ଜେଲ୍‌ରେ ‘ଆପ୍‌’ ମନ୍ତ୍ରୀଙ୍କୁ ଘଷାମୋଡ଼ା କରୁଥିବା ବ୍ୟକ୍ତି ନିଜ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଭୋଗୁଛି…

ନୂଆଦିଲ୍ଲୀ: ନିକଟରେ ‘ଆମ୍‌ ଆଦ୍‌ମି ପାର୍ଟି’ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ଦିଲ୍ଲୀର ତିହାର ଜେଲ୍‌ରେ ‘ମସାଜ୍‌’ ବା ଘଷାମୋଡ଼ା ଖାଉଥିବାର ଦୃଶ୍ୟ ଥିବା ଏକ ଭିଡିଓ ସେୟାର୍‌ କରିଥିଲା ‘ବିଜେପି’। ଏବେ ସେହି ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ହସ୍ତଗତ ହେଉଛି। ଆଜି ସକାଳୁ ଖବର ମିଳିଥିଲା ଯେ…

ବ୍ଲୁ ଟିକ୍‌ ସବ୍‌ସ୍କ୍ରିପସନ୍‌ ଯୋଜନା ବଦଳାଇଲେ ଏଲନ ମସ୍କ, ଜାଣନ୍ତୁ କାରଣ

ନୂଅଦିଲ୍ଳୀ: ରି-ଲଞ୍ଚ୍‌ ହେବାକୁ ଥିବା ଟ୍ବିଟର୍‌ର ବ୍ଲୁ ଟିକ୍‌କୁ କମ୍ପାନିର ମାଲିକ ଏଲନ ମସ୍କ ଏବେ ପାଇଁ ସ୍ଥଗିତ ରଖିଛନ୍ତି। ନକଲି ଆକାଉଣ୍ଟ୍‌ ବିରୋଧରେ ପଦକ୍ଷେପ ନେବାରେ ଏହା ବାସ୍ତବରେ ପ୍ରଭାବଶାଳୀ ବୋଲି କମ୍ପାନି ନିଶ୍ଚିତ ହେବା ପରେ ଯାଇ ଏହାକୁ ଜାରି କରାଯିବ। ବ୍ଲୁ ଟିକ୍‌ ପେଡ୍‌…

ବଲିଉଡ୍‌ର ଭରସା ତବୁ

ସୁପରଷ୍ଟାର୍ ତବୁ ଏକାକୀ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପକୁ ରକ୍ଷା କରିଛନ୍ତି। ଏ ବର୍ଷ ଯେଉଁ ମାତ୍ର ଦୁଇଟି ଚଳଚ୍ଚିତ୍ର ବକ୍ସ ଅଫିସରେ ସଫଳତା ହାସଲ କରିପାରିଛନ୍ତି (ଭୁଲ ଭୁଲୈୟା-୨ ଓ ଦୃଶ୍ୟମ୍‌-୨) ସେଥିରେ ତବୁ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ଉତ୍ତର-ପଚାଶ ବୟସରେ ତବୁ ପ୍ରସିଦ୍ଧିର ଶୀର୍ଷ…

ଗୋଠପାଟଣାରେ ଚାଞ୍ଚଲ୍ୟ: ପୂର୍ବ ଶତ୍ରୁତାରୁ ପିଅନଙ୍କୁ ପିଟିପିଟି ହତ୍ୟା

ଭୁବନେଶ୍ବର: ଗୋଠପାଟଣା ପାଇକରାପୁର ସ୍କୁଲ ନିକଟରେ ଜଣେ ପିଅନଙ୍କୁ ପିଟିପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ମୃତକଙ୍କ ନାଁ ବଂଶୀଧର ବେହେରା ବୋଲି ଜଣାଯାଇଛି। ସେ ପାଇକରାପୁର ସ୍କୁଲରେ ପିଅନ୍ ଭାବେ କାମ କରୁଥିଲେ। ତାଙ୍କର ଘର ରେତଙ୍ଗ ପଞ୍ଚାୟତର ବ୍ରହ୍ମକୁଣ୍ଡଳ ଗାଁରେ ବୋଲି…

କୋରେଇ ଷ୍ଟେସନରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ

ଯାଜପୁର: ଦୀର୍ଘ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ କୋରେଇ ଷ୍ଟେସନରେ ଟ୍ରେନ୍ ଚଳାଚଳ ଆଂଶିକ ଭାବେ ସ୍ୱାଭାବିକ ହୋଇଛି। ଗତକାଲି ରାତି ୧୦ଟାରୁ ବିଚ୍ଛିନ୍ନ ହୋଇଥିବା ବିଦ୍ୟୁତ୍ ସରବରାହକୁ ଅସ୍ଥାୟୀ ଭାବେ ମରାମତି କରାଯାଇ ଡାଉନ୍ ଲାଇନ୍ରେ ରେଳ ଚଳାଚଳ କରିଛି। ଆଜି ଅନ୍ୟ ଲାଇନରେ ଟ୍ରେନ୍ ଚଳାଚଳ…

