାତି’

ଗୁଜୁରାତିର ବିଭିନ୍ନ ପ୍ରକାର ଖାଦ୍ୟ ଓ ମିଠା ପ୍ରସ୍ତୁତିରେ ବ୍ୟବହାର କରାଯାଏ । ପୂର୍ବରୁ ଲୋକେ ପ୍ରାୟତଃ ଏହାର ଅଧିକ ସେବନ କରୁଥିଲେ । ଏହା ଗରମ ମସଲାର ଏକ ମୁଖ୍ୟ ଅଂଶ । ଏହାର ସ୍ୱାସ୍ଥ୍ୟ ଉପକାରୀ ଅନେକ ଗୁଣ ରହିଥିବା ବେଳେ ଏକ ଅଧ୍ୟୟନ ଅନୁଯାୟୀ, ଗୁଜୁରାତିରେ ଉଚ୍ଚ ରକ୍ତଚାପ କମ୍‍ କରିବାର…

ବାଲିଯାତ୍ରା ଆୟୋଜନକୁ ନେଇ ଅସନ୍ତୁଷ୍ଟ ପ୍ରଭାତ ତ୍ରିପାଠୀଙ୍କର ଭିନ୍ନ ଭିଡିଓ ଭାଇରାଲ୍

କଟକ: ବାଲିଯାତ୍ରା ଆୟୋଜନକୁ ନେଇ ପ୍ରଥମେ ଅସନ୍ତୋଷ ପ୍ରକାଶ କରିବା ପରେ ଏବେ ପ୍ରଭାତ ତ୍ରିପାଠୀଙ୍କର ଅନ୍ୟ ଏକ ଭିଡିଓ ଭାଇରାଲ୍ ହୋଇଛି। ଏଥିରେ ବାଲିଯାତ୍ରାକୁ ନେଇ ଜିଲା ପ୍ରଶାସନକୁ ପ୍ରଶଂସା କରିଥିବା ଦେଖିବାକୁ ମିଳୁଛି। ଏହାଏକ ନୂଆ ମୋଡ଼ ନେଇଛି। ତେବେ ଏହି ଇନଷ୍ଟାଗ୍ରାମ ଭାଇରାଲ…

ଅନ୍ୟ ଚର୍ବି ଜାତୀୟ ଖାଦ୍ୟଠାରୁ ଅଧିକ ସ୍ୱାସ୍ଥ୍ୟକର ଗାଈଘିଅ, ରଖେ ନିରୋଗ ଓ ଦୀର୍ଘାୟୁ

ଆୟୁର୍ବେଦ ମତରେ, ଗୋଘୃତ ନିତ୍ୟ ସେବନ କରିବା ଦ୍ୱାରା ଆମର ଧାରଣଶକ୍ତି, ସ୍ମୃତିଶକ୍ତି, ମେଧା, ଅଗ୍ନି, ବଳ, ଓଜନ ଓ ଆୟୁ ବୃଦ୍ଧି ହୋଇଥାଏ। ଏହା ଆମର ଶୁକ୍ରଧାତୁ, ସ୍ୱର ତଥା ନେତ୍ର ପାଇଁ ହିତକାରୀ। ଏହା ବାତ ଓ ପିତ୍ତର ବିକାର, ଉନ୍ମାଦ, ଅପସ୍ମାର ଓ ଜ୍ୱର ଜନିତ ପ୍ରଦାହକୁ ମଧ୍ୟ ନଷ୍ଟ…

ସଚିବାଳୟରେ ପ୍ରଦର୍ଶିତ ହେବ ବାବୁସାନଙ୍କ ଅଭିନୀତ ‘ଦମନ’

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ବାବୁସାନଙ୍କ ଅଭିନୀତ ଯୁଗାନ୍ତକାରୀ ଚଳଚ୍ଚିତ୍ର ‘ଦମନ’ ସଚିବାଳୟରେ ପ୍ରଦର୍ଶିତ ହେବ। ଆଜି ସନ୍ଧ୍ୟା ୫ଟା ସମୟରେ ଏହି ଛବି ସଚିବାଳୟର କନଭେନସନ ହଲରେ ପ୍ରଦର୍ଶିତ ହେବ। ଏଥିରେ ଯୁଗ୍ମ ସଚିବ ପାହ୍ୟାରୁ ଉଚ୍ଚ ଅଧିକାରୀମାନେ ଅଂଶଗ୍ରହଣ କରିପାରିବେ। ଏନେଇ ରାଜ୍ୟ…

