୧୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ ସରକାରୀ ବ୍ୟାଙ୍କ ମୁଖ୍ୟ

ମୁମ୍ବାଇ: ସରକାରୀ ବ୍ୟାଙ୍କ ମୁଖ୍ୟମାନେ ଏଣିକି ୧୦ ବର୍ଷ ପର୍ଯ୍ୟନ୍ତ ପଦବିରେ ରହିପାରିବେ। ୫ ବର୍ଷ ପର୍ଯ୍ୟନ୍ତ ସର୍ବାଧିକ କାର୍ଯ୍ୟ କରିବା ନେଇ ରହିଥିବା ନିୟମରେ ପରିବର୍ତ୍ତନ ଅଣାଯାଇଛି। ପରିଚାଳନା ନିର୍ଦ୍ଦେଶକ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନଙ୍କ ପାଇଁ ଏହି ନିୟମ ପ୍ରଯୁଜ୍ୟ ହେବ।…

ଆରପାରିରେ ବଙ୍ଗୀୟ ଅଭିନେତ୍ରୀ ଆଣ୍ଡ୍ରିଲା, ମାତ୍ର ୨୪ ବର୍ଷ ବୟସରେ ଚାଲିଗଲା ଜୀବନ

କୋଲକାତା: ମାତ୍ର ୨୪ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି ଜଣାଶୁଣା ବଙ୍ଗୀୟ ଅଭିନେତ୍ରୀ ଆଣ୍ଡ୍ରିଲା ଶର୍ମା | ବ୍ରେନ ଷ୍ଟ୍ରୋକ ଏବଂ ହୃଦ୍‌ଘାତ ଯୋଗୁଁ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଯାଇଛି | ଗତ କିଛି ଦିନ ହେବ ଆଣ୍ଡ୍ରିଲା ଶର୍ମା କୋମାରେ ଥିଲେ। ତାଙ୍କର ସମସ୍ତ…

କାତାର ହେବ ତୃତୀୟ ଖରାପ ବିଶ୍ବକପ୍‌

ଦୋହା: ରବିବାରଠୁ କାତାରରେ ଫିଫା ବିଶ୍ବକପ୍‌ ଆରମ୍ଭ ହେବାକୁ ଯାଉଥିଲା ‌ବେ‌ଳେ ଏହାର ଆୟୋଜକ ଦେଶ ଏବଂ ବିଶ୍ବ ଫୁଟ୍‌ବଲ୍‌ ପରିଚାଳନା ସଂସ୍ଥା (ଫିଫା) ବିବାଦରେ ଛନ୍ଦି ହୋଇ ରହିଛି। ୨୦୧୩ରେ ଯେତେବେଳେ ଦୋହାକୁ ବିଶ୍ବକପ୍‌ ଆୟୋଜକ ଅଧିକାର ମିଳିଲା ସେତେବେ‌ଳେ କାତାରରେ ମାନବ ଅଧିକାର…

ଅଜା ହେଲେ ମୁକେଶ ଅମ୍ବାନୀ, ଯାଆଁଳା ସନ୍ତାନଙ୍କ ମା ହେଲେ ଝିଅ ଇଶା ଅମ୍ବାନୀ

ମୁମ୍ବାଇ: ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଘରେ ଆଜି ଖୁସିର ଲହରୀ ଖେଳିଯାଇଛି | ବାସ୍ତବରେ ମୁକେଶଙ୍କ ଝିଅ ଇଶା ଅମ୍ବାନୀ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଅମ୍ବାନୀ ପରିବାର ଏବଂ ପିରାମଲ ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ ଇଶା…

୧୩ ଡିଗ୍ରି ତଳେ ରାଜ୍ୟର ୧୩ଟି ସହରର ତାପମାତ୍ରା

ଭୁବନେଶ୍ବର: ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ଆରମ୍ଭ ହୋଇଯାଇଥିବା ବେଳେ ଆଜି ରାଜ୍ୟର ୧୩ଟି ସହରର ତାପମାତ୍ରା ୧୩ ଡିଗ୍ରି ତଳେ ରହିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ଓ କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ଠାରେ ରେକର୍ଡ…

ବୈଷୟିକ ତ୍ରୁଟି ଯୋଗୁଁ ଉଡ଼ାଣ ପରେ ଜରୁରୀ ଅବତରଣ କଲା ଏୟାର୍‌ ଇଣ୍ଡିଆର ମୁମ୍ବାଇ-କାଲିକଟ୍‌ ବିମାନ