ରାଜସ୍ଥାନ କଂଗ୍ରେସ ରାଜନୀତି: ପାଇଲଟଙ୍କୁ ତୁରନ୍ତ ଦାୟିତ୍ବ ଦେବାପାଇଁ ଗେହଲଟ ମନ୍ତ୍ରୀଙ୍କ ଦାବି

ଜୟପୁର : ଗୁଜରାଟ ବିଧାନସଭା ନିର୍ବାଚନ ମଧ୍ୟରେ ରାଜସ୍ଥାନ ରାଜନୀତିରେ ନୂଆ ଟ୍ବିଷ୍ଟ୍‌ ଆସିଛି। ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଟିମ୍ ସଦସ୍ୟଙ୍କର ଆଉ ଧୈର୍ଯ୍ୟ ନାହିଁ। ରାଜସ୍ଥାନ ସରକାରରେ ତଥା‌ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କର ଜଣେ ମନ୍ତ୍ରୀ…

ପଏଣ୍ଟ ଭାଗ କଲେ ଆମେରିକା-ୱେଲ୍ସ

ଦୋହା: ଗତ ରୁଷିଆ ସଂସ୍କରଣକୁ ଯୋଗ୍ୟତା ଅର୍ଜନ କରିପାରିନଥିବା ଆମେରିକା ଏଥର କାତାରରେ ଭଲ ଖେଳିଥିଲେ ମଧ୍ୟ ୱେଲ୍ସ ସହ ପଏଣ୍ଟ ଭାଗ କରିଛି। ଅହମ୍ମଦ ବିନ୍‌ ଅଲ୍ଲୀ ଷ୍ଟାଡିୟମ୍‌ରେ ଗ୍ରୁପ୍‌ ବି’ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଉଭୟ ଦଳ ବିଶ୍ବକପ୍‌ରେ ପ୍ରଥମ ଥର ମୁହାଁମୁହିଁ ହେଉଥିଲେ।…

ଅନ୍‌ଲାଇନ୍‌ରେ ‘ନକଲି ସମୀକ୍ଷା’ ମହଙ୍ଗା ପଡ଼ିବ, ସରକାର ଆଣିଲେ ଗାଇଡ୍‌ଲାଇନ୍

ନୂଆଦିଲ୍ଲୀ : ଅନ୍‌ଲାଇନ୍‌ରେ ଉତ୍ପାଦ ବିକ୍ରି କରୁଥିବା ଏବଂ ସେବା ଯୋଗାଉଥିବା କଂପାନିଗୁଡ଼ିକ ଯେଉଁ ସମୀକ୍ଷା ପ୍ରକାଶ କରୁଛନ୍ତି ସେ ସମ୍ପର୍କିତ ନିୟମକୁ ସରକାର କଡ଼ାକଡ଼ି କରିଛନ୍ତି। ଅନଲାଇନ୍‌ ପ୍ଲାଟଫର୍ମରେ ପ୍ରକାଶ ପାଉଥିବା ଅଧିକାଂଶ ସମୀକ୍ଷା ନକଲି ଏବଂ ତାହା ଗ୍ରାହକମାନଙ୍କ କିଣାକିଣି…

ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଶବ ରଖି ଟାୟାର ଜାଳି ରାତିସାରା ରାସ୍ତାରୋକ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସନ୍ତୋଷପୁର ଗ୍ରାମ ଗେଟ ପାଖରେ ଗତକାଲି ସଂଧ୍ୟା ସମୟରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଧକ୍କାରେ ସେହି ଗ୍ରାମର ରତନ ମାଝୀ(୩୫)ନାମକ ଯୁବକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଛନ୍ତି। ଏହାର ପ୍ରତିବାଦରେ କ୍ଷତିପୂରଣ ଦାବିରେ ଶବ ରଖି ଟାୟାର…

କ୍ଷଣିକ ଉତ୍ତେଜନାରେ ଆସି ଶ୍ରଦ୍ଧାକୁ ହତ୍ୟା କରିଛି ଅଫ୍‌ତାବ, ଅଦାଲତାରେ ମାନିଲା ସତ

ନୂଆଦିଲ୍ଲୀ: ପ୍ରେମିକା ଶ୍ରଦ୍ଧା ୱାକର୍‌ଙ୍କୁ ହତ୍ୟା କରିବା କଥା ଅଦାଲତରେ ସ୍ବୀକାର କରିଛି ଅଫ୍‌ତାବ ଆମିନ ପୁନାୱାଲା। ସେ ରାଗର ବଶବର୍ତ୍ତୀ ହୋଇ ଶ୍ରଦ୍ଧାଙ୍କ ହତ୍ୟା କରିଥିବା କଥା ଆଜି ଦିଲ୍ଲୀ ‌କୋର୍ଟରେ ସ୍ବୀକାର କରିଛି। ମାତ୍ର ଗଣମାଧ୍ୟମରେ ତାଙ୍କ ବିଷୟରେ ଯାହା ସବୁ ଚର୍ଚ୍ଚା ହେଉଛି…