ଦେଶରେ ଆଜି ୫୦୦ ତଳେ ନୂଆ କୋଭିଡ୍‌-୧୯ ସଂକ୍ରମଣ; ସାଢ଼େ ୬ ହଜାର ତଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ହ୍ରାସ ପାଇ ୫୦୦ ତଳକୁ ଆସିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇ ସାଢ଼େ ୬ ହଜାର ତଳକୁ ଆସିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ…

ଖପ୍ରାଖୋଲ ପୁଲିସ ଦ୍ୱାରା ଉଦ୍ଧାର ହେଲେ ୮ ଦାଦନ ଶ୍ରମିକ

ଧଣ୍ଡାମୁଣ୍ଡା: ଜୋରସୋରରେ ଚାଲୁଛି ଦାଦନ ଚାଲାଣ। ପୁଲିସ ସକ୍ରିୟତାର ସହିତ ଉଦ୍ଧାର କରିଚାଲିଥିବା ବେଳେ ଦାଦନ ଚାଲାଣ ଥମିବାର ନାଁ ନେଉ ନାହିଁ। ପ୍ରତ୍ୟେକ ଦିନ କିଛି ନାଁ କିଛି ଦାଦନ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରୁଛି, ହେଲେ ଦଲାଲମାନେ ଅଭିନଵ ପନ୍ଥା ଅବଲମ୍ବନ କରି ଏବେ ଘରୋଇ ବସମାନଙ୍କରେ…

୩ ବେପାରୀଙ୍କଠାରୁ ୪୨ କେଜି ଗଞ୍ଜେଇ ଜବତ

ଧଉଳି: ଧଉଳି ଥାନା ପୁଲିସ ଆଜି ଚୋରା ଗେଞ୍ଜେଇ କାରବାର ମାମଲାରେ ୩ ଆନ୍ତଃଜିଲ୍ଲା ଗଞ୍ଜେଇ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବେପାରୀମାନେ ହେଲେ ପୁରୀ ଜିଲ୍ଲା ଗୋପ ଥାନା ଅଧୀନ ବାଲିକନ୍ଦଳ ମଲ୍ଲିକ ସାହିର ଦୀପକ କୁମାର ମଲ୍ଲିକ(୩୦), ଉକ୍ତ ଥାନା ଅଞ୍ଚଳର ରମେଶ କୁମାର…

ଦ୍ବିତୀୟ ‘ଟି୨୦’ କ୍ରିକେଟ୍‌ ମ୍ୟାଚ୍‌: ନିଉଜିଲାଣ୍ଡ୍‌ ବିପକ୍ଷରେ ପ୍ରଥମେ ବ୍ୟାଟିଙ୍ଗ୍‌ କରୁଛି ଭାରତ

ମାଉଣ୍ଟ୍‌ ମଙ୍ଗନୁଇ: ଆଜି ନିଉଜିଲାଣ୍ଡ୍‌ର ମାଉଣ୍ଟ୍‌ ମଙ୍ଗନୁଇସ୍ଥିତ ବେ’ ଓଭାଲ୍‌ରେ ଆୟୋଜିତ ଦ୍ବିତୀୟ ‘ଟି୨୦’ କ୍ରିକେଟ୍‌ ମ୍ୟାଚ୍‌ରେ ଟସ୍‌ ଜିଣିବା ପରେ ପ୍ରଥମେ ବୋଲିଙ୍ଗ୍‌ କରିବାକୁ ନିଉଜିଲାଣ୍ଡ୍‌ ନିଷ୍ପତ୍ତି ନେଇ ବ୍ୟାଟିଙ୍ଗ୍‌ କରିବା ଲାଗି ଭାରତକୁ ଆମନ୍ତ୍ରଣ କରିଛି। ଭାରତ…