ମୁମ୍ବାଇ: ବୈଷୟିକ ତ୍ରୁଟି ଯୋଗୁଁ ଆଜି ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ପୋର୍ଟରେ କାଲିକଟ୍‌ ଅଭିମୁଖେ ବାହାରି ଥିବା ଏୟାର୍‌ ଇଣ୍ଡିଆର ଏକ ବିମାନ ଜରୁରୀ ଅବରତଣ କରିଛି। ଏ ସଂକ୍ରାନ୍ତରେ ଦେଇଥିବା ବିବୃତିରେ ଏୟାର୍‌ ଇଣ୍ଡିଆର ଜଣେ ମୁଖପାତ୍ର…

ଆଗକୁ ଆର୍ଥିକ ମାନ୍ଦା ଅବସ୍ଥା ଆସୁଛି; ଟିଭି, ଫ୍ରିଜ୍‌ ନ କିଣି ଟଙ୍କା ରଖନ୍ତୁ: ଜେଫ୍ ବେଜୋସ୍‌

ନୂଆଦିଲ୍ଲୀ: ଆଗକୁ ଭୀଷଣ ଆର୍ଥିକ ମାନ୍ଦା ଅବସ୍ଥା ଆସିବାର ସମ୍ଭାବନା ଥିବାରୁ ଉତ୍ସବକାଳୀନ ଅବକାଶରେ (ଥ୍ୟାଙ୍କ୍‌ସ୍‌ଗିଭିଙ୍ଗ୍‌ରୁ ନବବର୍ଷ ପର୍ଯ୍ୟନ୍ତ) ବିପୁଳ ପରିମାଣର ସାମଗ୍ରୀ ଖରିଦ ନ କରିବାକୁ ‘ଆମାଜନ୍’ର ସଂସ୍ଥାପକ ତଥା ଖ୍ୟାତନାମା ଜେଫ୍‌ ବେଜୋସ୍‌ ଗ୍ରାହକ ଓ ବ୍ୟବସାୟ…

ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣା: ସିଂହଦ୍ୱାର ଥାନାରେ ଏତଲା

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଥିବାର ଖବର ମିଳିଛି। ଏଣେ ଗତକାଲି ଏକାଦଶୀ ମହାସଂଘ ପକ୍ଷରୁ ୟୁଟ୍ୟୁବର ଯୁବକଙ୍କ ବିରୋଧରେ ଏତଲା ଦିଆଯାଇଥିଲା। ଏହାକୁ ନେଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ…

ଶ୍ରଦ୍ଧାଙ୍କ ପ୍ରତି ଭଲପାଇବା ନଥିଲା, ହତ୍ୟା କରିବା ପରେ ତାକୁ ହତ୍ୟା କରିଥିଲି: ଅଫତାବ

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାରେ ପ୍ରତିଦିନ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସଛି। ପ୍ରତିଦିନ ଭିନ୍ନ ଭିନ୍ନ ତଥ୍ୟ ପୁଲିସକୁ ଦେଉଛି ଶ୍ରଦ୍ଧାଙ୍କ ପ୍ରେମିକ ଅଫତାବ ପୁନାୱାଲା। ହେଲେ ଏବେ ଯାଏ ଶ୍ରଦ୍ଧାଙ୍କ ଶରୀରର ସବୁ ଖଣ୍ଡ ପୁଲିସକୁ ମିଳିନଥିବା ବେଳେ ଅଫତାବ କେତେ ସତ ଏବଂ କେତେ…

‘ଫିଫା ବିଶ୍ବକପ୍‌’ ବେଳେ ଧାର୍ମିକ ଭା‌ଷଣ ଦେବାକୁ କତାର୍‌ ଯାଇଛନ୍ତି ଇସ୍‌ଲାମୀୟ ପ୍ରବଚକ ଜାକିର୍‌ ନାଇକ୍‌

କତାର୍‌: ଭାରତରେ ମନି ଲଣ୍ଡରିଂ ଓ ଅସୂୟା ଭାଷଣ ଅଭିଯୋଗରେ ସମ୍ମୁଖୀନ ହୋଇଥିବା ବିବାଦୀୟ ଭାରତୀୟ ଇସ୍‌ଲାମୀୟ ପ୍ରବଚକ ଜାକିର୍‌ ନାଇକ୍‌ ‘୨୦୨୨ ଫିଫା ବିଶ୍ବକପ୍‌’ ଆଗରୁ ମାଲେସିୟାରୁ କତାର୍‌ ଗସ୍ତ କରିଥିବା କେତେକ ଗଣମାଧ୍ୟମ ରିପ‌ୋର୍ଟ କରିଛନ୍ତି। ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଓ…